February 12, 2025

Odia Express

Here, There and Everywhere

ରାମାୟଣର ଅନୁସାରେ ଏହି ଚାରୋଟି ଲୋକଙ୍କ ପାଖରେ କେବେ ପଇସା ରହେ ନାହିଁ – ମା ଲକ୍ଷ୍ମୀ ସବୁବେଳେ ଏମାନଙ୍କ ଠାରୁ ଦୂରରେ ରୁହନ୍ତି..

ସବୁ ମନୁଷ୍ୟ ଚାହେଁ କି ସେ ଖୁସିରେ ଜୀବନ ଅତିବାହିତ କରୁ , ସେ କେବଳ ସ୍ୱାସ୍ଥ୍ୟ ନୁହେଁ ବରଂ ଭୌତିକ ସୁଖ ପାଇଁ ସୁଖୀ ହେବାକୁ ଚାହିଁଥାଏ , ଲୋକ କହନ୍ତି କି ସବୁ କିଛି ପଇସା ହୋଇନଥାଏ ,କିନ୍ତୁ ତା ସତ୍ତ୍ୱେ ବି ପଇସାରେ ଖୁସି କିଣାଯାଇପାରିବ ନାହୀଁ , ବିନା ପଇସାରେ ଆଜି କାଲି କିଛି ବି ମିଳେ ନାହିଁ , ଯଦି ଆପଣ ପଇସା ଦ୍ୱାରା ଦିନ ରାତି ପରିଶ୍ରମ କରି ଜୀବନ ସୁଚାରୁ ରୁପରେ ଚଳାଇବାକୁ ଚାହଁନ୍ତି , ତେବେ ପେଟ ପୋଷିବାପାଇଁ ପଇସା ରହିଥାଏ , କିନ୍ତୁ ଭୌତିକ ସୁଖ ସୁବିଧାରୁ ବଞ୍ଚିତ ରହିଥାଏ ।

ସେମିତି କେଉଁ ଧନୀ ବ୍ୟକ୍ତି ଯାହା ପାଖରେ ଅଧିକା ସାରା ପଇସା ହୋଇଥାଏ , ତା ପାଖରେ ଭୌତିକ ସୁବିଧା ସବୁ ଜିନିଷ ଉପଲ୍ଲବ୍ଧ ହୋଇଥାଏ , ରାମ ଚରିତ ମାନସରେ ଜୀବନର ଆଧାର ବିଷୟରେ ଦେଖାଯାଇଛି , ରାମ ଚରିତ ମାନସରେ ଜୀବନ ବଞ୍ଚିବାର ସଠିକ୍ ଦିଗ ବିଷୟରେ କୁହାଯାଇଛି , ରାମ ଚରିତ ମାନସରେ ଏହି କଥା ଉଲ୍ଲେଖ କରାଯାଈଛି କି କିଛି ଲୋକଙ୍କ ପାଖରେ କଣ ପାଇଁ ଧନ ବେଶୀ ସମୟ ଯାଏଁ ରୁହେନାହିଁ , ଏହି ବିଷୟରେ ଆମେ ଆପଣଙ୍କୁ କହିବୁ ।

 

୧) ରାମାୟଣ ମୁତାବିକ ଜୀବନ ସାଥୀ ଠିକ୍ ନଥିଲେ ଆପଣଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ  , ଆପଣ ଏହି ଲୋକକଥା ତ ଶୁଣିଥିବେ କି ଭଲ ସ୍ତ୍ରୀ ପୁରା ଘରକୁ ସଜାଇ ଦେଇଥାଏ , ଓ ଯେଉଁମାନେ ନିଜ ଜୀବନସାଥୀଙ୍କୁ ଧୋକା ଦେଇଥାଏ , ତେବେ ତା ପାଖରେ ଧନ କେବେ ରୁହେ ନାହିଂମ୍ , ଯଦି ଆପଣ ନିଜ ପାର୍ଟନରଙ୍କୁ ଧୋକା ଦିଅନ୍ତି , ତେବେ ଆପଣଙ୍କ ଜୀବନ ବର୍ବାଦ ହୋଇପାରେ ,

୨) ରାମ ଚରିତ ମାନସରେ ଯଦି ଆପଣ ଲୋଭି ହୋଇଥିବେ କେବେ ବି ଆପଣଙ୍କ ପାଖରେ ଧନ ରୁହେ ନାହିଁ କୁହାଯାଏ କି ଲୋଭ ସବୁଠାରୁ ମଣୀଷ ପାଇଁ କ୍ଷତି କାରକ ହୋଇଥାଏ , ଆପଣ କେଉଁ ଅସୁବିଧାରେ ପଡିପାରନ୍ତି , ଏଥିପାଇଁ ଅଧିକା ଲୋଭ ନ କରି ବରଂ ଧର୍ମର ଅନୁସରଣ କରନ୍ତୁ  ।

 

୩) ରାମ ଚରିତ ମାନସ ମୁତାବିକ ମଣିଷର ଗର୍ବ ହିଁ ପ୍ରଧାନ ଶତ୍ରୁ ହୋଇଥାଏ , ସେହି ସମୟରେ ମଣିଷ ପାଖରେ କେବେ ଧନ ରୁହେ ନାହିଁ , ଯଦି ଏମିତି ମଣିଷ ପାଖରେ ଧନ ଥାଏ ଯଦି , ତେବେ ଜଲଦି ହିଁ ଶେଷ ହୋଇଯିବ ,

୪)ଏଥିପାଇଁ କୁହାଯାଉଛି କି ଲକ୍ଷ୍ମୀଙ୍କର ନିବାସ ସେଠାରେ ହୋଇଥାଏ , ଯାହା ନିଶାକୁ ନାଶ କରିଥାଏ , ଯଦି ଆପଣଙ୍କ ମଧ୍ୟରେ କୌଣସି ଖରାପ ଅଭ୍ୟାସ ଅଛି ତେବେ ଆପଣ ମାଦକ ଦ୍ରବ୍ୟ ସେବନ କରୁଥିଲେ ଏହାର ସେବନ ଛାଡିଦିଅନ୍ତୁ , ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଗମନ ହେବ ।

Leave a Reply

Your email address will not be published. Required fields are marked *