July 9, 2025

Odia Express

Here, There and Everywhere

ଷଷ୍ଠ ମହଲାରେ ଝୁଲିକିଥିଲା ନିରୀହ ଶିଶୁ , ଯେମିତି ହାତ ଖସିଲା ସେମିତି ହିଁ ହେଲା ଏପରି କିଛି ଯେ … ଦେଖନ୍ତୁ ଭିଡ଼ିଓ

1 min read

କିଛିକଥା ବେଳେବେଳେ ଚିନ୍ତା କରିବାରେ ବାଧ୍ୟ କରିଦିଏ । କଣ ଏଭଳି ବି ହେଇପାରେ? ଆଜିର ଦୁନିଆରେ ଏବେ କିଛି ଖବର ଏପରି ଅଛି ଯାହା ଉପରେ ବିଶ୍ଵାସ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଯେବେ ସାମ୍ନାକୁ ଆସେ ହୋସ ଉଡେଇଦିଏ। ଏଭଳି କିଛି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ । ଏଭଳି ଏକ ଲୋମହର୍ଷକ ଘଟଣା ଦକ୍ଷିଣ-ପଶ୍ଚିମ ଚୀନରୁ ଜଣା ଯାଇଛି  ଯେଉଁଠି ଜଣେ ଏକ ଏଭଳି ଦୁର୍ଘଟଣା ହେଲା ଯାହା ସମସ୍ତଙ୍କ ନିଶ୍ଵାସ ରୋକିଦେଲା ।

ମିଡିଆ ରିପୋର୍ଟ ଅନୁଯାୟୀ , 3ବର୍ଷର ଏକ ନିରୀହ ବିଲଡିଙ୍ଗର ଷଷ୍ଠ ମହଲାରେ ଲଟକି ରହିଥିଲା। ଯାହାକୁ ସେଠାକାର ପଡୋଶୀମାନେ ବଡ କମ୍ବଳ ଦ୍ଵାରା ଧରିପକେଇଲେ । ଜଣେଇଦେଉଛୁ ଯେ ଏହି ହୃଦୟ ଥରେଇଦେଇଥିବା ଘଟଣା ସୋମବାରର ଅଟେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓରେ ପରିଷ୍କାର ଭାବରେ ଦେଖାଯାଉଛି ଯେ ଛୁଆ ଷଷ୍ଠ ମହଲାର ବାଲକୋନୀରେ ଲଟକିଥିଲା । ସେ ଉପରକୁ ଆସିବାର ପ୍ରଚେଷ୍ଟା କରୁଥିଲା କିନ୍ତୁ ବାରମ୍ବାର ତାର ହାତ ଖସିଯାଉଥିଲା । କିଛି ସମୟ ପରେ ସେ ହାତ ଛାଡିଦେଲା। ତଳେ ବଡ କମ୍ବଳ ନେଇ ଲୋକମାନେ ଠିଆ ହୋଇଥିଲେ । ସେମାନେ ଛୁଆ କୁ ଧରିନେଲେ ।

ଏହି ଘଟଣା ଉପରେ ପୋଲିସ କହିଲେ ଯେ ଘଟଣା ସେହି ସମୟରେ ହୋଇଥିଲା ଯେବେ ଘରେ କେହି ନଥିଲେ। ତାର ବୁଢୀମା ସଉଦା ଆଣିବାକୁ ଯାଇଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣାପଡି ନାହିଁ ଯେ ଛୁଆ ଟି କାଚ କବାଟ ଖୋଲିଲା କେମିତି ।

Leave a Reply

Your email address will not be published. Required fields are marked *