November 22, 2024

Odia Express

Here, There and Everywhere

ମୃତ୍ୟୁର ସମୟରେ ସାଥିରେ ଥିବ ଯଦି ଏହି ଚାରୋଟି ଜିନିଷ ତେବେ ଯମଦୂତ ନେଇ ଯାଇପାରିବେ ନାହିଁ ନର୍କ…

ଜୀବନ ଏକ ନିରାଟ ସତ୍ୟ ଅଟେ , ଯାହା ସମସ୍ତଙ୍କ ଜୀବନ ଅନ୍ତ ସୁନିଶ୍ଚିତ , ମୃତ୍ୟୁରୁ କିଏ ବି ବଞ୍ଚିପାରିବେ ନାହିଁ  ଯିଏ ଜୀବିତ ଅଛନ୍ତି ସେ ଦିନେ ନା ଦିନେ ମରିବା ସୁନିଶ୍ଚିତ୍ , ଏହା ବିଧିର ବିଧାନ ଅଟେ ,ଏହାପରେ ଲୋକେ କିଛି ଦିନ ପାଇଁ ଜୀବନରେ ଧନ କମାଇବା ପାଇଁ ଅଧିକାରୁ ଅଧିକା ଧନ କମାଇବାପାଇଁ ଭୁଲ୍ ରାସ୍ତା ଆପଣାଇନିଅନ୍ତି । ଜୀବନରେ ଲୀଳା ବହୁତ ବଡ ବିଚିତ୍ର ଅଟେ ଯାହାକି ଲୋକେ ଜୀବନସାରା ପାପ କରନ୍ତି , ଓ ତାଙ୍କ ମୃତ୍ୟୁପରେ ପରିବାର ପରିଜନ ତାଙ୍କର ବିଧି ବିଧାନ ପୂର୍ବକ ଅନ୍ତିମ ସଂସ୍କାର କରିଦିଅନ୍ତି , ବହୁତ ଲୋକେ ଏପରି ଭଲ କାମ କରିଥାନ୍ତି , ଯାହା ଦ୍ୱାରା ଯମଦୁତ ତାଙ୍କୁ ନର୍କ ନେଇ ନଯାଇ ସ୍ୱର୍ଗର ମାର୍ଗ ଦେଖାଇଥାନ୍ତି ।

ଆଜି ଆମେ କିଛି ଏପରି କାର୍ଯ୍ୟ କରିବାକୁ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ନର୍କକୁ ଯିବାରେ ବଞ୍ଚିପାରିବେ , ସୁଚନା ମୁତାବିକ ଯଦି ମୃତ୍ୟୁର ସମୟରେ ଏହି ଚାରୋଟି ଜିନିଷ ସାଥିରେ ରହିବ ତେବେ ଯମଦୁତ ନର୍କକୁ ନେଇପାରିବେ ନାହିଁ , ତେବେ ଆସନ୍ତୁ ଜାଣିବା ।

ତୁଳସୀର ଗଛ : ଯଦି ମୃତ୍ୟୁର ସମୟରେ ତୁଳସୀର ପତ୍ର କିମ୍ବା ଗଛ ପାଖରେ ଥିବ ତେବେ ଯମଦୂତଙ୍କର ଭୟ ନଥାଏ , ପୁରାଣ ଅନୁସାରେ ତୁଳସୀ ଭଗବାନ ବିଷ୍ଣୁଙ୍କୁ ବହୁତ ପସନ୍ଦ ଅଟେ , ବୋଧେ ଏହି କାରଣରୁ ଏହା ବିଷ୍ଣୁଙ୍କର ମସ୍ତକରେ ବିରାଜମାନ ଅଟେ , ଏମିତି ମାନ୍ୟତା ଅଛି କି ମୃତ୍ୟୁର ସମୟରେ ତୁଳସୀର ପତ୍ର କିମ୍ବା ଗଛ ପାଖରେ ଥିଲେ ଯମଦୁତଙ୍କର ଭୟ ନଥାଏ ।

ଗଙ୍ଗାଜଳ : ଆହୁରି ଏକ କଥା ଅଛି କି ଆଜିକାଲିର ସମୟରେ ପବିତ୍ର ଗଙ୍ଗା ଜଳ ସହ ଲୋକେ ନାନାଦି ଅପବ୍ୟବହାର କରୁଛନ୍ତି , କିନ୍ତୁ ଗଙ୍ଗାଜଳ ଆଜି ବି ସେତିକି ପବିତ୍ର ବୋଲି ଜଣାଯାଏ , ଯାହା ଧାର୍ମିକ ମାନ୍ୟତା ଅନୁସାରେ , ଯଦି ମୃତ୍ୟୁର ସମୟରେ ଗଙ୍ଗାଜଳ ମୁହଁରେ ଦିଆଯାଏ , ତେବେ ବ୍ୟକ୍ତିର ମନ ଶୁଦ୍ଧ ହୋଇଯାଏ , ଓ ଯମଦୂତ ନେବାର କିମ୍ବା ମୃତ୍ୟୁର ଭୟ ରୁହେ ନାହିଁ ।

ଶ୍ରୀମଦ ଭାଗବତ ଗୀତା : ଏହା ଏକ ପବିତ୍ର ଗ୍ରନ୍ଥ ଅଟେ ,ଯାହାକୁ ନେଇ ଲୋକଙ୍କର ମାନ୍ୟତା ଅଛି କି ଏହାକୁ ଅନୁସରଣ କରିଲେ ବ୍ୟକ୍ତିକୁ ଜୀବନରେ ଭଲ ମାର୍ଗ ମିଳିଥାଏ , ଏମିତି ମୃତ୍ୟୁ ପୂର୍ବରୁ ଯଦି ବ୍ୟକ୍ତିର ସାମ୍ନାରେ ଗୀତାର ପାଠ କରାଯାଏ , ତେବେ ବ୍ୟକ୍ତିର ମନ ମୋହ ମୁକ୍ତ ହୋଇଯାଏ ।

ରାମାୟଣର ପଠନ : ସୁଚନା ମୁତାବିକ ମୃତ୍ୟୁ ଶଯ୍ୟାରେ ପଡିଥିବା ବ୍ୟକ୍ତି ପାଖରେ ରାମାୟଣ ପାଠ କରିବା ନିତାନ୍ତ ଜରୁରୀ , କାରଣ ଭଗବାନ ରାମ ବିଷ୍ଣୁଙ୍କର ଅବତାର ଅଟନ୍ତି , ଏହି ଗ୍ରନ୍ଥରେ ଭଗବାନ ବିଷ୍ଣୁଙ୍କର ରାମବତାର କଥା ଉଲ୍ଲେଖ ହୋଇଛି, ଯାହାକୁ ଶୁଣିଲେ ମନକୁ ଆନନ୍ଦ ଆସିଥାଏ , ଓ ମୃତ୍ୟୁ ପାଇଥିବା ବ୍ୟକ୍ତି ମୁକ୍ତିର ରାସ୍ତାରେ ଯିବାକୁ ସହଜ ହୋଇଯାଏ ।

Leave a Reply

Your email address will not be published. Required fields are marked *