December 22, 2024

Odia Express

Here, There and Everywhere

ସବୁଦିନ ଗାଧୋଇବା ବେଳେ ଚୁପକରି କହିଦିଅନ୍ତୁ ଏହି ଛୋଟ ମନ୍ତ୍ର , କେବେ ପଇସାର ଅଭାବ ହେବ ନାହିଁ …

ଏହି କଥା ତ ସତ ଅଟେ ହିନ୍ଦୁ ଧର୍ମରେ ବହୁତ ସାରା ମାନ୍ୟତା ଅଛି, ଏହି କଥା ସତ କି ଏହି ଧର୍ମରେ ଶାସ୍ତ୍ରରେ ଅଧିକା ମାନ୍ୟତା ମିଳିଛି , ଆମ ଜୀବନରେ ହେବାକୁ ଥିବା ସବୁ ଘଟଣା ଗୁଡିକ ଓ ସଙ୍କେତ ଗୁଡିକ ଶାସ୍ତ୍ର ଦ୍ୱାରା ମାଲୁମ୍ ହୋଇଯାଏ , ସେମିତି ହିନ୍ଦୁ ଶାସ୍ତ୍ରରେ ଏମିତି ବହୁତ ସାରା ମନ୍ତ୍ର ଅଛି , ଯାହାର ଜପ କରିବା ଜରୁରୀ , ଏହି ବିଧାନକୁ ଆପଣାଇଲେ ଆମ ଜୀବନରେ ବହୁତ ପ୍ରକାରର ପରିବର୍ତ୍ତନ ଆସିଥାଏ , ଓ ସମସ୍ୟାଗୁଡିକର ନାଶ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ବିଶେଷ ମନ୍ତ୍ର ବିଷୟରେ ଆଲୋଚନା କରିବୁ , ଯାହାକୁ ଜପ କରିବାପରେ ବ୍ୟକ୍ତିର ଜୀବନରେ ନାନାଦି ପରିବର୍ତ୍ତନ ଦେଖିବାକୁ ମିଳେ । ଏହା ତ ଆମେ ଜାଣିଛେ କି ଗାଧୋଇବା ଆମ ପାଇଁ ସବୁବେଳେ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ସେମିତି ଆପଣଙ୍କୁ କହିଦେବୁ କି ସୁସ୍ଥ୍ୟ ରହିବାକୁ ହେଲେ ସ୍ୱଚ୍ଚ୍ୟ ରହିବା ବି ଜରୁରୀ ହୋଇଥାଏ , ଯାହା ଆମର ସିଧା ଆର୍ଥିକ ସ୍ଥିତି ସହ ଯୋଡି ହୋଇଥାଏ ।

କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି କି ଗାଧୋଇ ସାରିଲାପରେ ଗୋଟେ ଛୋଟ କାମ କରିଦେଲେ ଆର୍ଥିକ ସ୍ଥିତି ମଜବୁତ୍ ହୋଇପାରିବ , ଏଥିପାଇଁ ଆପଣଙ୍କୁ କେବଳ ଗାଧୋଇବା ସମୟରେ ଏକ ମନ୍ତ୍ରର ଜପ କରିବା ଉଚିତ୍ , ଏହା ଏପରି ସାଧାରଣ ମନ୍ତ୍ର ନୁହେଁ ଏହାର ଉଲ୍ଲେଖ ଶାସ୍ତ୍ରରେ କରାଯାଇଛି, ଶାସ୍ତ୍ରର ମୁତାବିକ ଏହି ମନ୍ତ୍ରର ଜପ କରିଲେ ମା ଲକ୍ଷ୍ମୀ ବହୁତ ଜଲଦି ପ୍ରଶନ୍ନ ହୋଇଯାଆନ୍ତି । କହିଦେବୁ କି ଶାସ୍ତ୍ରନୁସାରେ ପ୍ରତିଟି କାର୍ଯ୍ୟ କରିବାକୁ ହେଲେ ଅଲଗା ଅଲଗା ମନ୍ତ୍ର କୁହାଯାଈଛି, ସେଥିପାଇଁ ଗାଧୋଇସାରିବାପରେ ଗୋଟେ ମନ୍ତ୍ର ବିଷୟରେ ଉଲ୍ଲେଖ କରାଯାଈଛି, ସ୍ନାନ ସମୟରେ କେଉଁ ମନ୍ତ୍ର ପାଠ , କିର୍ତ୍ତନ , କିମ୍ବା ଭଜନ କରିଲେ ଏହା ମିଳିପାରିବ , ଏମିତି କରିଲେ ବ୍ୟକ୍ତିକୁ ଅକ୍ଷୟ ପୁଣ୍ୟ ମିଳିଥାଏ ।

କହିଦେବୁ କି ଯଦି କେଉଁ ବ୍ୟକ୍ତି ଚାକିରି କରିବାରେ ଖୋଜାଖୋଜି କରୁଛି , ତେବେ ଏହା ଜପ କରିଲେ ତାକୁ ଚାକିରି ମିଳିପାରିବ , ଏହାର ଛଡା ମନ୍ତ୍ର ଜପ କରିଲେ ଭଗବାନ ଶିବଙ୍କର ଅସୀମ କୃପା ମିଳିଥାଏ , ଓ ସବୁ କାମରେ ସଫଳତା ସହ ମନୋକାମନା ପୁରା ହୁଏ , ଆମେ ଯେଉଁ ମନ୍ତ୍ରର ବିଷୟରେ କହୁଛୁ ତାହା ହେଲା : ଓଁ ତ୍ରୟମ୍ବକମ୍ ୟଜାମହେ ସୁଗନ୍ଧି ପୃଷ୍ଟିବର୍ଦ୍ଦନମ୍ ଉର୍ବାରୁ କମିବ ବନ୍ଧନାତ୍ ମୃତ୍ୟୁମୁକ୍ଷୀୟ ମାମୁତ୍ରାତ୍ ।  କହିଦେବୁ କି ଆପଣ କେଉଁ ନଦୀରେ ଗାଧୋଉଛନ୍ତି , ତେବେ ପାଣିରେ ଓଁ ଲେଖିକରି ବୁଡ ପକାନ୍ତୁ , ଏମିତି କଲେ ସ୍ନାନ ପୁରା ହେବ , ଏହାର ଅତିରିକ୍ତ ଆଖପାଖରେ ନକରାତ୍ମକ ଉର୍ଜା ଶେଷ ହୋଇଯିବ , ଓ ସବୁ ଗ୍ରହ ଦୋଷ କଟିଯିବ , ଓ କୁ ଦୃଷ୍ଟିରୁ ରକ୍ଷା ପାଇବ ।

 

 

Leave a Reply

Your email address will not be published. Required fields are marked *