October 28, 2024

Odia Express

Here, There and Everywhere

ମାତ୍ର ୧ ମିନିଟ୍ ରେ ଦୂର ହୋଇଯିବ ଆପଣଙ୍କ ମୁଣ୍ତ ବିନ୍ଧା , ଖାଲି ଆପଣାନ୍ତୁ ଏହି ୬ ଟି ଘରୋଇ ଉପାୟ..

ମୁଣ୍ତ ବିନ୍ଧାର ବହୁତ ସାରା କାରଣ ହୋଇଥାଏ , ଏହି କଷ୍ଟ କାହାକୁ ବି ହୋଇପାରେ , ମୁଣ୍ତ ବିନ୍ଧା ହେଲେ ଅଧିକାଂଶ ଲୋକେ ଔଷଧର ସେବନ କରିଥାନ୍ତି , କିନ୍ତୁ ଅଧିକା ମୁଣ୍ତ ବିନ୍ଧା ହେଲେ ଏହା ଠିକ୍ ହୋଇନଥାଏ , ଏଥିପାଇଁ ଯଦି ଆପଣ ମୁଣ୍ତବିନ୍ଧା ହେଲେ କେଉଁ ଭଳି କଷ୍ଟ ନିବାରକ ମେଡିସିନ୍ ଖାଉଛନ୍ତି ତେବେ ଏହି ଉପାୟ ଦ୍ୱାରା ଆପଣଙ୍କ ମୁଣ୍ତ ବିନ୍ଧା ଗୋଟେ ମିନିଟ୍ ରେ ଭଲ ହୋଇଯିବ ।

 

ମୁଣ୍ତ ବିନ୍ଧା ହେବାର ବହୁତ ସାରା କାରଣ ହୋଇଥାଏ , ଅଧିକାଂଶ ଲୋକେ ଥକାପଣ ଓ ମାନସିକ ଚାପ ଦ୍ୱାରା କଷ୍ଟ ଭୋଗିଥାନ୍ତି , ଆଜି କାଲିର ସମୟରେ ଅଧିକା କାମ ପ୍ରେସର ସକାଶେ ମୁଣ୍ତ ବିନ୍ଧା ହୋଇଥାଏ,  ଏଥିପାଇଁ ଅଧିକା ପ୍ରେସର ପଡୁଥିବା କାମରୁ ଦୁରରେ ରୁହନ୍ତୁ ।

 

ମୁଣ୍ତ ବିନ୍ଧାରୁ ମୁକ୍ତି ପାଇବାର ଘରୋଇ ଉପାୟ : ଥଣ୍ତାର ସିଜିନ୍ ରେ ମୁଣ୍ତରେ ଥଣ୍ତା ପବନ ବାଜିବା କାରଣରୁ ମୁଣ୍ତ ବିନ୍ଧା ହୋଇଥାଏ , ଥଣ୍ତା ଦିନରେ ମୁଣ୍ତ ବିନ୍ଧା ହେଲେ ସୁଖିଲା ଅଦାରେ ପାଣି ମିଶାଇକରି ଏକ ପେଷ୍ଟ ବନାଇଦିଅନ୍ତୁ , ଏହି ପେଷ୍ଟକୁ ମୁଣ୍ତରେ ଲଗାଇଦିଅନ୍ତୁ , କିଛି ସମୟ ପରେ ଏହି ପେଷ୍ଟକୁ ସଫା କରିନିଅନ୍ତୁ , କିଛି ସମୟ ପରେ ଦେଖିବେ କଷ୍ଟ ଦୁର ହୋଇଯିବ , ଅଦାର ପାଉଡର ଛଡା ଡାଲଚିନି ପାଉଡର ବି ବ୍ୟବହାର କରିପାରିବେ । ଡାଲଚିନି ପାଉଡର ପାଣିରେ ମିଶାଇକରି ଏକ ପେଷ୍ଟ ତିଆରି କରିନିଅନ୍ତୁ , ଓ ଏହାକୁ ନିଜ ମୁଣ୍ତରେ ଲଗାଇ ଦିଅନ୍ତୁ ।

 

ଲେମ୍ନୁର ରସ ବାହାର କରି ହାଲକା ଗରମ ପାଣି ସହ ପିଅନ୍ତୁ , ଆପଣଙ୍କୁ ତୁରନ୍ତ ମୁଣ୍ତ ବିନ୍ଧାରୁ ମୁକ୍ତି ମିଳିବ , ଅଧିକା ପେଟ ଗ୍ୟାସ ହେଲେ ମୂଣ୍ତ ବିନ୍ଧା ହୋଇଥାଏ,  ଏମିତିରେ ଲେମ୍ବୁ ଓ ଗର୍ମ ପାଣି ପିଇଲେ ଗ୍ୟାସ ଦୂର ହୋଇଯାଏ, ଓ ମୁଣ୍ତ ବିନ୍ଧା ଦୂର ହୋଇଯାଏ , ଆପଣ ଚାହିଁଲେ ଗରମ ପାଣୀରେ ମହୁ, ଚିନି କିମ୍ବା ଲୁଣ ମିଶାଇ ପାରିବେ ।

 

ଲବଙ୍ଗ ଓଲୁଣର ମିଶ୍ରଣରେ ସେବନ କଲେ ମୁଣ୍ତ ବିନ୍ଧା କମିଯାଏ , ଲୁଣରେ ହାଇଗ୍ରେସ୍କୋପିକ ଗୁଣ ଥାଏ ,ଯାହା ମୁଣ୍ତ ବିନ୍ଧା ଦୁର କରିବାରେ ସାହାଯ୍ୟ କରେ , ଆପଣ ଟିକିଏ ପରିମାଣର ଲବଙ୍ଗ ନିଅନ୍ତୁ , ଓ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ , ଏବେ ଆପଣ ଗୋଟେ ଗିଲାସ ଗରମ କ୍ଷୀର ସହ ଏହି ମିଶ୍ରଣକୁ ଖାଇନିଅନ୍ତୁ , ଆପଣ ଚାହିଁଲେ , ଏହି ମିଶ୍ରଣକୁ କ୍ଷୀର ସହ ବି ନେଇପାରିବେ ।

 

ଲେମ୍ବୁର ଚାହା ପିଇଲେ ଆପଣଙ୍କ ମୁଣ୍ତ ବିନ୍ଧା କମ ହୋଇଯାଏ , ଏଥିପାଇଁ ଯେବେ ବି ଆପଣଙ୍କୁ ମୁଣ୍ତ ବିନ୍ଧା ହେବ , ତେବେ ଲେମ୍ବୁର ଚାହା ପିଇଦିଅନ୍ତୁ , ଯଦି ଆପଣଙ୍କୁ ଲେମ୍ବୁର ଚାହା ପିଇବାକୁ ଇଚ୍ଛା ନାହିଁ ତେବେ ସେହି ଜାଗାରେ ଅଦା ଓ ଲବଙ୍ଗ ବାଲା ଚାହା ବି ପିଇପାରିବେ । ଏହି ଚାହା ଆପଣଙ୍କୁ ଆରାମ ଦେବ ।

 

ତୁଳସୀର ପତ୍ରକୁ ଭଲ ଭାବେ ପେଷି ଦିଅନ୍ତୁ , ଓ ଏହାର ରସ ବାହାର କରିଦିଅନ୍ତୁ , ଆପଣ ଅଦାର ରସ ବି ବାହାର କରିଦିଅନ୍ତୁ , ଏହି ଦୁହେଁ ଜିନିଷକୁ ମିଶାଇ ଦିଅନ୍ତୁ । ଓ ଏହାକୁ ପିଇଦିଅନ୍ତୁ , ତୁଳସୀର ରସକୁ ପିଇଲେ ମୁଣ୍ତ ବିନ୍ଧା କମିଯାଏ ,

 

ମୁଣ୍ତ ବିନ୍ଧା ହେଲେ ତେଲର ମାଲିସ୍ କଲେ ମୁଣ୍ତ ବିନ୍ଧା କମିଯାଏ , ଆପଣ ଚାହିଁଲେ ଲବଙ୍ଗର ତେଲ ନିଜ ମୁଣ୍ତରେ ମାଲିସ୍ କରିପାରିବେ , ନଡିଆ ତେଲ ମୁଣ୍ତରେ ମାଲିସ୍ କଲେ , ଆପଣଙ୍କୁ ହାଲକା ଗରମ ଲାଗିବ , ଏହି ପରି ଭାବେ ଲବଙ୍ଗ ତେଲକୁ ମାଲିସ୍ କରନ୍ତୁ , ଏଥିପାଇଁ ଲବଙ୍ଗର ତେଲକୁ ଗରମ କରିନିଅନ୍ତୁ , ଓ ଏହାକୁ ଏକ କପଡାରେ ବାନ୍ଧିଦିଅନ୍ତୁ , ଲବଙ୍ଗକୁ ଶୁଙ୍ଗିଲେ କଷ୍ଟ କମ ହୋଇଯିବ ,

ଉପରେ କୁହାଯାଇଥିବା ଉପାୟ ଛଡା ଆପଣ ରସୁଣ ର ରସ ମିଶାଇ ନିଜ ପାଦରେ ଗର୍ମ ପାଣି ରଖିକରି ତାପରେ ପୁଦିନା ସୁଙ୍ଗିକରି ନିଜ ମୁଣ୍ତରେ ଲଗାଇଲେ ଆଶ୍ୱସ୍ତି ମିଳିଥାଏ , ସେମିତି ଏହି ଉପାୟ ଆପଣାଇଲେ ମୂଣ୍ତ ବିନ୍ଧା ହୁଏ ନାହିଁ  , ଏଥିପାଇଁ ଆପଣ ଡାକ୍ତରଙ୍କ ସହ ସଂମ୍ପର୍କ କରନ୍ତୁ ।

Leave a Reply

Your email address will not be published. Required fields are marked *