ଚାନ୍ଦିର ମୁଦି ଏହି ଆଙ୍ଗୁଳିରେ ପିନ୍ଧିଲେ ଭାଗ୍ୟ ଚମକିବ – ଆଜି ହିଁ ଜାଣିରଖନ୍ତୁ ଓ ପିନ୍ଧନ୍ତୁ ମାତ୍ର ୭ ଦିନରେ ଆପଣଙ୍କ ଭାଗ୍ୟ ବଦଳିଯିବ..

ପ୍ରତ୍ୟେକ ବ୍ୟକ୍ତି ନିଜର ଭାଗ୍ୟର ସହାୟତା ପାଇବାକୁ ଚାହେଁ କିନ୍ତୁ ବହୁତ କମ ଅଛନ୍ତି ଯେଉଁମାନଙ୍କୁ ନିଜ ଭାଗ୍ୟର ସହାୟତା ମିଳେ। , ଅଧିକତର ଲୋକ ନିଜ ଜୀବନରେ ଉନ୍ନତି କରିବା ପାଇଁ ସମସ୍ତ ସମ୍ଭବ ଚେଷ୍ଟା କରନ୍ତୁ କିନ୍ତୁ ଭାଗ୍ୟ ନଦେବାରୁ ସେମାନକୁ ସଫଳତା ମିଳେନାହିଁ। ଏପରିସ୍ଥିତିରେ କିଛି ଜିନିଷ ଏପରି ଅଛି ଯାହା ଆମର ଭାଗ୍ୟରେ ବଡ ପରିବର୍ତ୍ତନ ଆଣିପରେ । ଏହି ଚିଜ ମାନଙ୍କ ମଧ୍ୟରେ ଚାନ୍ଦି ଗୋଟିଏ , ଚାନ୍ଦି ନା କେବଳ ସୁନ୍ଦରତା ବୃଦ୍ଧିର କାର୍ଯ୍ୟରେ ଆସିଥାଏ ତାସହ ଏହ ଆମ କୁଣ୍ଡଳୀରେ ଉପସ୍ଥିତ ଥିବା ଗ୍ରହ ଙ୍କ ଠାରୁ ଉତ୍ପନ୍ନ ହେଉଥିବା ଦୋଷ ଗୁଡିକ ଦୂର କରିଥାଏ ।
ଯଦି ଚାନ୍ଦି ଧାରଣ କରାଯାଏ ଏହାଦ୍ୱାରା ଆମର ଗ୍ରହ ଶକ୍ତିଶାଳୀ ହୁଅନ୍ତି , ଆଜି ଆମେ ଆପଣଙ୍କୁ ଚାନ୍ଦି ବ୍ୟବହାର ଦ୍ଵାରା ହେଉଥିବା ଲାଭ ସମ୍ପର୍କରେ ଜଣେଇବୁ ।
ଆସନ୍ତୁ ଜାଣିବା ଚାନ୍ଦି ଠାରୁ ମିଳୁଥିବା ଉପକାର ସମ୍ପର୍କରେ
ଯଦି ଚାନ୍ଦିର ମୁଦି ନିଜ ହାତର ସବୁଠାରୁ ଛୋଟ ଆଙ୍ଗୁଳିରେ ପିନ୍ଧିବେ ତେବେ ଆପଣଙ୍କ ବନ୍ଦ ଭାଗ୍ୟ ଖୋଲିଯିବ , ଏହା ସାଧାରଣତଃ ଚନ୍ଦ୍ର ଗ୍ରହ ପାଇଁ ବ୍ୟବହାର କରାଯାଏ। ଯେଉଁ ବ୍ୟକ୍ତି ମାନଙ୍କର ମନ ଚଞ୍ଚଳହୋଇଥାଏ ଓ ଯେଉଁ ଲୋକମାନଙ୍କୁ କ୍ରୋଧ ଅଧିକ ହୋଇଥାଏ , ଯଦି ସେମାନେ ଚାନ୍ଦି ମୁଦି ପିନ୍ଧନ୍ତି ତେବେ ଏଥିରୁ ସେମାନଙ୍କୁ ଅନେକ ଉପକାର ମିଳିବ । ଏହାଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ, ଏହା ବ୍ୟତୀତ ଚାନ୍ଦିର ମୁଦି ଯଦି ଆପଣ ଧାରଣ କରିବେ ତେବେ ଏହାଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ କାରଣ ଏହାକୁ ଧାରଣ କଲେ ଶୁକ୍ର ଗ୍ରହ ବଳିଷ୍ଠ ହୁଅନ୍ତି , ଏହାଦ୍ୱାରା ଆପଣଙ୍କର ସମସ୍ତ ଅସୁବିଧା ଦୂର ହୁଏ ।
ଯଦି ଆପଣ ଚାନ୍ଦି ଧାରଣ କରନ୍ତି ତେବେ ଏହାଦ୍ୱାରା ଆପଣଙ୍କ ମନ ଶାନ୍ତ ରହେ ଓ ଶୁକ୍ର ଗ୍ରହର ପ୍ରଭାବ କାରଣରୁ ଆପଣଙ୍କ ଆକର୍ଷଣ ବୃଦ୍ଧି ହୁଏ , ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ବାୟବ୍ୟ କୋଣରେ ମାଟିର ବାସନ ରେ ଚାନ୍ଦିର ମୁଦ୍ରା ରଖି ତାକୁ ଲାଲ କପଡାରେ ବାନ୍ଧି ରଖିଲେ ଧନର ଦେବୀ ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । କିନ୍ତୁ ଆପଣ ଏକଥାର ଧ୍ୟାନ ରଖିବେ ଯେ ଚାନ୍ଦିର ପଇସା ବାସନରେ ରଖିବା ପରେ ତାକୁ ଘୋଡେଇ ଦେବେ କିମ୍ବା ଢାଙ୍କୁଣୀ ଥିବା ପ୍ଳେଟ ଉପରେ ଗହମ ରଖିଦେବେ , ଯଦି ଆପଣ ଏପରି କରନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଗୃହର କେବେ ମଧ୍ୟ ଶସ୍ୟ ଅଭାବ ହେବ ନାହିଁ ।
ଯଦି ଆପଣ ଚାହାନ୍ତି ଯେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କ କୃପା ଆପଣ ପ୍ରାପ୍ତ କରିବେ ତେବେ ଆପଣ ଏପରିସ୍ଥିତିରେ ନିଜର ପର୍ସ କିମ୍ବା ସିନ୍ଧୁକରେ ସବୁବେଳେ ଚାନ୍ଦିର ଗୋଟିଏ ଛୋଟ ଚାରିକୋଣିଆ ଟୁକୁରା ଅବଶ୍ୟ ରଖନ୍ତୁ , ଏପରି କଲେ ଆପଣଙ୍କୁ ଧନ ସମ୍ବନ୍ଧିତ ଅସୁବିଧାରୁ ମୁକ୍ତି ମିଳିବ ।
ଯଦି କୌଣସି ବ୍ୟକ୍ତିଙ୍କୁ ନିଜ ବ୍ୟବସାୟରେ ସଫଳତା ପ୍ରାପ୍ତ କରିବାର ଅଛି ତେବେ ସେ ଗୋଟିଏ ଛୋଟ କଠିନ ହାତୀ ତିଆରି କରେଇ ନିଜର ଦୋକାନ ବା ବ୍ୟବସାୟ ସ୍ଥାନରେ ରଖିଦିଅନ୍ତୁ ଏହାଦ୍ୱାରା ଆପଣଙ୍କ ବ୍ୟବସାୟରେ ଲଗାତାର ଉନ୍ନତି ହେବ
ଯଦି ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଲାଭ ପ୍ରାପ୍ତ କରିବାର ଅଛି ତେବେ ଆପଣ ଚାନ୍ଦିର ତାରରେ ଗୋମତୀ ଚକ୍ର ଗୁନ୍ଥି ପିନ୍ଧନ୍ତୁ , ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ଅସୁବିଧା ଦୂର ହୋଇଯିବ, ଏହା ବ୍ୟତୀତ ଚାନ୍ଦି ର ଚାମଚରେ ମହୁ ଚାଟିଲେ ଶରୀରର ସ୍ୱାସ୍ଥ୍ୟ ଭଲ ରହିବ ।