June 27, 2025

Odia Express

Here, There and Everywhere

ଫିଟିକିରି ଦ୍ୱାରା କରନ୍ତୁ ଏହି ସହଜ ଉପାୟ – ବଦଳାଇଦେବ ଆପଣଙ୍କ ଖରାପ ସମୟ – ଏବେ ଜାଣିରଖନ୍ତୁ ଏହି ଉପାୟ…

ଯେବେ ବ୍ୟକ୍ତି ଉପରେ କେଉଁ ଖରାପ ସମୟ ଆସିଥାଏ ତେବେ ସେ ସେହି ଅସୁବିଧାକୁ ଦୁର କରିବାକୁ ଯାଇ ସବୁ ସମ୍ଭବ ଚେଷ୍ଟା କରିଥାଏ , ଜ୍ୟୋତିଷ୍ୟ ଶାସ୍ତ୍ରରେ ଏମିତି ବହୁତ ଉପାୟ କୁହାଯାଈଛି ଯାହାର ପ୍ରୟୋଗ କରି ଆପଣ ନିଜ ଜୀବନରେ ସବୁ ଅସୁବିଧା ଦୂର କରିପାରିବେ , ବହୁତଥର ଦେଖାଯାଇଛି କି ବ୍ୟକ୍ତି ନିଜ ଜୀବନରେ ବହୁତ ଚେଷ୍ଟା କରିଥାଏ , ଯାହା ଦ୍ୱାରା ସେ ଖୁସିରେ ଜୀବନ ବ୍ୟତିତ କରିପାରିବ , କିନ୍ତୁ ସତ ଚେଷ୍ଟା କରିବା ପରେ ବି ବ୍ୟକ୍ତିର ସ୍ୱପ୍ନ ଅଧୁରା ହୋଇଯାଏ , ଯଦି ଭାଗ୍ୟ ସାଥ୍ ଦିଏ ତେବେ ବ୍ୟକ୍ତିର ଜୀବନରେ ସଫଳତା ହାସିଲ୍ ହୁଏ ।

ଯଦି ଆପଣ ନିଜର ଖରାପ ସମୟ ଦୂର କରିବାକୁ ଚାହୁଁଛନ୍ତି ତେବେ ଜ୍ୟୋତିଷ୍ୟଶାସ୍ତ୍ରରେ କୁହାଯାଇଥିବା ଫିଟକିରି ଉପାୟ ଦ୍ୱାରା ଏହାକୁ ଦୂର କରିପାରିବେ । ଫିଟିକିରି କେବଳ ପାଣିର ମଇଳା ସଫ କରିନଥାଏ ବରଂ ଏହା ବାତାବରଣରୁ ନକରାତ୍ମକ ବି ସମାପ୍ତ କରିଥାଏ , ଫିଟିକିରିରେ ନକରାତ୍ମକ ଉର୍ଜା ଦୂର କରିବାପାଇଁ ଶକ୍ତି ହୋଇଥାଏ , ଆଜି ଆମେ ଆପଣଙ୍କୁ ଫିଟିକିରି ବିଷୟରେ ଏମିତି କିଛି କହିବାକୁ ଯାଉଛୁ , ଯାହା ଆପଣଙ୍କ ଘରୁ ନକରାତ୍ମକ ଶକ୍ତି ବାହାର କରିଦେବ , ଏହି ଉପାୟ କରିବା ଦ୍ୱାରା ବାତାବରଣରେ ଶୁଦ୍ଧତା ଆସିଯିବ , ଓ କାମ କାର୍ଯ୍ୟ ସବୁ ସଫଳ ହେବ ।

ଯଦି କିଏ ବ୍ୟକ୍ତି ନିଜ ଜୀବନରେ କଠିନ ପରିଶ୍ରମ କରିଥାଏ ତେବେ ତା ସତ୍ତ୍ୱେ ବି ତାର ଭାଗ୍ୟ ତା ସହ ନ ରହେ ତେବେ ଏମିତି ସ୍ଥିତିରେ କଳା କପଡାରେ ଫିଟିକିରି ବାନ୍ଧିକରି କବାଟ ଉପରେ ଟଙ୍ଗାଇଦିଅନ୍ତୁ , ଯଦି ଆପଣ ଏହି ଉପାୟ କରୁଛନ୍ତି ତେବେ ଆପଣଙ୍କ ଘରେ ନକରାତ୍ମକ ଉର୍ଜା ପ୍ରବେଶ କରିପାରିବ ନାହିଁ , ଓ ଆପଣଙ୍କ ଭାଗ୍ୟ ଆପଣଙ୍କ ସହ ପ୍ରାପ୍ତ ହେବାକୁ ଲାଗିବ ।

ଯଦି ଆପଣ ନକରାତ୍ମକ ଉର୍ଜା ନିଜ ଘର ମଧ୍ୟରେ ନ ଆଣିବାକୁ ଚାହୁଁଛନ୍ତି ତେବେ ନିଜ ବାଥରୁମ୍ ରେ ଗୋଟେ ଗିନାରେ ଫିଟିକିରି ଭରି ରଖିଦିଅନ୍ତୁ , ଗୋଟେ ମାସରେ ଏହି ଗିନାରେ ରଖା ହୋଇଥିବା ଫିଟିକିରି ବଦଳାଇଦେବେ , ଯଦି ଆପଣ ଏହି ଉପାୟ କରୁଛନ୍ତି ଏହା ଆପଣଙ୍କ ଘରୁ ନକରାତ୍ମକ ଉର୍ଜା ପ୍ରବେଶ କରାଇଦେବ ନାହିଁ ଏହା ଛଡା ଘରେ ସବୁ ରୁମ୍ ରୁ ନକରାତ୍ମକ ଉର୍ଜା ଦୁର କରିଦେବ । ଏଥିପାଇଁ ଆପଣ ଫିଟିକିରି କୁ ଗୁଣ୍ତ କରିଦିଅନ୍ତୁ , ଓ ଘରର ସବୁ କୋଣରେ ଟିକିଏ ଟିକିଏ ରଖି ଦିଅନ୍ତୁ , ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ଦୁର ହୋଇଯିବ , ଓ ଘରେ ସୁଖ ସମୃଦ୍ଧି ବଢିବ ।

ଯଦି କେଉଁ ବ୍ୟକ୍ତି ଉପରେ ନଜର ଲାଗିଛି ତେବେ ଏମିତି ସ୍ଥିତିରେ ତା ଗୋଡରେ ଫିଟିକିରି ଗୋଟେ ଖଣ୍ତ ୭ ଥର ବୁଲାଇଦିଅନ୍ତୁ , ଓ ଏହା ପରେ ଫିଟିକିରି ଖଣ୍ତକୁ ନିଆଁରେ ଜଳାଇଦିଅନ୍ତୁ , ଏହା ଦ୍ୱାରା କୁ ଦୃଷ୍ଟି ସମାପ୍ତ ହୋଇଯିବ ।

ଯଦି କେଉଁ ବ୍ୟକ୍ତିକୁ ରାତିରେ ଶୋଇବା ସମୟରେ ଖରାପ ସମୟ ଆସେ ତେବେ ତା ମୁଣ୍ତ ପାଖରେ ଫିଟିକିରିର ଗୋଟେ ଖଣ୍ତ ରଖିନିଅନ୍ତୁ ତେବେ ଏହା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଯାଏ , ଓ ନିଦ ବି ଭଲ ଆସେ ।

Leave a Reply

Your email address will not be published. Required fields are marked *