February 14, 2025

Odia Express

Here, There and Everywhere

World Cup 2019 – ୩୦ ଜୁନ୍ କୁ ଇଂଲଣ୍ତ ବିପକ୍ଷରେ ନୁଆ ଜର୍ସୀରେ ନଜର ଆସିବେ ଟିମ୍ ଇଣ୍ତିଆ , କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହେବେ..

ବିଶ୍ୱକପ୍ ୨୦୧୯ ରେ ୩୦ ଜୁନ୍ କୁ ଇଂଲଣ୍ତ୍ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ରେ ଭାରତୀୟ ଟିମ୍ ସବୁବେଳେ ନୀଳ ରଙ୍ଗର ଜର୍ସି ପରିବର୍ତ୍ତେ ଏକ ନୁଆ ଜର୍ସି ପିନ୍ଧିକରି ମଇଦାନରେ ବାହାରିବ , ବିରାଟ କୋହଲି ଏହି ଟିମ୍ ଏହି ମ୍ୟାଚରେ ଅରେଞ୍ଜ ରଙ୍ଗର ଜର୍ସୀ ପିନ୍ଧିବାର ଦେଖିବାକୁ ମିଳିବ । ଭାରତୀୟ ଟିମ୍ ଜର୍ସୀ ପରି ଇଂଲଣ୍ତ ଟିମ୍ ର ଜର୍ସୀ ଏକା ନୀଳ ରଙ୍ଗର ଅଟେ , କହିଦେବୁ କି ଏହି ବିଶ୍ୱକପ୍ ରେ ପ୍ରତ୍ୟେକ ଟିମ୍ କେଉଁ ଗୋଟେ ମ୍ୟାଚରେ ଏହି ଆତିଥ୍ୟ  ନିଭାଇବ , ଯେଉଁ ଟିମ୍ ପ୍ରଥମେ ଆତିଥ୍ୟ କରିବ ସେ ନିଜ ଜର୍ସୀ ରଙ୍ଗ ବଦଳାଇବ ନାହିଁ , ଓ ତାର ବିପକ୍ଷରେ ସେହି ମ୍ୟାଚରେ ଅନ୍ୟ ଟିମ୍ କୁ ଅଲଗା ରଙ୍ଗର ଜର୍ସି ପିନ୍ଧିକରି ମଇଦାନରେ ବାହାରିବ ।

 

ଆଇସିସି ଏକ ବୟାନ୍ ମୁତାବିକ ବିଶ୍ୱକପ୍ ୨୦୧୯ ରେ ଆତିଥ୍ୟ ଗ୍ରହଣ କରିଥିବା ଇଂଲଣ୍ତ ନିଜ ଜର୍ସୀର ରଙ୍ଗ ବଦଳାଇବ ନାହିଁ , ବାକି ସବୁ ଟିମ୍ ଗୋଟେ ମ୍ୟାଚ୍ ରେ ନିଜ ପାରମ୍ପାରିକ ରଙ୍ଗର ଜର୍ସି ଛଡା ଅଲଗା ରଙ୍ଗର ଜର୍ସି ପିନ୍ଧିବ ।  ଇଣ୍ତିଆ ଟୁଡେ ଏକ ଖବର ମୁତାବିକ ଭାରତୀୟ ଟିମ୍ ୩୦ ଜୁନ୍ କୁ ଇଂଲଣ୍ତ ବିପକ୍ଷରେ ଅରେଞ୍ଜ କଲର୍ ଜର୍ସିରେ ନଜର ଆସିବେ , ଏମିତି ସମ୍ଭାବନା ଅଛି ଏହି ଜର୍ସୀର ରଙ୍ଗ କଲର ରଙ୍ଗ ଭାରତୀୟ ଟିମ୍ ପାରମ୍ପାରିକ ନୀଳ ରଙ୍ଗର ହେବ ,  ଆଇସିସି ପୂର୍ବରୁ ଏକ ବୟାନ ଜାରି କରି କହିଥିଲା କି ସବୁ ଟିମ୍ ଦୁଇ ରଙ୍ଗର ଜର୍ସି ପିନ୍ଧିବାପାଇଁ ଆତିଥ୍ୟ କରୁଥିବା ଇଂଲଣ୍ତ ଟିମ୍ କୁ ଏଥିପାଇଁ ଅଲଗା ରଖାଯାଇଥିଲା ,

 

ଇଂଲଣ୍ତ୍ ସବୁ ମ୍ୟାଚରେ ଏହି ଛାଡ ଦିଆଯାଇଛି, ସେ ନିଜ ଜର୍ସିର ରଙ୍ଗ ବଦଳାଇପାରିବେ ନାହିଂମ୍ , ଆଇସିସି ପୂର୍ବରୁ ସବୁ ଟିମ୍ କୁ ଦୁଇଟି ରଙ୍ଗର ଜର୍ସୀ ବିଷୟରେ ସୁଚନା ଦେଇଥିଲେ,  କହିଦେବୁ କି ଏଥିରେ ଦକ୍ଷିଣ ଆଫ୍ରିକା ଟିମ୍ ବାଙ୍ଗଲାଦେଶ ବିପକ୍ଷରେ ୨ ଜୁନ୍ କୁ ଖେଳାଯାଇଥିବା ମ୍ୟାଚରେ ନିଜ ପାରମ୍ପାରିକ ସବୁଜ ରଙ୍ଗ ଜର୍ସି ସହ ହଳଦିଆ ରଙ୍ଗ ଜର୍ସି ପିନ୍ଧିବାର ନଜର ଆସିଥିଲେ। କହିଦେବୁ କି ବାଙ୍ଗଳାଦେଶ ଟିମ୍ ସବୁଜ ଜର୍ସୀ ପିନ୍ଧିଥାଏ , ଆପଣଙ୍କୁ କହିଦେବୁ କି ୩୦ ଜୁନ୍ କୁ ଇଂଲଣ୍ତ ପୂର୍ବରୁ ଭାରତୀୟ ଟିମ୍ ୨୨ ଜୁନ୍ କୁ ଆଫଗାନିସ୍ଥାନ ଓ ୨୭ ଜୁନ୍ କୁ ୱେଷ୍ଟ ଇଣ୍ତିଜ୍ ବିପକ୍ଷରେ ମ୍ୟାଚ୍ ଖେଳିବ , ଏମିତିରେ ଆଫଗାନିସ୍ଥାନ ଟିମ୍ ୨୨ ଜୁନ୍ କୁ ନିଜର ଅଲଗା ରଙ୍ଗର ଜର୍ସିରେ ନଜର ଆସିବ , କାରଣ ଭାରତ ଓ ଆଫଗାନିସ୍ଥାନ ଦୁହେଁ ଟିମର ଜର୍ସୀର ରଙ୍ଗ ନୀଳ ଅଟେ , ଓ ଏହି ମ୍ୟାଚରେ ଭାରତ ନିଜରଆତିଥ୍ୟ ନେବ । ଆଫଗାନିସ୍ଥାନ ଏହି ମ୍ୟାଚ ପାଇଁ ପୁର୍ବରୁ ଲାଲରଙ୍ଗ ଜର୍ସି ପିନ୍ଧିବାର ଘୋଷଣା କରିସାରିଛନ୍ତି ।

 

 

Leave a Reply

Your email address will not be published. Required fields are marked *