October 22, 2024

Odia Express

Here, There and Everywhere

ଶୌଚ କରିବାକୁ ବାହାରକୁ ଯାଉଥିଲେ ଭଉଣୀ -ଭାଇ ନିଜେ ମୁଲିଆ ହୋଇ ଭଉଣୀ ପାଇଁ କରିଲେ ଶୌଚାଳୟ – ସାରା ଦେଶ ଏବେ ପ୍ରଶଂସା କରୁଛି..

ଆଜି ଆମେ ଆପଣଙ୍କୁ ଭାଇ ଭଉଣୀଙ୍କ ଭଲ ପାଇବାର ଏକ କାହାଣୀ କହିବାକୁ ଯାଉଛୁ , ଯାହାକୁ ପଢିକରି ଆପଣ ବି କହିବେ ଭାଇ ଭଉଣୀର ଭଲ ପାଇବା ଏପରି ହୋଇଥାଏ । ୟୁପିର ବାରାଣାସୀର ଏକ ଭାଇ ନିଜ ଭଉଣୀପାଇଁ ଏକ ବଢିଆ ସରପ୍ରାଇଜ୍ ଦେଇଥିଲେ,  ଭାଇ ଭଉଣୀକୁ ଗିଫ୍ଟରେ ଏକ ଟୟଲେଟ୍ ଦେଇଥିଲେ । ନିଜେ ମୁଲିଆ ମଜଦୁରୀ କରି ତିନି ଦିନ ଲଗାତାର ନିଜ ହାତରେ ଇଟା ବୋହି ଟୟଲେଟ୍ ତିଆରି କରିଥିଲେ । ଭଉଣୀ ୧୧ ବର୍ଷରୁ ବାହାରକୁ ଶୌଚ ଯାଉଥିଲା,  ଏବେ ଭଉଣୀ ବଡ ହେଉଛି , ଭାଇ ଏହି ଅସୁବିଧାକୁ ଦେଖି ବୁଝିପାରିଲା , ସେମିତି ପୁଅର ଭିଣୋଇର କହିବା କଥା କି ଏତେ ବର୍ଷ ଭଉଣୀ ପାଇଁ ଏତେ ଭଲ ପାଇବା ଦେଖିକରି ସ୍ୟାଲୁଟ୍ କରିବାର ମନ ହେଉଛି , ଭିଣେଇର ଭାଇ ଏହି ଗିଫ୍ଟ ଦେଖିକରି ସ୍ୟାଲୁଟ୍ କରିବାରେ ବାଧ୍ୟ ହୋଇଥିଲେ,

 

ମାମଲା ରାଜାତାଲାବ ଦିପାପୁର ଗାଁର ଅଟେ , ଏଠାରେ ଲୋହତା ଘମହାପୁରରେ ରହୁଥିବା ଅଶୋକ କୁମାର ପଟେଲ୍ ଭଉଣୀର ବାହାଘରର ୧୧ ବର୍ଷ ପରେ ଟୟଲେଟ୍ ଗିଫ୍ଟ କରିଥିଲେ,  ୩ ଦିନ ଯାଏଁ ଅଶୋକ ୧୫ ହଜାର ଟଙ୍କା ଖର୍ଚ୍ଚରେ ଭଉଣୀ ସୁନିତାଙ୍କ ଘରେ ଅଟକି ଟୟଲେଟ୍ ବନାଇଥିଲେ,  ନିଜ ହାତରେ ଇଟା ବୋହିଥିଲେ ।ଅଶୋକଙ୍କ କହିବା କଥା କି ସ୍ତ୍ରୀ ପୁଜା ପଟେଲ୍ ଗ୍ରାମ ପ୍ରଧାନ ହେବାପରେ ସେ ପିଏମ୍ ମୋଦୀଙ୍କ ସ୍ୱଚ୍ଚତା ଅଭିଯାନ ଦ୍ୱାର ସବୁ ଟୟଲେଟ୍ ବିଷୟରେ ଜାଗୃତ କରିଥିଲେ,  ଏହାପରେ ପ୍ରଧାନ ଫଣ୍ତ ରୁ ୬୦ ରୁ ଅଧିକା ଟୟଲେଟ୍ ଘମହାପୁର ଲୋହତାରେ ତିଆରି କରିଥିଲେ,  ସେମିତି ଦିଦି ବାହାରକୁ ୧୧ ବର୍ଷ ଶୌଚ ଯାଉଥିଲେ,  ଏବେ ତାଙ୍କ ଝିଅ ବି ଯାଉଛି , ଏହି କଥା ମୋତେ ବି ଖରାପ ଲାଗିଥିଲା,

 

ଏହି ବିଷୟରେ ରକ୍ଷାବନ୍ଧନରେ କପଡା ପଇସା ଜାଗାରେ ଟୟଲେଟ୍ ଗିଫ୍ଟ୍ କରିବି , ସୁନିତାଙ୍କ କହିବା କଥା କି ୨୦୦୬ ରେ ମୋର ବାହାଘର ପ୍ରଭାତ କୁମାରଙ୍କ ସହ ହୋଇଥିଲା,  ଆମର ପରିବାର ମିଡିଲ୍ କ୍ଲାସ୍ ର ଅଟେ , ଓ ସ୍ୱାମୀ ଚାଷୀ ଅଟେ , ଗାଁରେ କେବଳ ୩ ପ୍ରତିଶତ ଲୋକ ସେଠାରେ ଟୟଲେଟ୍ ଅଛି , ୧ କିଲୋମିଟର ଯାଏଁ ଶୌଚ କରିବାକୁ ଯିବାକୁ ପଡିଥାଏ , ଆସିବା ଦିଅନ୍ରୁ ଅଲଗା ଗାଁରେ ଲୋକ ଖରାପ କଥା କହିବା ଘଟଣା କହିବାର ଶୁଣିବାକୁ ମିଳେ , ଏବେ ଝିଅ ରାଣୀ ବି ବଡ ହୋଇଯାଇଛି, ଏହା ଦେଖିକରି ଭାଇ ଏକ ଭଲ ଗିଫ୍ଟ୍ କରିଥିଲେ,

ସେମିତି ସ୍ୱାମୀ ପ୍ରଭାତଙ୍କ କହିବା କଥା କି ୨୦୦୭ ର ବାପାଙ୍କ ମୃତ୍ୟୁ ପରେ ଦୁଇ ଭଉଣୀ ଜ୍ଞାନତି ଓ ମାନଂତି ବାହାଘର ଦାୟିତ୍ୱ ମୋ ଉପରେ ଆସିଯାଇଛି, ଏହି କାରଣରୁ ଟୟଲେଟ୍ କରିବାର ଭାବିପାରିନଥିଲି , ସେଥିପାଇଁ ଶଳା ଭଉଣୀ ପାଈଁ ଏତେ ପ୍ରେମ ଦେଖିକରି ସ୍ୟାଲୁଟ୍ କରିବାର ମନ ହେଉଛି  ।

Leave a Reply

Your email address will not be published. Required fields are marked *