October 8, 2024

Odia Express

Here, There and Everywhere

ନିଜ ପ୍ରେମୀକୁ ସବୁଦିନ ଏକ ମେସେଜ୍ ପଠାଉଥିଲେ ଯୁବତୀ , ବର୍ଷକ ପରେ ଯେବେ ଯେବେ ଜଣାପଡିଲା ସତ୍ୟତା ତେବେ..

ଯେବେ ଠାରୁ ଭାରତରେ ଇଣ୍ଟରନେଟ୍ ସୁବିଧା ଆରମ୍ଭ ହେଲା ଅଧିକାଂଶ ଲୋକେ ନିଜର ଅଧିକାଂଶ ସମୟ ସୋସିଆଲ୍ ମିଡିଆ କିମ୍ବା ଚ୍ୟାଟିଙ୍ଗ୍ କରିବାରେ କଟାଇଥାନ୍ତି , ଖାସକରି ଯୁବାଙ୍କ ମଧ୍ୟରେ ଅଧିକା ସମୟ ଚ୍ୟାଟିଙ୍ଗ୍ କରୁଥିବାର ଜଣାଯାଏ , ଏମିତି ଗାର୍ଲଫ୍ରେଣ୍ତ ଓ ବୟଫ୍ରେଣ୍ତ କଥା କହିଲେ ସେ ଚ୍ୟାଟିଙ୍ଗ୍ ମାମଲାରେ ବହୁତ ଆଗରେ ରୁହନ୍ତି , ବହୁତଥର ଆପଣ ଶୁଣିଥିବେ କି ତାଙ୍କ ମଧ୍ୟରେ ମେସେଜ୍ ଜରିବାରେ କଥାବାର୍ତ୍ତା ହୋଇଯାଏ , ସେ ପାଟିତୁଣ୍ତ ହେଉ କିମ୍ବା ଭଲ ପାଇବା ଜାହିର୍ କରାଯାଉ ।କିନ୍ତୁ ଥରେ ଭାବନ୍ତୁ ଗୋଟେ ଗାର୍ଲଫ୍ରେଣ୍ତ ନିଜ ବୟଫ୍ରେଣ୍ତକୁ କେବଳ ଗୋଟିଏ ମେସେଜ୍ କରୁଥିଲେ ଯାହାକୁ ଶୁଣିଲେ ଆପଣଙ୍କୁ ବିଶ୍ୱାସ ହେବ ନାହିଂମ୍ , ହଁ ଆଜ୍ଞା ଏହା ଶୁଣିବାକୁ ଟିକିଏ ଅଜବ ଲାଗୁଥିବ କିନ୍ତୁ ଆଜି ଯେଉଁ ମାମଲା ସାମ୍ନାକୁ ଆସିଛି , ସେଥିରେ ଗୋଟିଏ ଗାର୍ଲଫ୍ରେଣ୍ତ ନିଜ ବୟଫ୍ରେଣ୍ତକୁ ଏପରି ଏକ ମେସେଜ୍ କରେ କି ଯାହାକୁ ପଢିବାପରେ ସେ ବୟଫ୍ରେଣ୍ତର ମୃତ୍ୟୁ ହୋଇଯାଏ ,

ହଁ ଏବେ ଆପଣ ଶୁଣିକରି ଚକିତ ହୋଇଯାଇଥିବେ  ,ତେବେ ଆସନ୍ତୁ ଆଜି ଆପଣଙ୍କ ସନ୍ଦେହ ଦୁର କରିଦେଉଛୁ , କହିଦେବୁ କି ପରିଶେଷରେ ସେ ଗାର୍ଲଫ୍ରେଣ୍ତର ମେସେଜ୍ କଣ ଥିଲା ଯାହାର କାରଣରୁ ଏତେ ଭଲ ପାଇବା କଥାବାର୍ତ୍ତା ଓ ମେସେଜ୍ ମଧ୍ୟରେ ତାର ବୟଫ୍ରେଣ୍ତର ମୃତ୍ୟୁ ହୋଈଯାଇଛି, ଓ ବହୁ ବର୍ଷ ପରେ ଜଣା ପଡେ କି ସେ ଝିଅଟି ନିଜ ପ୍ରେମିକକୁ ସବୁଦିନ ସେହି ମେସେଜ୍ କରୁଥିଲା , ଆପଣଙ୍କୁ କହିଦେବୁ କି ଅନନୋନ୍ ନମ୍ବରରେ ସେହି ଝିଅଟି ସବୁଦିନ ଗୋଟେ ମେସେଜ୍ କରୁଥିଲା , ଯାହାର କାରଣରୁ ସେ ମୃତ୍ୟୁକୁ ଆପଣାଇନେଲା , ଏହି ମେସେଜ୍ ଆଉ କେହି ନୁହେଁ ବରଂ ତା ଗାର୍ଲଫ୍ରେଣ୍ତ ପଠାଉଥିଲା ।

ଏହି ମେସେଜ୍ ପରେ ତାର ବୟଫ୍ରେଣ୍ତ ଏପରି ରାସ୍ତା ବାଛିନେଲା ଯାହା ଦ୍ୱାରା ତାର ଗାର୍ଲଫ୍ରେଣ୍ତ ଚକିତ ହୋଇଗଲା , ଏବେ ଆପଣଙ୍କୁ କହିଦେବୁ କି ଝିଅଟିର ଏହି ସତ୍ୟତା ଜାଣିଲା ପରେ ସବୁ ପୁଅ ଗାର୍ଲଫ୍ରେଣ୍ତ ବନାଇବା ପୁର୍ବରୁ ୧୦୦ ଥର ଭାବିବ , ଏହି କାହାଣୀ ୨୦ ବର୍ଷ ଗୋଟେ ଝିଅର ଅଟେ ଯାହାର ନାଁ ମିସେଲ୍ କାର୍ଟର ଅଟେ , ସେହି ବୟଫ୍ରେଣ୍ତର ନାଁ କୋନାର୍ଡ ରାୟ ଅଟେ ଯାହାର ବୟସ କେବଳ ୧୮ ବର୍ଷ ଅଟେ , ବହୁତ ବର୍ଷ ହେଲା କୋନାର୍ଡ ନାମକ ଏକ ଝିଅ ମିସେଲ୍ କୁ ମେସେଜ୍ କରୁଥିଲେ , ସେହି ମେସେଜ୍ କୁ ପଢିକରି ତାଙ୍କୁ ମଜାକ୍ ଲାଗୁଥିଲା , କିନ୍ତୁ ମେସେଜ୍ ର ସତ୍ୟତା ଜାଣିବା ପରେ ବୟଫ୍ରେଣ୍ତ ଜୀବନ ବିପଦ ଆସିଗଲା ,

ଆପଣଙ୍କୁ କହିଦେବୁ କି ବହୁତ ବର୍ଷ ହେଲା ନିଜ ବୟଫ୍ରେଣ୍ତ ସୁସାଇଡ୍ କରିବାର ପ୍ରେସର୍ ପକାଉଥିଲା , କହୁଥିଲା ଆର୍ ୟୁ ରେଡି ଫର୍ ସୁସାଇଡ୍ , ଟିକିଏ ଭାବନ୍ତୁ ଏତେ ନିର୍ଦୟୀ ଗାର୍ଲଫ୍ରେଣ୍ତ ଏମିତି ମେସେଜ୍ ପଢିକରି ଏକ ଦିନ କୋନାର୍ଡ ସତରେ ସୁସାଇଡ୍ କରିଥିଲେ , ସୁସାଇଡ୍ କରିଲା ପରେ ସାମ୍ନାକୁ ଆସିଲା କି ଗାର୍ଲଫ୍ରେଣ୍ତ ତାକୁ ଏହି କଥା କହୁଥିଲା , ମିସେଲ୍ ନିଜ ବୟଫ୍ରେଣ୍ତ ସହ ସବୁଦିନ ସୁସାଇଡ୍ ଗେମ୍ ଖେଳୁଥିଲେ । ଯାହାଦ୍ୱାରା ସୁସାଇଡ୍ ପାଇଁ ଚ୍ୟାଲେଞ୍ଜ କରିଯାଇଥିଲା , କିନ୍ତୁ ଦିନେ ଗେମ୍ ଖେଳିକରି ତାହାର ବୟଫ୍ରେଣ୍ତ ପ୍ରକୃତରେ ସୁସାଇଡ୍ କରିଦେଇଥିଲେ , ଏହି ଗେମ୍ ଲୋକଙ୍କୁ ସୁସାଇଡ୍ ଥର୍ଟ ବିଷୟରେ ସବୁ ଜିନିଷ କହିଥାଏ ।

Leave a Reply

Your email address will not be published. Required fields are marked *