ଫିଲ୍ମ ସୁଟିଙ୍ଗ୍ ସମୟରେ ରେଖାଙ୍କ ସହ ଗାଧୋଇବାପାଇଁ ଜିଦ୍ କରିଥିଲେ ଏହି ଲୋକପ୍ରିୟ ଅଭିନେତା ,ନାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ…

ବଲିଉଡ୍ ରେ ଲୋକପ୍ରିୟ ଓ ଏଭରଗ୍ରୀନ୍ ହିରୋଇନ୍ ରେଖାଙ୍କୁ କିଏ ବା ନ ଜାଣେ । ରେଖା ହିନ୍ଦୀ ଫିଲ୍ମରେ କାମ କରିବା ବାଲି ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ରେଖା ନିଜ ସମୟରେ ସୁନ୍ଦର ଅଭିନେତ୍ରୀ ଥିଲେ । ଓ ଏବେ ସେ ୬୩ ବର୍ଷୀୟ ହୋଇସାରିଲେଣି । ରେଖାଙ୍କ ଫିଲ୍ମ ବହୁତ ଲମ୍ବା ଓ ସଂଘର୍ଷ ସହ ରହିଥିଲା , ସେ ନିଜ ଫିଲ୍ମ କ୍ୟାରିୟରରେ ସବୁ ପ୍ରକାରର ରୋଲ୍ କରିଥିଲେ । ରେଖା ନିଜ କ୍ୟାରିୟରର ଆରମ୍ଭ ୧୯୬୬ ମସିହାରେ ଜଣେ ଶିଶୁ କଳାକାର ହିସାବରେ ତେଲେଗୁ ଫିଲ୍ମ ରଙ୍ଗୁଲା ରତଲାମ ରୁ କରିଥିଲେ । କିନ୍ତୁ ମୁଖ୍ୟ ଅଭିନେତ୍ରୀ ହିସାବରେ ସେ ଡେବ୍ୟୁ ଫିଲ୍ମ ୧୯୭୦ ରେ ଆସିଥିବା ସାବନ୍ ଭାଦୋରୁ ହୋଇଥିଲା । ଏବେ ସେ ୧୮୦ ରୁ ଅଧିକା ଫିଲ୍ମରେ ଅଭିନୟ କରିସାରିଛନ୍ତି ।
ଆପଣଙ୍କୁ କହିଦେବୁ କି ରେଖାଙ୍କ ଜୀବନରେ ବହୁତ ଏମିତି କଥା ଓ ରହସ୍ୟ ଲୁଚି ରହିଛି , ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି , ଆଜି ଆମେ ରେଖାଙ୍କ ସହିତ ଘଟିଥିବା ଏକ ଘଟଣା ବିଷୟରେ କହିବୁ , ଯାହାକୁ ଶୁଣିଲେ ଆପଣ ଧକ୍କା ଲାଗିବ । ବଲିଉଡ୍ ରେ ଜଣାଶୁଣା ଅଭିନେତା ରେଖାଙ୍କ ସହ ଜିଦ୍ କରିଥିଲେ ଗାଧୋଇବା ପାଇଁ । ଆପଣଙ୍କୁ କହିଦେବୁ କି ଏହି ଅଭିନେତା ଆଉ କେହି ନୁହେଁ ବିନୋଦ ମେହେରା ଅଟନ୍ତି , ସେ ସେହି ସମୟରେ ହିନ୍ଦୀ ସିନେମାରେ ଜଣା ଶୁଣା ଅଭିନେତା ଥିଲେ , ବିନୋଦ ମେହେରା ରେଖାଙ୍କ ସହ ବହୁତ ସାରା ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ।
ଫିଲ୍ମର ସୁଟିଙ୍ଗ୍ ସମୟରେ ହୋଇଥିଲା ଏହି ଘଟଣା । ଏହି ଘଟଣା ସେହି ସମୟରେ ଘଟିଲା ଯେବେ ରେଖା ବିନୋଦଙ୍କ ସହ ଫିଲ୍ମ ଘର ର ସୁଟିଙ୍ଗ୍ ରେ ବ୍ୟସ୍ତ ଥିଲେ । ଓ ଏହି ଫିଲ୍ମରେ ଗୋଟେ ଗୀତର ସୁଟିଙ୍ଗ୍ ସମୟରେ ଏକ ସିନ୍ ଥିଲା ଯେଉଁଥିରେ ଗାଧୋଇବା ସେ ବାଥ୍ ରୁମ୍ କୁ ଯାଉଥିଲେ, ଓ ପୁର୍ବରୁ ବିନୋଦ ମେହେରା ଲୁଚିକରି ସେହି ବାଥ୍ ରୁମ୍ ରେ ବସିପଡନ୍ତି , ଓ ରେଖା ଯେବେ ଆସନ୍ତି ଓ ଯେତେବେଳେ ଗାଧୋଇବାପାଇଁ କପଡା ବାହାର କରନ୍ତି , ସେ ଦେଖନ୍ତି କି ବିନୋଦ ମେହେରା ପଛରେ ବସିଛନ୍ତି , ଏହି ସମୟରେ ରେଖା ଏହା ଦେଖି ଡରିଯାଆନ୍ତି , ଓ ଚିତ୍କାର କରି ବସନ୍ତି , ଓ ବିନୋଦ ମେହେରାଙ୍କ ସହ ବାହାର ବାହାରିବାପାଇଁ ଧଡକାଇ ଥାନ୍ତି , କହିଦେବୁ କି ରେଖା ବିନୋଦ ମେହେରାଙ୍କ ସହ ବହୁତ ଫିଲ୍ମରେ କାମ କରିବାପରେ ପାଖାପାଖି ହୋଇଯାଇଥିଲେ ।
ଏହି ଦୁହେଁଙ୍କର ଆଫେୟାର୍ ଖବର ସେହି ଦିନ ବହୁତ ଅଧିକା ଚର୍ଚ୍ଚିତ ହୋଇଥିଲା । ଯେବେ ଦୁହେଁ ଏକା ସାଙ୍ଗେ ପସନ୍ଦ କରିବାକୁ ଲାଗିଲେ , ଓ ବାହାଘର ଯାଏଁ କଥାପଡିଲା , ଖବରରୁ ଜଣାଯାଏ ଯେ ବିନୋଦ ମେହେରା ରେଖାଙ୍କୁ ଲୁଚିକରି ବିବାହ କରିନେଇଥିଲେ, ଏମିତିରେ ଏହି ଦୁହେଁ କେବେ ଖୋଲିକରି କଥା ହୋଇନାହାନ୍ତି , କିନ୍ତୁ ଏହି କଥାରେ ବିନୋଦ ମେହେରା ମନ ଖରାପ କରିଥିଲେ । କାରଣ ସେ ରେଖାଙ୍କୁ କେବେ ବି ପସନ୍ଦ କରୁନଥିଲେ । କୁହାଯାଏ କି ବିନୋଦ ମେହେରା ନିଜ ଘରକୁ ରେଖାଙ୍କୁ ଆଣିବାପରେ ବହୁତ ରାଗିଯାଇଥିଲେ । ସେ ଏହା ବି କହିଦେଇଥିଲେ କି ଯଦି ରେଖା ରହିବେ ତେବେ ସେ ରହିବେନି କିମ୍ବା ମୁଁ ରହିଲେ ରେଖା ରହିବେନି , ଏହି କଥାରେ ରେଖାଙ୍କୁ ବହୁତ ଖରାପ ଲାଗିବା , ଏହି କଥା ଜାଣିବାପରେ ରେଖା ବିଷ ବି ଖାଇଦେଇଥିଲେ ।