ଫାଶୀ ଦେବା ପୂର୍ବରୁ କାନରେ ଏହି କଥା କହିଥାଏ ଜଲ୍ଲାଦ , ଶୁଣିଲେ ଅପରାଧୀ ବି ଭୟଭୀତ ହୋଇଯାଆନ୍ତି..
ଫାଶୀର ସିନ୍ ବହୁତଥର ଫିଲ୍ମରେ ଦେଖାଯାଇଛି , ଓ ସେଥିରୁ ଲୋକେ ଅନ୍ଦାଜା ଲଗାଦିଅନ୍ତି କି ଫାଶୀ କେଉଁ ପ୍ରକାରର ଦିଆଯାଏ, କିନ୍ତୁ ଫାଶୀ ପ୍ରକୃତରେ ବହୁତ ସାବଧାନତା ସହ ଦିଆଯାଏ , ଫାଶୀ ଦେବା ସମୟରେ ବହୁତ ସାରା ନିୟମ ପାଳନ କରାଯାଏ । କଣ କହିଥାଏ ଜଲ୍ଲାଦ କୈଦିର କାନରେ ? ଏହି କଥା ବହୁତ କମ୍ ଲୋକଙ୍କୁ ଜଣାଥିବ କି ଫାଶୀ ଦେଉଥିବା ସମୟରେ ଜଲ୍ଲାଦ କୈଦିର କାନରେ କିଛି କହିଥାଏ , ଜଲ୍ଲାଦ ଏପରି ଏକ ବ୍ୟକ୍ତି ହୋଇଥାଏ କି ଯିଏକି କୈଦିକୁ ମାରିବାର ଦାୟିତ୍ୱ ଦିଆଯାଇଥାଏ , ନ ଚାହିଁଲେ ବି ସୁଦ୍ଧା ତାକୁ ତାର ଦାୟିତ୍ୱ ନିଭାଇବାକୁ ପଡିଥାଏ , ଫାଶୀ ଦେବା ସମୟରେ ଏକ ପ୍ରକିୟା ହୋଇଥାଏ , ଯାହାକୁ ସେ ନିଭାଇଥାଏ ।
ଜଲ୍ଲାଦ କହିଥାଏ କି ମୋତେ କ୍ଷମା କରିଦିଅ , ମୁଁ ଆଦେଶର ଗୁଲାମ୍ ଅଟେ , ମୋର ଯଦି ସେତିକି ଅନୁମତି ଥାନ୍ତା ତେବେ ଜୀବନସାରା ସତ୍ୟମାର୍ଗରେ ଚାଲିବାକୁ କାମନା କରନ୍ତା , ଓ ଯଦି କୈଦି ମୁସଲିମ୍ ହୁଏ ତେବେ ସେ ତାକୁ ସଲାମ୍ କରିବ , ଓ ହିନ୍ଦୁ ହୋଇଥିଲେ ରାମ୍ ରାମ୍ କହିବ , ଏହାପରେ ସେ କ୍ଷମା ମାଗିକରି ଆଗକୁ ଶବ୍ଦ କହିଥାଏ , ଏହାକୁ କହିବାପରେ ସେ ଫାଶୀର ରସିକୁ ଟାଣିଦେଇଥାଏ , ଓ ସେହି ସମୟରେ କୈଦୀ ଫାଶୀରେ ଝୁଲିଯାଇଥାଏ ,
ଫାଶୀର ସମୟ କିଛି ନିଶ୍ଚିତ ହୋଇନଥାଏ , ୧୦ ମିନିଟ୍ ପରେ ଡାକ୍ତରଙ୍କ ଦ୍ୱାରା ଫାଶୀର ରସିକୁ ଚେକ୍ କରିବାପାଇଁ କହିଥାନ୍ତି କି ସେ ମୃତ ନା ଜୀବିତ , ତାପରେ ସେହି ରସିରୁ କୈଦିର ମର ଶରୀର ବାହାର କରି ତାକୁ ଆଗର ପ୍ରକିୟା କରାଯାଏ ।
ଫାଶୀର ସମୟ ସୂର୍ଯ୍ୟୋଦୟ ପୂର୍ବରୁ ହୋଇଥାଏ । ଯେବେ ସବୁ ଲୋକ ନିଦରେ ଶୋଇଥାନ୍ତି , ଜେଲ୍ ପ୍ରଶାସନ କାମ ସୁର୍ଯ୍ୟୋଦୟ ପରେ ଆରମ୍ଭ ହୋଇଯାଏ , ଏହି କାରଣରୁ ଫାଶୀ ସେହି ସମୟର ପୂର୍ବରୁ ଦିଆଯାଏ , ଜେଲ୍ ପ୍ରଶାସନ କାମ ପ୍ରଭାବିତ ନା ହେଉ ଏମିତି କରାଯାଏ ।
ଏତେ ବଡ ଦେଶରେ କେବଳ ୨ ଟି ଜଲ୍ଲାଦ ଅଛନ୍ତି , ଯିଏକି ସରକାରଙ୍କ ଦ୍ୱାରା ମାରିବାର ଦରମା ନିଅନ୍ତି , କାହାର ଜୀବନ ନେବା ସହଜ କଥା ହୋଇନଥାଏ , ମଣିଷକୁ ମରୁଥିବାର ଦେଖି ବହୁତ ଲୋକେ ଡିପ୍ରେସନ୍ ରେ ଆସିଯାଆନ୍ତି , କିନ୍ତୁ ଜଲ୍ଲାଦ ଏହାର ପ୍ରକିୟା ଆରାମ ସେ ନିଭାଇଥାଏ , ଜଣେ ସାଧାରଣ ଲୋକକୁ ଫାଶୀ ଦେବାପାଇଁ ଜଲ୍ଲାଦକୁ ୩୦୦୦ ଟଙ୍କା ଦେଇଥାନ୍ତି , ସେମିତି ଆତଙ୍କବାଦୀକୁ ଫାଶୀ ଦେବାପାଇଁ ୨୫ ହଜାର ଟଙ୍କା ମିଳିଥାଏ , ଫାଶୀ ଦେବାର ଅଧିକାର କେବଳ ବିହାରର ବକ୍ସର ରେ ହିଁ ହୋଇଛି , ଯେଉଁଠି କୈଦି ହିଁ ପ୍ରସ୍ତୁତ ଅଛନ୍ତି , ଏହି ପରମ୍ପରା ଇଂରେଜଙ୍କ ସମୟରୁ ଚାଲି ଆସୁଛି, ଫାଶୀର ରସିକୁ ମୋଟା ଦେଢ ଇଞ୍ଚରୁ ଅଧିକା ମୋଟା ରଖିବାକୁ କୁହାଯାଏ , ଏହି ଫାଶୀର ରସିର ଦାମ୍ କମ୍ ରଖାଯାଇଛି, ଆଜିରୁ ଦଶ ବର୍ଷ ପୂର୍ବରୁ ଫାଶୀର ରସି ୧୮୨ ଟଙ୍କା ଜେଲ୍ ପ୍ରଶାସନ ଉପଲ୍ଲବ୍ଧ କରାଯାଇଥିଲା ।