June 22, 2025

Odia Express

Here, There and Everywhere

“ଦିୟା ଔର ବାତି ହମ୍ “ର ସଂନ୍ଧ୍ୟା ବିନ୍ଦଣୀ ନିଜର ଡାଇରେକ୍ଟରଙ୍କ ପ୍ରେମରେ ପାଗଳ ହୋଇଗଲେ, ବିବାହ କରିଦେଲେ ତାଙ୍କ ସହ ଆଉ ତାପରେ..

ଟେଲିଭିଜନ ରେ କିଛି ଏପରି ସିରିଆଲ୍ ଅଛି ଯାହାକୁ ଆମେ ପରିବାର ସହ ବସିକରି ଦେଖିବାକୁ ପସନ୍ଦ କରିଥାଉ , ସେଥିରୁ ଗୋଟେ ସିରିଆଲ୍ ଥିଲା ଦିୟା ଔର ବାତି ହମ୍ ଯାହାକି ଷ୍ଟାର୍ ପ୍ଲସ୍ ରେ ସବୁଠାରୁ ଟପ୍ ସିରିଆଲ୍ ରହିଥିଲା,  ଏଥିରେ ବୋହୁର ରୋଲ୍ କରୁଥିବା ଦିପିକା ସିଂ ନିଜ ସଂସ୍କାର ଓ ଶାଳିନତା ଦ୍ୱାରା ଲୋକଙ୍କ ହୃଦୟରେ ରାଜ୍ କରିଥିଲେ,  କିନ୍ତୁ କଣ ଆପଣ ଜାଣିଛନ୍ତି ଦିପିକା ଙ୍କ ହୃଦୟ କିଏ ଚୋରିକଲା , କହିଦେବୁ କି ସେହି ସିରିଆଲ୍ ର ଡାଇରେକ୍ଟର ରୋହିତ୍ ।ହଁ ଆଜ୍ଞା ଏହି ଖବର ବିଲକୁଲ୍ ସତ ଅଟେ , ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବ ଦିପିକା ରୋହିତ୍ ଙ୍କୁ ନିଜର ସ୍ୱାମୀ ବୋଲି ମାନିନେଲେ , ଦିପିକା ରୋହିତ୍ ଙ୍କ ପ୍ରେମ କେଉଁ ନୁଆ ନୁହେଁ ବରଂ ଦୁହେଁ ବହୁତ ବର୍ଷ ହେଲା ଜଣେ ଅନ୍ୟଙ୍କୁ ଡେଟ୍ କରୁଥିଲେ, କିନ୍ତୁ କହନ୍ତି ନା ପ୍ରେମ କେବେ ଲୁଚି ରହିପାରେ ନାହିଁ , ଠିକ୍ ସେହିପରି ଏମାନଙ୍କ ପ୍ରକୃତ ପ୍ରେମ ଧରାପଡିଯାଇଥିଲା,  ଯେବେ ସେମାନେ ନିଜର ବିବାହର ଘୋଷଣା କଲେ,  ଜାଣନ୍ତୁ ଏମାନଙ୍କ ପ୍ରେମ କାହାଣୀ ବିଷୟରେ ଅଧିକା କିଛି ।

ଯେଉଁଠି ଗୋଟେ ପଟେ ସିରିଆଲ୍ ର ସୁଟିଂଙ୍ଗ୍ ଚାଲୁଥିଲା , ସେପଟେ ଏମାନେ ବିବାହ କରିବାର ଭାବିନେଇଥିଲେ, ଯାହାପରେ ନିର୍ବନ୍ଧ ଜବରଦସ୍ତ ପାର୍ଟିର ସହ ପ୍ରସ୍ତୁତି ହେଲା , ଓ ୨ ମଇ ୨୦୧୪ କୁ ଜଣେ ଅନ୍ୟ ଜଣଙ୍କର ପାଇଁ ସାଥି ହୋଇଗଲେ , ଏହି ବିବାହ ବହୁତ ବ୍ୟସ୍ତତାରେ ହୋଇଥିଲା,  ଯେପରି ଲାଗୁଥିଲା କି କେହି ବି ଏହି ବିବାହ ବିଷୟରେ ଜାଣିପାରନ୍ତୁ ।

ସିରିଆଲ୍ ରେ କାମ କରୁଥିବା ସବୁ କଳାକାର ମୁମ୍ବାଇର ମୀରା ରୋଡ୍ ବିବାହ ମଣ୍ତପରେ ପହଞ୍ଚିଲେ,  ସବୁ କଳାକାରଙ୍କୁ ଦେଖି ଏହି ବିବାହ ଏକ ଐତିହାସିକ ବିବାହ ପରି ମନେ ହେଉଥିଲା,  କାରଣ ସେହି ସମୟରେ ସୁଟିଙ୍ଗ୍ ଚାଲୁଥିଲା ଦିପିକ ସିଂ ଏବେ ଟିଭି ସିରିଆଲ୍ ଦୁନିଆଁରେ ଚର୍ଚ୍ଚିତ ଅଭିନେତ୍ରି ଅଟନ୍ତି , ତାଙ୍କର୍ ଜନ୍ମ ୨୬ ଜୁଲାଇ ୧୯୮୯ ରେ  ଦିଲ୍ଲୀରେ ହୋଇଥିଲା,  ପ୍ରାରମ୍ବିକ ପାଠପଢା ସେ ଦିଲ୍ଲୀରୁ ଶେଷ କରିବାପରେ ଦିପିକା ପଞ୍ଜାବ ୟୁନିଭରସିଟିରୁ ଏମ୍ ବି ଏ କଲେ , ଦିପିକା ଓ ରୋହିତ୍ ଙ୍କ ପ୍ରେମ ପରେ ଏବେ ତାଙ୍କର ଏକ ଶିଶୁ ସନ୍ତାନ ହୋଇଛି ଯାହାର ନାଁ ସୋହମ୍ ଅଟେ ।

ଦିପିକା ଧାରାବାହିକ ରେ ଆସିଲେ ଯେପରି ସିରିଆଲ୍ ଦେଖିବାପାଇଁ ଲୋକଙ୍କ ମନ ଉଦବେଗ୍ ହୋଇଯାଏ , ଏହିଥର ସେମିତି ବୋହୁ କେଉଁ ଘର ସାନ୍ ହେବ , ଏତେ ସୁଶୀଳ ବୋହୁ ଅସଲ ଜୀବନରେ ପାଇକରି ରୋହିତ୍ ଙ୍କ ଘର ଲୋକେ କେତେ ଖୁସି ହୋଇଥିବେ,  ରୋହିତ୍ ଏହି ବାହାଘର ପାଇଁ ବହୁତ ଖୁସି ଅଛନ୍ତି , କାରଣ ତାଙ୍କର ପ୍ରେମ ପୁରୁଣା ଥିଲା , କିନ୍ତୁ ପରିଶେଷରେ ନିଜର ପ୍ରେମକୁ ସେ ପାଇସାରିଥିଲେ , ଏହି ଘଟଣା ଯଦି ବିଚାର କରିବା ତେବେ ଆପଣଙ୍କୁ ଏକ ଶିକ୍ଷକ ଓ ଛାତ୍ରୀର ମଧ୍ୟରେ ପ୍ରେମର ପରି ଲାଗିବ , କିନ୍ତୁ ତାଙ୍କ ଦୁହେଁଙ୍କର ମଧ୍ୟରେ କିଛିଟା ବର୍ଷର ବୟସ ଅନ୍ତର ଅଛି , ଯାହା ତାଙ୍କ ମଧ୍ୟରେ ସଂମ୍ପର୍କକୁ ଯୋଡି ରଖିଛି ।

ଯେବେ ପ୍ରେମ ହୋଇଯାଏ ତେବେ ମଣିଷ କିଛି ବି କରିପାରେ ନାହିଁ , ଓ ଲୋକମାନେ କେବେ ଭାବିନଥିବେ କି ଦିୟା ଔର୍ ବାତି ହମ୍ ରେ ସମସ୍ତଙ୍କ ହୋସ୍ ଉଡାଇଦେଇଥିବା ଦିପିକା ରୋହିତ୍ ଙ୍କ ହୋସ୍ ଉଡାଇଦେବେ , ସମସ୍ତ ଦର୍ଶକ ତାଙ୍କ ବୈବାହିକ ଜୀବନର ବଧାଇଦେଇଥିଲେ,  ଓ ଜୀବନ ଭଲରେ ଅତିବାହିତ ହେବାର୍ ଶୁଭେଚ୍ଛା ଦେଇଥିଲେ,  ଏବେ ଆଉ କିଛି ବର୍ଷପରେ ତାଙ୍କ ପୁଅ ସୋହମ୍ ବି ପର୍ଦାରେ ନଜର ଆସିଯିବ ।

Leave a Reply

Your email address will not be published. Required fields are marked *