October 1, 2024

Odia Express

Here, There and Everywhere

ଯଦି ଆପଣ ଧଳା ବାଳ ପାଇ ଚିନ୍ତିତ ଅଛନ୍ତି ତେବେ ଆପଣାନ୍ତୁ ଏହି ଜବରଦସ୍ତ ପ୍ରାକୃତିକ ଉପାୟ – କିଛି ଦିନରେ ହୋଇଯିବ ଘନ , କଳା ସୁନ୍ଦର ବାଳ..

ସମସ୍ତଙ୍କୁ କଳା ବାଳ ବହୁତ ସୁନ୍ଦର ଲାଗିଥାଏ , କିନ୍ତୁ ବୁଢାପା ଆରମ୍ଭ ହେବାରୁ ଧଳା ବାଳ ହେବାରେ ମନ ସଂଙ୍କୁଚିତ ହୋଈଯାଏ , ଆପଣଙ୍କୁ ପ୍ରଥମେ ଜାଣିବାକୁ ହେବ କି ଯେବେ ଆମେ ଆମର ଖେଳିବା ବୟସରେ ଧଳା ବାଳ କଣ ପାଇଁ ହୋଇଯାଏ , ଧଳା ବାଳ ହୋଇଯିବା ଏକ ସାଧାରଣ ହୋଇଗଲାଣି , ପୂର୍ବରୁ ଧଳା ବାଳ ହେବା ଏକ ବୃଦ୍ଧ ହୋଇଯିବାର ଚିହ୍ନଟ ହେଉଥିଲା , ଏବେ ସେମିତି ଡରିବାର ଦରକାର ନାହିଁ , ଆଜି ସମସ୍ତଙ୍କ ଦିନ ଚର୍ଚ୍ଚା ଏମିତି ହୋଇଯାଇଛି କି ଖାଇବା ପିଇବାର ଟାଇମ୍ ଟେବୁଲ୍ ବଦଳିଯାଇଛି , ତାପରେ ଯଦି ଆପଣ ଧଳା ବାଳକୁ କଳା କରିବାକୁ ଚାହୁଁଛନିତ୍ ତେବେ କିଛି ଉପାୟ କହିବୁ , ଯାହା ଦ୍ୱାରା ଆପଣଙ୍କ ଧଳା ବାଳ କଳାରେ ପରିଣତ ହୋଇଯିବ ।

 

ଧଳା ବାଳ କଳା କରିବାକୁ ହେଲେ ପ୍ରଥମେ ଅଁଳାର ବ୍ୟବହାର କରିବାକୁ ହେବ , ଅଁଳାରେ ମେହେନ୍ଦୀ ଓ ରିଠା ମିଶାଇକରି ବାଳରେ ଲଗାନ୍ତୁ । ଓ ଏକ ଘଣ୍ଟା ପରେ ପାଣିରେ ବାଳକୁ ଧୋଇଦିଅନ୍ତୁ , ଏହି ପ୍ରକିୟା ସପ୍ତାହକୁ ଦୁଇ ତିନି ଥର କରିଲେ ଧଳା ବାଳ କଳା ହୋଇଯାଏ , ଆପଣ ଗୋଟିଏ ଅମୃତଭଣ୍ତା ନିଅନ୍ତୁ , ଓ ତାହାକୁ ପେଷ୍ଟ ବନାଇଦିଅନ୍ତୁ , ଏବେ ଏହାକୁ ସପ୍ତାହରେ ଦୁଇ ତିନିଥର ବାଳରେ ଲଗାନ୍ତୁ , ଏମିତି ଦଶ ପନ୍ଦର୍ ମିନିଟ୍ ପର୍ଯ୍ୟନ୍ତ ବାଳରେ ଲାଗିବାକୁ ଦିଅନ୍ତୁ , ଓ ତାପରେ ଶୁଖିଲାପରେ ବାଳକୁ ଧୋଇଦିଅନ୍ତୁ , ଏମିତି କଲେ ବାଳ ଝଡିବା କମ୍ ହୋଇଯିବ , ଓ ଧଳା ବାଳ ବି ଗାୟବ ହୋଇଯିବ ।

 

ଆଲୋବେରା ନାଁ ତ ସମସ୍ତେ ଜାଣିଛନ୍ତି , କିନ୍ତୁ ଏହାର ଉପଯୋଗିତା ବିଷୟରେ ଜଣା ନଥିବ , ଆଲୋବେରା ବାଳରେ ଲଗାଇଲେ ଧଳା ବାଳ କମ୍ ହୋଇଯାଏ , ଏହା ଦ୍ୱାରା ଆପଣ ଧଳା ବାଳକୁ କଳା କରିପାରିବେ , ଏଥିପାଇଁ ଆପଣ ଆଲୋବେରା ଜେଲ୍ ଲଗାଇପାରିବେ , କିମ୍ବା ଆଲୋବେରାର ପତ୍ରର ଉପର ଭାଗରୁ ହଟାଇକରି ତାହାର ଭିତରେ ଥିବା ଜେଲ୍ କୁ ବାଳରେ ଲଗାନ୍ତୁ , ଏମିତି କରିଲେ ବାଳ କଳା ହୋଇଯାଏ ।

ସାଧାରଣତଃ ପିଆଜର ବ୍ୟବହାର ଖାଇବାପିଇବାରେ କରାଯାଏ , ପିଆଜର ରସକୁ ବାଳରେ ଲଗାଇଲେ ଧଳା ବାଳ ବି କଳା ହୋଇଯାଏ , ଏହାକୁ ଲଗାଇଲେ କେବଳ ଧଳା ବାଳ କଳା ହୁଏ ନାହିଁ ବରଂ ବାଳ ରେ ବି ଚମକ ଆସିଯାଏ ।

Leave a Reply

Your email address will not be published. Required fields are marked *