୫ ଥର ଜେଲ୍ ଯାଇସାରିଛି ଏହି ୪ ବର୍ଷର ପିଲା , ଏପଟେ ସେ ଏପରି ଦୋଷ କରିଛନ୍ତି କି ଯାହା ଆପଣ କେବେ ଶୁଣିନଥିବେ..ଶୁଣିଲେ କାଂଦିବେ ନିଶ୍ଚୟ..

ଏହି ଦୁନିଆଁରେ କେହି ଭୁଲ୍ କାମ କରିଥାଏ ତାକୁ ଆଇନ୍ ଦଣ୍ତ ଦେଇଥାଏ , ସେ ଦୋଷୀ ଯିଏ ହେଉ କି ନା କାହିଁକି ସେ ଯେତେ ବି ଚାଲାକ୍ କିମ୍ବା ଅଧିକା ଦୁର୍ଦାନ୍ତ ହୋଇଥାଉ ତାକୁ ଆଇନ୍ ହାତରୁ ଅଧିକା ଦିନ ଲୁଚି କରି ରହିପାରିବ ନାହିଁ , ଆଇନ୍ ହାତ ବହୁତ ଲମ୍ବା ହୋଇଥାଏ , ଦୋଷିଙ୍କୁ ଧରିବାପାଇଁ ପୋଲିସ୍ ଦିନ ରାତି କାମ କରିଥାନ୍ତି , ଓ ଏହି ଦୋଷିଙ୍କ ସହ ବହୁତ ପୁରୁଷ ଓ ମହିଳାମାନେ ବି ଥାଆନ୍ତି , ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ଜେଲ୍ ହୋଇଥାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଅପରାଧୀଙ୍କ ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିଲେ ଆପଣ ଭାବିବାକୁ ବାଧ୍ୟ ହୋଇଯିବେ , କଣ ଆପଣ ଶୁଣିଛନ୍ତି କେଉଁ ଗୋଟେ ଛୁଆ ଜେଲ୍ ଯିବାର , ଯଦି ଶୁଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଛୁଆ ବିଷୟରେ କହିବାକୁ ଯାଉଛୁ , ଯିଏ କି ୪ ବର୍ଷରେ ୬୫ ଥର ଜେଲ୍ ଯାଇସାରିଛନ୍ତି ।
ବୋଧେ ଏହି କଥାକୁ କେହି ବିଶ୍ୱାସ କରିପାରିବେ ନାହିଂମ୍ କିନ୍ତୁ ଏହା ବିଲକୁଲ୍ ସତ ଅଟେ , ଏହି ଛୁଆ ୪ ବର୍ଷର ବୟସରେ ଏମିତି ଦୋଷ କରିଛି ଯାହା ଦ୍ୱାରା ଜେଲ୍ ଯିବାକୁ ପଡିଛି , ଏବେ ଆପଣ ଭାବୁଥିବେ କି ଏହି ଛୁଆଟି ଏପରି କି ଭୁଲ୍ କରିଛି, ଯାହା ପାଇଁ ତାକୁ ୫ ଥର ଜେଲ୍ ଯିବାକୁ ପଡିଥିଲା , ସାଧାରଣତଃ ଛୁଆଙ୍କୁ ଜେଲ୍ ଯିବାର ପ୍ରାବଧାନ ନଥାଏ କାରଣ ସେ ନାବାଳିକ ଅଟନ୍ତି , ତାଙ୍କୁ ବାଳ ସୁଧାର ଗୃହକୁ ପଠାଯାଏ , କିନ୍ତୁ ଏହି ଛୁଆଟିର ସହ ଏପରି ହୋଇଥିଲା , ଓ ବାକି ମହିଳା କୈଦିଙ୍କ ସହ ଜେଲ୍ ଯିବାକୁ ପଡିଥିଲା , ଓ ସେ ଥରେ ନୁହେଁ ୫ ଥର ଯାଇଥିଲା ।
ଏହି ମାମଲାର ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ଅଟେ ,ଯେଉଁଠି ଜଣେ ମା ନିଜ ଛୁଆଙ୍କ ସହ ସାଥିରେ ରହୁଥିଲେ , ଓ ପେଷାରେ ଚୋରି କାମ କରୁଥିଲେ, ଓ ଏହିଥିରେ ସେ ନିଜର ଓ ଛୁଆଙ୍କର ପାଳନ ପୋଷଣ କରନ୍ତି , ଚୋରୀ କରିବା ଛଡା ତାଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା , ଓ ଏଥିପାଇଁ ସେ ବହୁତଥର ଜେଲ୍ ଯିବାକୁ ପଡିଥିଲା, ଆମେ ଆପଣଙ୍କୁ କହିଦେବୁ କି ଏହି ଛୁଆଟି କିଛି ଅପରାଧ କରିନଥିଲା , ଆପଣଙ୍କୁ କହିଦେବୁ କି ଏହି ଛୁଆଟି ନିଜ ମା କାରଣରୁ ଜେଲ୍ ଯିବାକୁ ପଡିଛି, କାରଣ ଏହି ଛୁଆର ମା ଚୋରି କରୁଥିବା ଗ୍ୟାଙ୍ଗ୍ ରେ କାମ କରୁଥିଲେ , ଓ ଯେବେ ଚୋରୀ ମାମଲାରେ ସେ ଧରା ପଡିଥିଲେ ତାଙ୍କ ନିରିହ ଛୁଆ ଜେଲ୍ ଯିବାକୁ ପଡିଥିଲା , ଓ ସେ ଯେବେ ଯେଉଁ ଜେଲ୍ କୁ ଯାଆନ୍ତି ନିଜ ଛୁଆକୁ ନେଇକରିଯାଆନ୍ତି ,
ଏହି ଛୁଆକୁ ତାର ମା ଚୋର ମାନଙ୍କର ହାଜତରେ ରଖନ୍ତି , ଓ ତାର ନାଁ ରେଶମା ଅଟେ , ରେଶମା ଟେନୋ ଚୋରି କରୁଥିଲେ ଓ ଯେବେ ସେ କେଉଁ ଚୋରୀର ମାମଲାରେ ଧରା ପଡନ୍ତି , ତେବେ ନିଜ ସାଙ୍ଗେ ସେ ୪ ବର୍ଷର ଛୁଆ ସବୁବେଳେ ଜେଲ୍ ଯାଆନ୍ତି , ଓ ଏହି କାରଣରୁ ସେ ଏତେ ଛୋଟ ବୟସରେ ସେ ଥରେ ନୁହେଁ ୫ ଥର ଜେଲ୍ ଯାଇଥିଲା , ଓ ଏବେ ସେ କେତେଥର ଜେଲ୍ ଯିବାକୁ ପଡିବ ତାହା ଜଣାନାହିଁ , ଯଦି ଦେଖାଯାଏ ତେବେ ଏହି ଛୁଆର କେଉଁ ଭୁଲ୍ ନାହିଂମ୍ କିନ୍ତୁ ସେ ନିଜ ମା ପାଇଁ ଏପରି ଦଣ୍ତ ଭୋଗୁଛି ,