March 13, 2025

Odia Express

Here, There and Everywhere

ଦେଶରେ ପ୍ରଥମ ଥର ଶିଶୁ ବଲାତ୍କାରୀକୁ IPS ଅଜୟ ପାଲ ଶର୍ମା ସିଧା ଗୁଳି ମାରିଦେଲେ – ପଢନ୍ତୁ କଣ ଥିଲା ପୁରା ଘଟଣା – ଆପଣ ଏଥିରେ ସହମତି ଥିଲେ କମେନ୍ଟ ଓ ସେୟାର କରନ୍ତୁ..

ଉତ୍ତର ପ୍ରଦେଶର ପୋଲିସ୍ ଅପରାଧୀଙ୍କ ବିପକ୍ଷରେ ଏନକାଉଣ୍ଟର ଜାରି ଅଛି , ଶନିବାରକୁ ସୁବେର ରାମପୁରରେ ପୋଲିସ୍ ଓ ଛୁଆକୁ ଦୁଷ୍କର୍ମ କରିବାପରେ ହତ୍ୟାକାରୀ ନାଜିଲ୍ ମଧ୍ୟରେ ଧସ୍ତାଧସ୍ତି ହେଲା , ଏହି ସମୟରେ ନାଜିଲ୍ କୁ ତିନୋଟି ଗୁଳି ବାଜିଥିଲା , ଓ ସେ ଆଘାତ ହୋଇଗଲା , ନାଜିଲ୍ ୬ ବର୍ଷର ନିରିହ ଛୁଆକୁ ଦୁଷ୍କର୍ମ କରିବାପରେ ହତ୍ୟା କରିବାର ଆରୋପ ଅଛି , ଶନିବାରକୁ ପୋଲିସ୍ ଛୁଆର ଶବ ଜବତ କରିଥିଲା । ଏହି ଛୁଆ ୬ ମେ କୁ ଗାୟବ ହୋଇଯାଇଥିଲା,  ଓଯେବେ ଏହାର ଶବ ମିଳିଲା ତେବେ ରାମପୁର କପ୍ତାନ ଏନକାଉଣ୍ଟର ସ୍ପେସାଲିଷ୍ଟ ଅଜୟ ପାଲ ଶର୍ମା ନାଜିଲଙ୍କୁ ଏନକାଉଣ୍ଟର କରିଲେ,  ଏଥିରେ ନାଜିଲ୍ ଆଘାତ ହୋଇଗଲା,  ଉତ୍ତର ପ୍ରଦେଶର ଯୋଗୀ ସରକାର ହେବାପରେ ଅପରାଧିଙ୍କର ବହୁତ ଏନକାଉଣ୍ଟର ହେବା ଜାରି ଅଛି,

 

ଯୋଗୀ ସରକାର ଏହି ଏନକାଉଣ୍ଟରଗୁଡିକ ନିଜ ଉପଲ୍ଲବ୍ଧି ବୋଲି କହନିତ୍ , ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସତ୍ତା ସମ୍ଭାଳିବା ପରେ ଏବେ ପର୍ଯ୍ୟନ୍ତ ୩୦୨୭ ରୁ ଅଧିକା ଏନକାଉଣ୍ଟର ହୋଇଛି, ଏଥିରେ ପ୍ରାୟ ୮୦ ଅପରାଧି ମରିଛନ୍ତି , ଯେବେ କି ୮୫୦ ଆରୋପୀ ଆଘାତ ହୋଇଛନ୍ତି ।  ଡାକ୍ତର ଅଜୟ ପାଲ ଶର୍ମାଙ୍କୁ ଏନକାଉଣ୍ଟର ସ୍ପେଶାଲିଷ୍ଟ କୁହାଯାଇଥାଏ , ପୋଲିସ୍ ଅଧିକ୍ଷକ ଡାକ୍ତର ଅଜୟପାଲ ଶର୍ମା ଶାମଲି ଜନପଦ ରେ ରହୁଥିବା ବଦମାସଙ୍କ ବିପକ୍ଷରେ ଏକ ବଡ କାର୍ଯ୍ୟନୁଷ୍ଟାନ ନେଇଥିଲେ । ପ୍ରଦେଶର ସତ୍ତା ପରିବର୍ତ୍ତନ ପରେ ଯେବେ ମୁଖ୍ୟମନ୍ତ୍ରି ଯୋଗୀ ଆଦିତ୍ୟନାଥ ଅପରାଧ ଉପରେ ଲଗାମ ଲଗାଇବା ଓ ଅପରାଧୀଙ୍କ ବିପକ୍ଷରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାପାଇଁ ଅଭିଯାନ ଚଲାଇବାର ନିର୍ଦ୍ଧେଶ ଦେଲେ ,ତେବେ ଶାମଲିର ଏସ୍ ପି ସବୁଠାରୁ ପ୍ରଥମେ ଦୁଇ ବଦମାସଙ୍କୁ ଏନକାଉଣ୍ଟର କରିଥିଲେ ।

 

ଆଉପିଏସ୍ ଡାକ୍ତର ଅଜୟ ପାଲ ଶର୍ମା ମଥୁରାପରେ ଗାଜିଆବାଦ ପହଞ୍ଚିଥିଲେ । ଯେଉଁଠି ଜଣେ ଏସ୍ ପି ସିଟିରେ ନିଯୁକ୍ତ କରାଯାଇଥିଲା । ଏଠାରେ ପ୍ରାୟ ଗୋଟେ ବର୍ଷ ନିଯୁକ୍ତି ପାଇବାପରେ ଅଜୟ ପାଲ ଶର୍ମା ବହୁତ ବଡ ବଡ ଖୁଲାସା କଲେ , ଏହି ସମୟରେ ୟୁପିର ବଦମାସଙ୍କ ଏନକାଉଣ୍ଟର ବନ୍ଦ ଥିଲା । କିନ୍ତୁ ଏହି ପ୍ରତିବନ୍ଧ ପରେ ବି ଆଇପିଏସ୍ ଡାକ୍ତର ଅଜୟ ପାଲ ଲିକ୍ ରୁ ହଟିକରି କାର୍ଯ୍ୟକରି ଗାଜିଆବାଦର ବହୁତ ଏନକାଉଣ୍ଟର କରିଥିଲେ, ଯେଉଁଥିରେ ବହୁତ ବଡ ଅପରାଧୀଙ୍କୁ ଗିରଫ କରି ଜେଲ୍ କୁ ପଠାଇଥିଲେ । ଡାକ୍ତର ଅଜୟ ପାଲ ଏଠାରୁ ଏନ୍ କାଉଣ୍ଟର ଆରମ୍ଭ କରିଥିଲେ , ଓ ଗାଜିଆବାଦ ରେ କ୍ରାଇମ୍ କଣ୍ଟ୍ରୋଲ୍ କରିବାପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥିଲେ ।

 

ଗାଜିଆବାଦର ଏସ୍ ପି ସିଟିରେ ରହିକରି ଏହି ଆଇପିଏସ୍ ସିପାହୀ ରାହୁଲ୍ ଢାକା ହତ୍ୟା କରିଥିବା ମୁକିମ୍ କାଳା ଅପରାଧୀ ଶାଖାକୁ ଧରିଥିଲେ , କୁଖ୍ୟାତ ବଦମାସ ୫୦ ହଜାର ଫିରୋଜ ଓରଫ ପାୱାକୁ ଏକ ଧସ୍ତାଧସ୍ତିରେ ତାର ସାଙ୍ଗ ସହ ଧରି ନେଇଥିଲେ, ଏହି ଏନକାଉଣ୍ଟର ୧୯ ଅକ୍ଟୋବର ୨୦୧୫ କୁ ହୋଇଥିଲା , ଯେବେ ନିଜ ଏସ୍ ପି ସିଟି ଡାକ୍ତର ଅଜୟ ପାଲ ଶର୍ମ ନିର୍ଦ୍ଧେଶନରେ ଗାଜିଆବାଦ କ୍ରାଇମ୍ ବ୍ରାଞ୍ଚ ଓ ସିହାନିଗେଟ୍ ଥାନା ପୋଲିସ୍ ଏକ ବଡ ସଫଳତା ହାସିଲ୍ କରି ଏନକାଉଣ୍ଟର ପରେ ଦୁର୍ଦାନ୍ତ ଅପରାଧୀ ମୁକିମ୍ କାଲା ଗ୍ୟାଙ୍ଗ୍ ସକ୍ରିୟ ସଦସ୍ୟ ୫୦ ହଜାର ପୁରସ୍କାର ପାଇବାକୁ ଥିବା ବଦମାସ ଫିରୋଜ ଓରଫ ସମୀର ଓରଫ୍ ପାୱା ତାର ସାଥୀ ବଦମାସ୍ ଇସରାର ସହ ଗିରଫ କରିନିଆଗଲା । ଗଣ୍ତଗୋଳ ସମୟରେ ବଦମାସ ଗୋଳି ଲାଗିବା ରୁ କ୍ରାଇମ୍ ବ୍ରାଞ୍ଚରେ ନିଯୁକ୍ତ ଏକ ସିପାହୀ ଭୁପେନ୍ଦ୍ର ଆଘାତପ୍ରାପ୍ତ୍ ହେଲେ , ଆଇପିଏସ୍ ଡାକ୍ତର ଅଜୟ ପାଲ ଶର୍ମାଙ୍କ ଅନୁସାରେ ମୁକିମ୍ କାଲା ନିଜ ସାଥୀଙ୍କ ସହ ଗାଜିଆବାଦ ଅମ୍ବେଦକର ରୋଡ ସ୍ଥିତ ଏକ ଗହଣା ଶୋରୁମ୍ ରେ ଡକାୟତି କରିବାପାଇଁ ଆସିଥିଲା ।

 

ଆଇପିଏସ୍ ଡାକ୍ତର ଅଜୟ ପାଲ ଶର୍ମା ଛୋଟରୁ ଛୋଟ ଅପରାଧର ଖୁଲାସା ନେଇକରି ନିଜେ କାମ କରନ୍ତି , ସେ ଏହାକୁ ଚ୍ୟାଲେଞ୍ଜ ଭାବିକରି କାମ କରିଥିଲେ,  ପୋଲିସ୍ କପ୍ତାନ ରହିଥିବା ଅଜୟ ପାଲ ପୋଲିସ୍ ଟେକନିକ୍ ଦଳର ସର୍ଭିଲାନ୍ସକୁ ନିଜେ କମାଣ୍ତିଙ୍ଗ୍ କରୁଥିଲେ । ଶାମଲିରେ ୨୨ ଜାନୁୟାରୀ ୨୦୧୭ କୁ ଛଅ ଘଣ୍ଟା ଶାମଲି ପୋଲିସ୍ ୫୭ କିଲୋଗ୍ରାମ୍ ଡୋଡା, ନିଶାଯୁକ୍ତ ପଦାର୍ଥ୍, ୨୬ ଟି ଚୋରୀ ବାଇକ୍, ୧୫,୭୦୦ ଲିଟର କଞ୍ଚା ମଦ , ୯୭୦୦୦ ଲିଟର ଲହନ ଏକ ଶସ୍ତ୍ର ଫ୍ରାକ୍ଟଟ୍ରି ରୁ ୨୦ ଅସଲାହ ବାହାର କରିଥିଲେ ।

 

ବହୁତ୍ ଅପରାଧ କାଣ୍ତ କରିଥିବାର କରିଥିଲେ ଖୁଲାସା । ଏହି ଆଇପିଏସ୍ ସଫଳତା କାହାଣୀ ଏତିକି ନୁହେଁ  ଦି ରିୟଲ କମାଣ୍ତର ଅଜୟ୍ ପାଲ ଶର୍ମା ଅପହରଣ କାଣ୍ତ ଖୁଲାସା ଏକ୍ସପର୍ଟ ଜଣାଯାଆନ୍ତି , ଗାଜିବାବାଦ ଏସ୍ ପି ସିଟିରେ ରହି ସେ ତିନୋଟି ବଡ ଚୁନୋତି ପ୍ରୁର୍ଣ୍ଣ ଅପରାଧ କାଣ୍ତକୁ ଖୁଲାସା କରିଥିଲେ।  ପ୍ରଥମ ମାମଲା ବିକି ତ୍ୟାଗି ଅପହରଣ କାଣ୍ତ୍ ଥିଲା<  ଅନ୍ୟ ମାମଲା ୭ମ ଶ୍ରେଣୀରେ ପଢୁଥିବା ଛୁଆର ଅପହରଣ ସହ ଯୋଡି ହୋଇଥିଲା । ତୃତୀୟ ମାମଲା ରେଲୱେ କର୍ମଚାରୀ ପୁଅ ଅପହରଣ ଥିଲା,  ଏହି ତିନୋଟି ଅପରାଧ ଖୁଲାସା ଡାକ୍ତର ଅଜୟ ପାଲ ଶର୍ମାଙ୍କ ଦ୍ୱାରା ହୋଇଥିଲା  ତାହା ସହ ହାଥରସରେ ଏସ୍ ପି ଥିବା ବେଲେ ବସର ଯାତ୍ରୀଙ୍କ ଅପହରଣ ଘଟଣା କିଛି ଘଣ୍ଟା ପରେ କୁଖ୍ୟାତ ଛୋଟ ଯାଦବ ଗ୍ୟାଙ୍ଗ କୁ ଏନକାଉଣ୍ଟର ଦ୍ୱାରା ଘଟଣାକୁ ଅଟକାଇବାକୁ ସଫଳ ହୋଇଥିଲେ,  ଓ ୟୁପି ପୋଲିସ୍ ର ଅପହରଣ କେସ୍ ଏକ୍ସପର୍ଟ ହୋଇଗଲେ ।

Leave a Reply

Your email address will not be published. Required fields are marked *