October 18, 2024

Odia Express

Here, There and Everywhere

କିନ୍ନର ମାନଙ୍କୁ ପଇସା ଦେବା ବେଳେ ଏହି ୨ ଟି ଶବ୍ଦ କହିଦିୟନ୍ତୁ – ଆପଣଙ୍କ ଜୀବନରେ ଧନର ବର୍ଷା ହେଇଯିବ – କିଛିଦିନରେ ହେଇଯିବେ କୋଟିପତି..

ହିନ୍ଦୁ ଧର୍ମରେ ଅଧିକା ପୁଣ୍ୟ ଦାନ କରିଥିଲେ ମିଳିଥାଏ,  କୁହନ୍ତି ଯେଉଁ ବ୍ୟକ୍ତି ଦାନ କରିନଥିବ ସେ ଜୀବନରେ ଭଲ କାମ କରିନଥାଏ , ପୂର୍ଣ୍ୟ କମାଇବାକୁ ହେଲେ ଧନୀରୁ ଧନୀ ବ୍ୟକ୍ତି ବି ଦାନ କରିପାରିବେ , ଦାନ ବି କେଉଁ ଗରିବ ବ୍ୟକ୍ତିର ଖାଦ୍ୟର ଦରକାରିତା , କପଡା ଆଦି ଅସୁବିଧାରୁ ଦୂର କରିପାରିବ , ଆପଣଙ୍କ ଘର ସମ୍ମୁଖରେ ବହୁତ ଦିନ ଦୁଃଖି ଆସିଥାନ୍ତି , ସେମାନେ ଭିକ୍ଷା ମାଗିଥାନ୍ତି , କିନ୍ତୁ ଆମେ ସେହି ଭିକାରୀଙ୍କୁ ଧ୍ୟାନ ଦିଅନ୍ତି ନାହିଁ , ସେମାନଙ୍କୁ ଖାଲି ହାତରେ ଫେରାଇଦେଇଥାଉ , ଯଦି ଆପଣଙ୍କ ଘରକୁ କେଉଁ କିନ୍ନର ଆସିଯାଏ ତେବେ ତାଙ୍କୁ ଏହି ଦୁଇଟି ଶବ୍ଦ ନ କହିଲା ପର୍ଯ୍ୟନ୍ତ କେବେ ଛାଡନ୍ତୁ ନାହିଁ , ଏହି ଦୁଇଟି ଶବ୍ଦ କହିଲେ ସେହି ବ୍ୟକ୍ତିକୁ ଆଶିର୍ବାଦ ମିଳିଥାଏ ।

ସେମିତି କିନ୍ନର ବିବାହ ପର୍ବପର୍ବାଣୀ ରେ ଆପେ ଆପେ ଆସିଥାନ୍ତି , ଓ ଅଧିକା ପଇସା ମାଗିଥାନ୍ତି , ସେମିତି କିନ୍ନର ପଇସା ମାଗିଲେ ବ୍ୟକ୍ତିକୁ ତାଙ୍କ ଦାବି ପୁରଣ କରିବାକୁ ପଡିଥାଏ,  କେଉଁ ବ୍ୟକ୍ତି ଚାହିଁଲେ ବି ତାଙ୍କୁ ନିରାଶ କରି ଫେରାଇବାକୁ ଚାହେଁ ନାହିଁ , ଓ କିଛି ନ କହି ତାଙ୍କୁ ପଇସା ଦେଇଥାନ୍ତି , କିନ୍ତୁ ଏହି ଦୁଇଟୀ ଶବ୍ଦ ଦ୍ୱାରା ଆପଣଙ୍କ ଭାଗ୍ୟରେ ବହୁତ୍ ପରିବର୍ତନ ଆସିଯିବ ।

ଏବେ ଆପଣ ଭାବୁଥିବେ କି ସେ ଦୁଇଟି ଶବ୍ଦ କଣ ହୋଇଥିଅ , ସେ ଦୁଇଟି ଶବ୍ଦ ହେଲା ଓର୍ ଆଇୟେଗା , ଏହି ଶବ୍ଦ ଆପଣ ନିଜ ଅତିଥିଙ୍କୁ କହିଥାନ୍ତି , କିନ୍ତୁ କେବେ କିନ୍ନରଙ୍କୁ କହିନଥାନ୍ତି , ଅଧିକାଂଶ କିନ୍ନର ଙ୍କ ଠାରୁ ଦୂରେଇବାକୁ ଓ ଜଲଦି ଘର ଦୋକାନରୁ ବାହାରିଯିବାକୁ ଚାହିଁଥାନ୍ତି , ଯଦି ଏହି ଶବ୍ଦ କିନ୍ନରଙ୍କୁ କହିଦେବେ ତେବେ ତାଙ୍କୁ ଅନୁଭବ ହୋଇଯାଏ କି ତାଙ୍କୁ ଆପଣ ହୃଦୟ ସହକାରେ ପଇସା ଦେଇଛନ୍ତି , ତାପରେ ସେମାନେ ହୃଦୟ ଦେଇ ଆଶିର୍ବାଦ ଦିଅନ୍ତି , ତାପରେ କିନ୍ନରଙ୍କ ହୃଦୟରୁ ବାହାରିଥିବା ଆଶିର୍ବାଦ କେବେ ଖାଲିଯାଏ ନାହିଂମ୍ , ବ୍ୟକ୍ତି ଯେତେ ବି କିନ୍ନରଙ୍କୁ ପଇସା ଦେଉଥିବ , ସେତେ ତାର ଲାଭ ହେଉଥିବ , କିନ୍ତୁ ନିଜ କାମ ଓ ଭାଗ୍ୟ ଉଜ୍ଜଳ କରିବାପଇଁ ଜଣେ ଚାଲାକ୍ ବ୍ୟକ୍ତି ସବୁବେଳେ କିନ୍ନରଙ୍କୁ ଆଉଥରେ ଆସିବାକୁ କହିଥାଏ ।

Leave a Reply

Your email address will not be published. Required fields are marked *