ପିଇଥାଏ ୧ କିଲୋ ଘିଅ , ଖାଇଥାଏ ବାଦାମ ଓ ଏହି ମଇଁଷି ଦାମ୍ ଅଟେ ୧୫ କୋଟି ଟଙ୍କା, ଜାଣନ୍ତୁ ଏହାର ଖାସିୟତ୍..
ରାଜସ୍ଥାନର ପୁଷ୍କରରେ ଏହି ଦିନରେ ଦୁନିଆଁର ସବୁଠାରୁ ବଡ ପଶୁ ମେଳା ଲାଗିଛି , ଏହି ମେଳାରେ ଦୁନିଆଁ ସାରା ପଶୁ ସାମିଲ୍ ହୋଇଛନ୍ତି , ଏହି ସବୁ ପଶୁଙ୍କ ମଧ୍ୟରୁ ଗୋଟେ ମଇଁଷି ବେଶୀ ଚର୍ଚ୍ଚାରେ ଆସିଛି, ହଁ ଆଜ୍ଞା ଏହି ମଇଁଷିକୁ ଦେଖିକରି ବହୁତ ଲୋକ ଭୟଭୀତ ହୋଇଛନ୍ତି , ମଇଁଷିର ଦାମ୍ ୧୫ କୋଟି ଟଙ୍କା , ଏହା ଛଡା ଅନେକ ଖାସିୟତ୍ ଅଛି ଏହି ମଇଁଷିର , ଯାହା ମଣିଷଙ୍କ ସହ ବହୁତ ମିଶୁଛି , ଏହି ପଶୁ ମେଳାରେ ମଇଁଷିର ନାଁ ଭୀମ କୁହାଯାଉଛି , ଏହି ମଇଁଷୀ ଦେଖିବାକୁ ବହୁତ ଦୁର ଦୁରାନ୍ତରୁ ଲୋକ ଆସୁଛନ୍ତି , ଏତିକି ନୁହେଁ ମାଲିକ ଏହାର ଦାମ୍ ଅଧିକା ହେବା ବିଷୟରେ ବି କହିଥିଲେ,ଏ କହିଦେବୁ କି ଏହାର ଉଚ୍ଚତା ଏହି ୬ ବର୍ଷରେ ବୃଦ୍ଧି ହୋଇଛି , ଯାହାର କାରଣରୁ ଅଧିକା ସ୍ପେଶିଆଲ୍ ହୋଇଛି, ଏମିତିରେ ଲୋକେ ତାହା ବିଷୟରେ ଜାଣିବାକୁ ଇଚ୍ଚା ପ୍ରକଟ କରିଛନ୍ତି , ମେଳାରେ ଯେଉଁ ବ୍ୟକ୍ତି ବୁଲିବାକୁ ଆସେ , ତେବେ ସେ ଏହି ମଇଁଷୀକୁ ଦେଖି ଜାଣୀବାକୁ ଇଚ୍ଚା ପ୍ରକଟ୍ କରୁଛି ।
ଭୀମର ମାଲିକ କହିଲେ କି ଏହାର ଦାମ୍ ୧୫ କୋଟି ଅଛି , ଏହି ମଇଁଷି ଅନ୍ୟ ମଇଁଷଙ୍କ ଅପେକ୍ଷା ଅଲଗା ଅଟେ , ଏହି ମଇଁଷି ଯିଏ ଏବେ ଗର୍ଭବତୀ ଅଛି, ସେ ସବୁବେଳେ ଅଧିକା କ୍ଷୀର ଦେଉଥିବା ମଇଁଷି ଛୁଆ ଜନ୍ମ କରିଥାଏ , ଯାହାର ପାଇଁ ଏହାର ଦାମ୍ ୧୫ କୋଟି ହୋଇଛି , ଏହି କାରଣରୁ ଏହି ମଇଁଷିକୁ କିଣିବାକୁ ଲୋକେ ଉତ୍ସାହିତ ହୋଇଛନ୍ତି , କହିଦେବୁ ଇ ମଇଁଷି ପ୍ରୟୋଗରେ ଗର୍ଭବତୀ କରାଇବାର ପାଇଁ କରାଯାଏ , ଯେଉଁଥିରେ ମଇଁଷିର ଡିମାଣ୍ତ ଅଧିକା ରୁହେ ।
ଭୀମର ମାଲିକ ଆଗକୁ କହିଲେ କି ତାହାର ଡାଇଟ୍ ପ୍ଲାନ୍ ଅଲଗା ଅଟେ , ଏହି ମଇଁଷି ଗୋଟେ ଦିନରେ ୧ କିଲୋ ଘିଅ ଖାଉଛି , ଏହା ଛଡା ବାଦାମ , କାଜୁ , ଆଦି ଖାଇଥାଏ , ମତଲବ ସଫା କି ଭୀମର ଡ୍ରାଇ ଫ୍ରୁଟ୍ସ ପ୍ରତି ଅଧିକା ପସନ୍ଦ ଅଟେ । ଏତିକି ନୁହେଁ ସେ ଲହୁଣି , ମହୁ ଖାଇଥାଏ , ଏମିତିରେ ଏହା ଖାଇବା କିମ୍ବା ଖର୍ଚ୍ଚ କରିବା ପ୍ରାୟ ଲକ୍ଷାଧିକ ଟଙ୍କା ହୋଇଯାଏ , ଯାହାର କାରଣରୁ ଏହାର ଦାମ୍ ଅଧିକା ହୋଇଛି , କହିଦେବୁ କି ଭୀମକୁ ବହୁତ ଅଧିକା ଖାଇବା ପସନ୍ଦ ଲାଗେ, ସେ ଅନ୍ୟ ମଇଁଷି ପରି ଚାରା ଖାଏ ନାହିଁ ।
ମାଲିକ କହିଲେ କି କେବଳ ୬ ବର୍ଷରେ ପରିଶ୍ରମରେ ଏହା ଏତେ ବଡ ମଇଁଷି ହୋଇଛି, ଓ ଏହାର ଉଚ୍ଚତା ୬ ବର୍ଷରେ ବଢିଛି, କହିଦେବୁ ଇ ଏହି ମଇଁଷିର ଦେଖାଶୁଣା କରିବାକୁ ଚାରୋଟି ଲୋକ ଅଛନ୍ତି , ଓ ସବୁ ଦିନ ଗୋଟେ କିଲୋ ସୋରିଷ ତେଲରେ ଏହାର ମାଲିସ୍ ହେଉଛି , ଯାହା ଦ୍ୱାରା ତାର ଫିଟନେସ୍ ଭଲ ରହିବ , ମତଲବ ସଫା କି ଏହି ମଇଁଷି ଅନ୍ୟ ମଇଁଷିଙ୍କ ତୁଳନାରେ ବହୁତ ଅଲଗା ଅଟେ , ଯାହାର କାରଣରୁ ସେ ଏତେ ମହଙ୍ଗା ହୋଇପାରିଛି ।