ଝିଅ ହେବାରୁ ଶାଶୁ ବୋହୂ କୁ ଦେଲେ ମହଙ୍ଗା କାର୍ ଉପହାର – କହିଲେ ମୋ ଘରକୁ ଲକ୍ଷ୍ମୀ ଆସିଲା – ଆସନ୍ତୁ ଜାଣିବା ଏହି ରୋମାଞ୍ଚକର କଥା ଓ ତାଙ୍କ ପାଇଁ ଗୋଟେ ସେୟାର କରିବା

ସଭ୍ୟ ସମାଜରେ ଝିଅ ଜନ୍ମ ନେଲେ ଶାଶୁଘର ଲୋକେ ବହୁତ ଅପମାନିତ କରିବାର ଖବର ଆସିଥାଏ । କିନ୍ତୁ ଏହା ପ୍ରଥମ ଘଟଣା ଯାହା ଉତ୍ତର ପ୍ରଦେଶର ହମିରପୁରରେ ଜଣେ ଶାଶୁ ନିଜ ବୋହୂର ଝିଅ ଜନ୍ମ ହେବାରୁ ତାଙ୍କୁ ଏକ କାର୍ ଉପହାର କରିଥିଲେ , ତାଙ୍କର କହିବା କଥା କି ପୁରୁଷଙ୍କ ଅପେକ୍ଷାରେ ମହିଳାମାନେ ବହୁତ ଭଲ ହୋଇଥାନ୍ତି , ପ୍ରେମା ଦେବୀ ସ୍ୱାସ୍ଥ୍ୟ ବିଭାଗରେ ଜଣେ ନିରୀକ୍ଷକ ଅଟନ୍ତି ,ଅବସର ନେବାପରେ ସେ ନିଜ ଗୃହ ଜନପଦ ଔରିଆରେ ନିଜ ପୁଅ ଓ ବୋହୁ ଖୁସବୁଙ୍କ ସହ ହମୀରପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ପଶୁ ମେଡିକାଲ୍ ପାଖରେ ରହୁଥିଲେ
ତାଙ୍କ ପୁଅ ଜିଲ୍ଲା ମୁଖ୍ୟାଳୟରେ ସରକାରୀ ସେବାରେ ଅଛନ୍ତି , ତାଙ୍କ ବୋହୁ ହାଉସ୍ ୱାଇଫ୍ ଅଛନ୍ତି , ଶାଶୁ ଓ ବୋହୁ ମା ଝିଅ ପରି ରହୁଛନ୍ତି ,କୁହାଯାଏ କି କିଛି ମାସ ପୂର୍ବରୁ ଖୁସୁବୁ ଗୋଟେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ , ଯେଉଁଠି ତାଙ୍କ ଶାଶୁଙ୍କର ଖୁସିର ଠିକଣା ରହିଲା ନାହିଁ , ସେ ଝିଅ ହେବାର ଖୁସି ମନାଇଥିଲେ । ପଡୋଶୀ କହୁଛନ୍ତି କି ଝିଅ ଜନ୍ମ ହେବାର ଶାଶୁ ଏକ ଛୋଟ ପାର୍ଟିର ଆୟୋଜନ କରିଥିଲେ , ସେ ବହୁତ ଖୁସି ଦେଖାଯାଉଥିଲେ , ପାର୍ଟିର ଦିନ ଶାଶୁ ପ୍ରଚାର କରିଦେଲେ କି ଦୀପାବଳୀ ପୂର୍ବରୁ ସେ ପ୍ରଥମ କନ୍ୟା ସନ୍ତାନ ଜନ୍ମ ଦେଲେ ଗୋଟେ କାର୍ ଗିଫ୍ଟ କରିବେ
ପ୍ରାୟ କିଛି ଦିନ ହେବ ହୋଣ୍ତା ସିଟି କାର୍ କିଣିକରି ଖୁସୁବୁଙ୍କୁ ସେ ଉପହାର ଦେଇଥିଲେ , ଏତେ ବଡ ଉପହାର ପାଇକରି ବୋହୁ ଖୁସିରେ ପାଗଳ ହୋଇଯାଇଥିଲେ ,ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ପ୍ରେମା ଦେବୀ କହିଲେ କି ଝିଅର ଗର୍ଭ ଭାଙ୍ଗିବା ସେତେବେଳେ ଶେଷ ହେବ ,ଯେବେ ବୋହୁ କୁ ନିଜ ଝିଅ ହିସାବରେ ଦେଖାଯାଏ , କାରଣ ବୋହୂ କାହାର ଝିଅ ବି ଥାଏ , ଓ ଶାଶୁଘର ଆସିବାପରେ ମା ରୂପରେ ଭଲ ପାଇବା ମିଳିଲେ ତା ଜୀବନ ଖୁସିରେ ଭରି ଯିବ
ଖୁସୁବୁଙ୍କ କହିବା କଥା କି ସେ ବହୁତ ସୌଭାଗ୍ୟ ଶାଳୀ ଅଟନ୍ତି , ତାଙ୍କୁ ଏପରି ଶାଶୁ ମିଳିଛି ,ଯାହାଙ୍କ ମନରେ ନିଜ ବୋହୁପ୍ରତି ଏତେ ଭଲ ପାଇବା ଅଛି , ତାଙ୍କ ମାନିବା କଥା କି ସମାଜରେ ଖରାପ ଅବସ୍ଥା ସେତେବେଳେ ଶେଷ ହେବ ଯେବେ ବୋହୁ ଝିଅ ପରି ଶାଶୁଙ୍କ ଯତ୍ନ ନେବେ , କାରଣ ଶାଶୁ ବି କାହାର ମା ଥିଲେ