February 6, 2025

Odia Express

Here, There and Everywhere

କ୍ଷେତରେ ଧାନ ରୋଇବା ସମୟରେ ମିଳିଲା ପଇସାର ଖଜଣା , ନେବାପାଇଁ ଲାଗିଗଲା ଭିଡ କିନ୍ତୁ ତାପରେ..

କିଶାନଗଞ୍ଜ ଜିଲ୍ଲାରେ ଏକ କ୍ଷେତରେ ସେହି ସମୟରେ ହଇଚଇ ହୋଇଯାଇଥିଲା , ଯେବେ କ୍ଷେତରେ ଧାନ ରୋଇବା ସମୟରେ ରୁପାର ପଇସା ଖଜଣା ମିଳିଲା , ପଇସାକୁ ଲୁଟିବାପାଇଁ ଗାଁ ଲୋକେ ଭିଡ ଜମାଇଦେଲେ , କ୍ଷେତରେ ବାହାରିଥିବା ସବୁ ପଇସା ରୁପାର ପଇସା ଅଟେ ,ଯାହା ଉପରେ ଭିକ୍ଟୋରିଆ ରାଣୀଙ୍କ ଚିତ୍ର ମୁଦ୍ରଣ ଓଇଛି , ଲୋକଙ୍କ ଦ୍ୱାରା ଲୁଟା ହୋଇଥିବା ପଇସା ୧୯ ତମ ଶତାଦ୍ଧୀର ଅଟେ ,ଜିଲ୍ଲାର ଦିଘଲବ୍ୟାଙ୍କ୍ ପ୍ରଖଣ୍ତ ର ସିଂଘିମାଡି ପଞ୍ଚାୟତର ପାଖରେ ଥିବା ନେପାଳ ସୀମା ରେ ଧାନ ରୋଇବା କ୍ରମରେ ଜାଗାରେ ରୁପାର ପଇସା ଖଜଣା ମିଳିଲା , ଆପଣଙ୍କୁ କହିଦେବୁ କି ଗ୍ରାମୀଣଙ୍କ ଦ୍ୱାରା ଲୁଟାଯାଇଥିବା ସବୁ ରୁପାର ପଇସା ବ୍ରିଟିଶ୍ କାଳିନ ସନ୍ ୧୮୪୦ ଇଷ୍ଟ ଇଣ୍ତିଆ କମ୍ପାନୀର ଅଟେ , ଯାହା ଉପରେ ଭିକ୍ଟୋରିଆ କ୍ୱିନ୍ ଙ୍କ ଚିତ୍ର ଅଛି , ସନ୍ ୧୮୭୭ ପଇସାରେ ଭିକ୍ଟୋରିଆ ରାଣୀଙ୍କ ଫଟୋ ଲୁଚି ରହିଛି ।

ଦିଘଲ ବ୍ୟାଙ୍କ୍ ଥାନା କ୍ଷେତ୍ରରେ ସିଂଘିମାଡି ପଞ୍ଚାୟତର ଡାକୁ ପାଡା ଗାଁରେ ଜମିର ମାଲିକ ନିଜ କ୍ଷେତ ରୋଇବା ପାଇଁ ରୁପାର ପଇସା ବାହାରିଲା , ତାପରେ ଜମି ମାଲିକଙ୍କ ଦ୍ୱାରା ବ୍ରିଟିଶ୍ କାଳିନ ରୁପା ପଇସା ବାଛିକରି ଦେଖି ଆଖପାଖ ଲୋକ ଜମା ହୋଇଗଲେ , ଓ ପଇସା ଲୁଟିବା ପାଇଁ କ୍ଷେତରେ ଭିଡ ଜମାଇଲେ ,

ଲୋକଙ୍କ ଦ୍ୱାରା ଲୁଟିଥିବା ସବୁ ପଇସା ୧୯ ତମ ସଦିର ଅଟେ , ଏହି ସମୟରେ ରଖିକରି ମାଟିକୁ ଖୋଳାଯାଇଥିଲା , ଟ୍ରାକ୍ଟର କ୍ଷେତରେ ରୋଇବା ସମୟରେ ହାଣ୍ତି ଭାଙ୍ଗିଯାଇଥିବା କାରଣରୁ ପୁରା କ୍ଷେତ ମାଟି ଭିତରୁ ପଇସା ପଡିଥିଲା , ଏହି କାରଣରୁ ଏହି ଘଟଣା ପରେ ଲଗାତାର ୨ ଦିନ ଏହି ପଇସା ଖୋଜିବାପାଇଁ ଆଖ ପାଖ ପଡୋଶୀ ଗାଁର ଲୋକେ ଭିଡ ଲଗାତାର ପଇସାକୁ ଲୁଟିବାକୁ ଲାଗିଲେ ।

 

 

Leave a Reply

Your email address will not be published. Required fields are marked *