November 14, 2024

Odia Express

Here, There and Everywhere

ବିଶ୍ୱକପ ର ପ୍ରତ୍ୟେକଟି ମ୍ୟାଚରେ ଅଲଗା ଅଲଗା ବ୍ୟାଟ୍ ରେ ଧୋନୀ କଣ ପାଇଁ ଖେଳୁଛନ୍ତି , ହେଲା ଏହି ବଡ ଖୁଲାସା – ଜାଣିଲେ ଆପଣ ମଧ୍ୟ କାନ୍ଦି ଉଠିବେ..

1 min read

ମହେନ୍ଦ୍ର ସିଂ ଧୋନୀଙ୍କ ସବୁ ଜିନିଷ ବାସ୍ତବରେ ସଂପୂର୍ଣ୍ଣ ଭିନ୍ନ ହୋଇଥାଏ , ଯାହା ବିଷୟରେ ଲୋକେ ଜାଣିବାକୁ ଚାହଁନ୍ତି , ଟିମ୍ ଇଣ୍ତିଆର ପୂର୍ବ ଅଧିନାୟକ କ୍ରିକେଟ୍ ରେ ନିଜର ଆଶ୍ଚର୍ଯ୍ୟଜନକ ଫଇସଲାକୁ ନେଇ ଚର୍ଚ୍ଚିତ ରୁହନ୍ତି , ଧୋନୀ ଆଜିକାଲି ଭାରତକୁ ବିଶ୍ୱକପ୍ ୨୦୧୯ ର ଜିତ୍ ଦେବାପାଇଁ ଅଭିଯାନ ଚଲାଇଛନ୍ତି , ଏହି ପ୍ରତିଯୋଗିତାରେ ଧୋନୀ ବାରମ୍ବାର ବ୍ୟାଟ୍ କୁ ବଦଳାଇକରି ଖେଳିବାର ଦେଖାଯାଉଛି , କ୍ରିକେଟ୍ ମଇଦାନରେ ମାମଲା ତେବେ ଚର୍ଚ୍ଚାରେ ଆସିଲା ଯେବେ ଏହି ବିଶ୍ୱକପ୍ ରେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଧୋନୀ ଅନ୍ତିମ ବଲରେ ନିଜ ବ୍ୟାଟ୍ ବଦଳାଇକରି ଛକ୍କା ମାରିଥିଲେ ।ଧୋନୀ ନା କେବଳ ବ୍ୟାଟ୍ସର ବ୍ୟବହାର କରୁଛନ୍ତି ବରଂ ସେ ଲୋକଙ୍କ ବି ବହୁ ପ୍ରକାରର ଲୋଗୋ ଉପଯୋଗ କରିଛନ୍ତି , ଯେଉଁ ଲୋକ ଧୋନୀଙ୍କ ପାଖାପାଖି ଫଲୋ କରନ୍ତି ,

 

ସେମାନେ ଜାଣିଥିବେ କି ଧୋନୀ ରିବର୍କର ବ୍ୟାଟ୍ ବ୍ୟବହାର କରନ୍ତି , କିନ୍ତୁ ବିଶ୍ୱକପରେ ତିନୋଟି ଅଲଗା ଅଲଗା ଷ୍ଟିକର୍ସ ସହ ଖେଳୁଥିବାର ଦେଖାଯାଇଛନ୍ତି , ଏମିତିରେ ଧୋନୀଙ୍କ ଫ୍ୟାନ୍ସଙ୍କ ଛଡା ସାଧାରଣ ଜନତାଙ୍କ ଏହା ଜାଣିବାକୁ ଉତ୍ସୁକତା ବଢିଯାଇଛି କି ଧୋନୀ ଏତେ ବ୍ୟାଟ୍ସର ପ୍ରୟୋଗ କେଉଁ ଉଦ୍ଧେଶ୍ୟରେ କରୁଛନ୍ତି । ଭାରତ ବିଶ୍ୱକପ୍ ୨୦୧୯ ରେ ଗତ ଦୁଇଟି ମ୍ୟାଚରେ ଇଂଲଣ୍ତ ଓ ବାଙ୍ଗଳାଦେଶ ବିପକ୍ଷରେ ଖେଳିଥିଲେ,  ଏହି ଦୁଇଟି ମୁକାବଲାରେ ଧୋନୀଙ୍କ ବ୍ୟାଟ୍ ରୁ ଅଲଗା ଅଲଗା ଲୋଗୋ ସହ ଖେଳୁଥିବାର ନଜର ଆସିଛନ୍ତି , ଏହି ମ୍ୟାଚର ପ୍ରାରମ୍ଭିକ ସ୍ତରରେ ଧୋନୀ ଏସ୍ ଜି ଲୋଗୋ ସହ ଦେଖାଯାଈଥିଲେ , ଓ ତାପରେ ପାରି ଶେଷ ପର୍ଯ୍ୟାୟରେ ଆସୁ ଆସୁ BAS ଲୋଗୋର ବ୍ୟାଟ୍ ରେ ଖେଳୁଥିବାର ନଜର ଆସିଲେ ।

 

ଏମିତିରେ ଯେବେ ମାମଲା ଚର୍ଚ୍ଚିତ ହୋଇଥିଲା ତେବେ ତାଙ୍କ ସହ ସଂମ୍ପର୍କୀୟ ଓ ପରିଚିତ ଲୋକ ଏହି କଥାରୁ ପର୍ଦା ଉଠାଇଥିଲେ,  ଧୋନୀଙ୍କ ମ୍ୟାନେଜର ଅର୍ଜୁନ୍ ରେଡ୍ଡି ଙ୍କ ତରଫରୁ ଏହି ଖବର ଆସିଲା କି ଧୋନୀ ତାଙ୍କର ଅଲଗା ଅଲଗା ବ୍ୟାଟ୍ ରୁ ଖେଳିବାର ଏକ ସଦଭାବନା ସଙ୍କେତ ହିସାବରେ ବ୍ୟବହାର କରନ୍ତି , ଓ ଖାସ୍ କଥା ଏହି କି ଯେ ସେ ଏମିତି କରିକି ତାଙ୍କୁ ଧନ୍ୟବାଦ ଜ୍ଞାପନ କରନ୍ତି , ସେ ଏହା କରିବାପାଇଁ ଗୋଟେ ଟଙ୍କା ବି ନିଅନ୍ତି ନାହିଁ , ଧୋନୀଙ୍କ କ୍ୟାରିୟରରେ ସେମାନେ କେବେ ନା କେବେ ତାଙ୍କୁ ସାହାଯ୍ୟ କରିଥିଲେ,  ରେଡ୍ଡି କହନ୍ତି କି ଧୋନୀଙ୍କ ହୃଦୟ ବହୁତ ବଡ ଅଟେ , ତାଙ୍କୁ ପଇସାର ଆବଶ୍ୟକତା ନାହିଁ , ସେ କେବଳ ସଦ୍ ଭାବନା ପାଇଁ ଏହି ଲୋଗୋର ପ୍ରୟୋଗ କରନ୍ତି , ସେ ଏହା ବି କହିଲେ କି ଧୋନୀଙ୍କ କ୍ୟାରିୟର ପ୍ରାରମ୍ଭିକ ସମୟରେ BAS କମ୍ପାନୀ ତାଙ୍କ ସହ ରହିଥିଲା,  ଯେବେ ପରେ SG କମ୍ପାନୀ ତାଙ୍କୁ ବହୁତ ସାହାଯ୍ୟ କରିଥିଲା ।

 

ଆପଣଙ୍କୁ କହିଦେବୁ କି ସାଧାରଣତଃ ଧୋନୀ ଏକ ଖାସ୍ ଲୋକ ବ୍ୟବହାର କରିବାପାଇଁ କମ୍ପାନୀଙ୍କ ଠାରୁ ୧୦-୧୫ ଲକ୍ଷ ଟଙ୍କା ପ୍ରତି ମ୍ୟାଚରୁ ଫିସ୍ ନିଅନ୍ତି , ଯେବେ କି ଦୁନିଆଁର ଅନ୍ୟ କ୍ରିକେଟିୟର ନିଜ ବ୍ୟାଟ୍ ରେ ଲୋଗୋ ଲଗାଇବାପାଈଁ କମ୍ପାନୀ ଠାରୁ ବାର୍ଷିକ ୪-୫ କୋଟି ଟଙ୍କା ଆୟ କରନ୍ତି , ସେମିତି ଏହା ପ୍ରଥମଥର ନୁହେଁ ଯେବେ ଧୋନୀ ଖେଳର ସବୁ ଉପକରଣ ପାଇଁ ବିଶ୍ୱକପ୍ ରେ ଖବରରେ ଚର୍ଚ୍ଚିତ ହୋଇଛନ୍ତି , ଏହା ପୂର୍ବରୁ ଧୋନୀ ବିଶ୍ୱକପ୍ ର ପ୍ରଥମ ମ୍ୟାଚରୁ ନିଜ କିପିଙ୍ଗ୍ ଗ୍ଲୋବ୍ସ ଉପରେ ବଳିଦାନ ବ୍ୟାଚ୍ ପାଇଁ ବେଶ୍ ଚର୍ଚ୍ଚିତ ହୋଇଥିଲେ,  ଏହି କଥାରେ ଆଇସିସି ନିଜର ବିରୋଧାଭାବ ଜଣାଇଥିଲା । ଓ ପରେ ଧୋନୀ ବାକି ସବୁ ମ୍ୟାଚରେ ଏହି ଚିହ୍ନ ହଟାଇକରି ଖେଳିବାକୁ ପଡିଥିଲା,  ଏବେ ସେହି ସମୟରୁ ଧୋନୀ ସୋସିଆଲ୍ ମିଡିଆରେ ସବୁବେଳେ ବ୍ୟାପକ ଜନ ସମର୍ଥନ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *