February 7, 2025

Odia Express

Here, There and Everywhere

୧୦୦୧ ଛିଦ୍ର ଥିବା ଶିବଲିଙ୍ଗକୁ ସୋମବାର ଦର୍ଶନ କଲେ ଦୁର ହୋଇଯାଏ ଅକାଳ ମୃତ୍ୟୁ , ଏଠାରେ ବେଲ ପତ୍ର ଚଢାଇଲେ କୌଣସି ରୋଗ ହୁଏ ନାହିଁ – ଏବେ ଦେଖି ନିୟନ୍ତୁ..

ଦୁନିଆଁସାରା ଭଗବାନ ଶିବଙ୍କର ପୁରା ୧୨ ଟି ଜ୍ୟୋତିଲିଙ୍ଗ ଅଛି , ଓ ଅନେକ ଦିବ୍ୟ ଜ୍ୟୋତିଲିଙ୍ଗ ବି ଅଛି । ତେବେ ଆଜି ଆମେ ଆପଣଙ୍କୁ ଏକ ଦିବ୍ୟ ଜ୍ୟୋତିଲିଙ୍ଗ ବିଷୟରେ ଜଣାଇବାକୁ ଯାଉଛୁ । ଏହି ମନ୍ଦିରର ଏପରି ମାନ୍ୟତା ଅଛି କି ଭଗବାନ ଭୋଳାନାଥଙ୍କୁ ଯିଏ ପୁରା ସଚ୍ଛା ମନରେ କିଛି ମନୋକାମନା ମାଗେ ତେବେ ତାର ସବୁ ଇଚ୍ଛା ପୁରଣ ହୋଇଥାଏ ।ଏହି ମନ୍ଦିରର ଆଉ ଏକ ମାନ୍ୟତା ଅଛି କି ଯଦି କେଉଁ ଭକ୍ତ ଏଠାକୁ ଦର୍ଶନ କରିବାକୁ ଆସେ ତେବେ ତାର ସବୁ ରୋଗ ଦୂର ହୋଇଯାଏ , ଓ ଶାରରୀକ ପୀଡାରୁ ମୁକ୍ତି ମିଳିଥାଏ ।

 

କହିଦେବୁ କି ଅଲଗା ଅଲଗା ମାନ୍ୟତାରୁ ପରିପୂର୍ଣ୍ଣ ମଧ୍ୟପ୍ରଦେଶଅର ରିବା ସ୍ଥିତ ଏକ ଶିବଲିଙ୍ଗ ବହୁତ ହିଁ ଖାସ୍ ଅଛି , ମଧ୍ୟପ୍ରଦେଶରେ ରିବା ସହରରେ ସ୍ଥିତ ଏହି ଶିବଲିଙ୍ଗରେ ପ୍ରାୟ ୧୦୦୧ ଛିଦ୍ର ଅଛି , ଏଠାରେ ଥିବା ମହାମୃତ୍ୟୁଞ୍ଜୟ ମନ୍ଦିରରେ ଏହି ଅଦ୍ଭୁତ ଶିବଲିଙ୍ଗ ଦେଖିବା ପାଇଁ ଭକ୍ତ ବହୁତ ଦୁର ଦୁରାନ୍ତରୁ ଆସୁଛନ୍ତି , ଏହି ଅନୋଖା ମନ୍ଦିରରେ ଭଗବାନ ଶିବଙ୍କର ପୁଜା ମୃତ୍ୟୁଞ୍ଜୟ ରୁପରେ କରାଯାଇଥାଏ ।

 

କିଛି ମାନ୍ୟତା ମୁତାବିକ ୧୦୦୧ ଛିଦ୍ର ବାଲା ଏହି ଧଳା ଶିବଲିଙ୍ଗ ଅକାଳ ମୃତ୍ୟୁ ରୁ ନିଜ ଭକ୍ତଙ୍କୁ ସାହାଯ୍ୟ କରିଥାଏ । ଏମିତି ମାନ୍ୟତା ଅଛି କି ଭୋଳାନାଥ ଏହି ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲାପରେ ଅକାଳ ମୃତ୍ୟୁକୁ ଅଟକାଇପାରିବ ।

ଏହି ଶିବଲିଙ୍ଗର ଆଉ ଏକ ଖାସ୍ କଥା ଏହି କି ଯେ ଏହା ଧଳା ରଙ୍ଗର ଅଟେ ଓ ଏହି ଶିବଲିଙ୍ଗରେ କେଉଁ ରିତୁରେ କିଛି ବି ପ୍ରଭାବ ପଡେ ନାହିଁ , ମନୋକାମନା ପୁରା ହେବା ପରେ ଏଠାରେ ନଡିଆ ବାନ୍ଧିବା ପରମ୍ପରା ପ୍ରଥା ପାଳନ କରାଯାଏ , ଓ ଏହା ସହ ୧୦୦୧ ଛିଦ୍ର ବାଲା ଏହି ଶିବଲିଙ୍ଗ ଉପରେ ବେଲ ପତ୍ର ଚଢା ହୋଇଥାଏ ।

Leave a Reply

Your email address will not be published. Required fields are marked *