June 22, 2025

Odia Express

Here, There and Everywhere

IAS ଇଣ୍ଟରଭିଏୟୁ ରେ ଝିଅକୁ ପଚରାଗଲା ଏଭଳି ପ୍ରଶ୍ନ – ଏଭଳି କେଉଁ ଜିନିଷ ଅଛି ଯାହା କେବେ ଓଦା ହୁଏ ନାହିଁ, ୯୯ପ୍ରତିଶତ ଲୋକମାନେ ଭୁଲ ଉତ୍ତର ଦେଇଥିଲେ…

1 min read

କୌଣସି ବି କମ୍ପିଟେସନ ପରୀକ୍ଷାରେ ପ୍ରସ୍ତୁତି କରୁଥିବା ଲୋକେ ଏହା ଭଲରୂପେ ଜାଣନ୍ତି ଯେ ଏହାକୁ ପାସ କରିବା କେତେ କଠିନ । ଏଥିପାଇଁ ଦିନରାତି ପରିଶ୍ରମ କରିବାକୁ ହୁଏ । କିନ୍ତୁ ଏହି ପରୀକ୍ଷାରେ ଲିଖିତ ର ପ୍ରସ୍ତୁତି କରିବା ସହ ଆପଣଙ୍କୁ ସାକ୍ଷାତକର ପରୀକ୍ଷାର ପ୍ରସ୍ତୁତି କରିବା ପାଇଁ ସେତିକି ପରିଶ୍ରମ ଆବଶ୍ୟକ । କାରଣ ଏହି ପରୀକ୍ଷା ମାନଙ୍କରେ ସାକ୍ଷାତକାର ମୁଖ୍ୟ ହୋଇଥାଏ । ଅନେକଥର ପ୍ରଶ୍ନକର୍ତ୍ତା ପ୍ରାର୍ଥୀଙ୍କର ଉପସ୍ଥିତ ବୁଦ୍ଧି ଓ IQ ଚେକ କରିବାପାଇଁ ଟ୍ରିକି ପ୍ରଶ୍ନ ପଚାରିଦିଅନ୍ତି ଯାହା ଶୁଣି ପ୍ରାର୍ଥୀଙ୍କ ମୁଣ୍ଡ ବୁଲେଇଦିଏ। ଯଦି ଆପଣ ମଧ୍ୟ କୌଣସି ପ୍ରତିଯୋଗୀତା ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି ତେବେ ଆପଣ ଏହି ପ୍ରଶ୍ନ ମାନଙ୍କର ଉତ୍ତର ଦେଇ ଯାଞ୍ଚ କରିପାରିବେ ଯେ ଆପଣ କେତେ ବୁଦ୍ଧିମାନ । ତେବେ ଆସନ୍ତୁ ଦୃଷ୍ଟି ପକେଇବା କିଛି ଏପରି ପ୍ରଶ୍ନ ଓ ତାର ଉତ୍ତର ଉପରେ ।

ପ୍ରଶ୍ନ- ଦୁନିଆରେ ଏପରି କି ଜିନିଷ ଅଛି ଯାହାର ନାମ ନେବାମାତ୍ରେ ଭାଙ୍ଗିଯାଏ ।

ଉତ୍ତର –  ନୀରବ ବା ଶାନ୍ତି , ଏହାର ନାମ ନେବା ମାତ୍ରେ ଭାଙ୍ଗିଯାଏ ।

ପ୍ରଶ୍ନ – କେଉଁ ଫଳ ମିଠା ହେବା ସତ୍ବେ ବଜାରରେ ବିକ୍ରି ହୋଇନଥାଏ

ଉତ୍ତର- ପରିଶ୍ରମର ଫଳ, ଏହା ବହୁତ ମିଠା ହୋଇହତାଏ କିନ୍ତୁ ବଜାରରେ ବିକ୍ରି ହୁଏନି

ପ୍ରଶ୍ନ- ଜେମ୍ସ ବଣ୍ଡଙ୍କୁ ବିନା ପାରାଚ୍ୟୁଟରେ ଏକ ପ୍ଳେନରୁ ବାହାରକୁ ବାହାର କରିଦିଆଯାଉଛି କିନ୍ତୁ ସେ ବଞ୍ଚି ଯାଉଛନ୍ତି। କିପରି?

ଉତ୍ତର- କାରଣ ସେହି ପ୍ଳେନ ସେହି ସମୟରେ ରନୱେ ଠିଆ ହୋଇଥିଲା ।

ପ୍ରଶ୍ନ – ଜଣେ ଆତତାୟୀକୁ ମୃତ୍ୟୁ ସଜା ମିଳିଥିଲା, ତାକୁ ତିନୋଟି ବଖରା ମଧ୍ୟରୁ ଗୋଟିଏକୁ ବାଛିବାକୁ ହେବ । ପ୍ରଥମ ବଖରାରେ ନିଆଁ ଜଳୁଛି। ଦ୍ଵିତୀୟ ବଖରାରେ ଗୁଳିଭରା ବନ୍ଧୁକ ସହିତ ଆତତାୟୀ ମହଜୁଦ ଅଛନ୍ତି ଓ ତୃତୀୟ ବଖରା ବାଘ ପୂର୍ଣ୍ଣ ହୋଇଅଛନ୍ତି । ଯେଉଁମାନେ ତିନିବର୍ଷ ହେବ ଭୋକିଲା ଅଛନ୍ତି । ତା ପାଇଁ କେଉଁ ବଖରା ସୁରକ୍ଷିତ ରହିବ?

ଉତ୍ତର- ତୃତୀୟ ବଖରା ତା ନିମନ୍ତେ ସୁରକ୍ଷିତ ରହିବ । କାରଣ ତିନିବର୍ଷର ଭୋକିଲା ବାଘ ଜୀବିତ ନଥିବେ ।

ପ୍ରଶ୍ନ- ଆପଣଙ୍କ ପାଖରେ ଦୁଇଟି ଗାଈ ଓ ଚାରୋଟି ଛେଳି ଅଛନ୍ତି କୁହନ୍ତୁ ଆପଣଙ୍କ ପାଖରେ ମୋଟ କେତେଗୋଟି ଗୋଡ ଅଛି ।

ଉତ୍ତର- ଜଣେ ମଣିଷର ମୋଟରେ ଦୁଇଟି ଗୋଡ ଥାଏ ।

ପ୍ରଶ୍ନ- ଦୁଇଟି ଯାଁଳା ଶିଶୁ ଆଦର୍ଶ ଓ ଅନୁପମ ମେ ମାସରେ ଜନ୍ମ ହୋଇଥିଲେ , କିନ୍ତୁ ତାଙ୍କର ଜନ୍ମଦିନ ଜୁନରେ ଅଛି । ଏହା କିପରି ସମ୍ଭବ?

ଉତ୍ତର- ଏହା ବିଲକୁଲ ସମ୍ଭବ ଅଟେ । କାରଣ ମେ ଏକ ସ୍ଥାନର ନାମ ଅଟେ ।

ପ୍ରଶ୍ନ- ଆପଣଙ୍କ ଗୋଟିଏ ହାତରେ ୩ଟି ସେଓ, ୪କମଳା ଓ ଅନ୍ୟ ହାତରେ ୪ଟି ସେଓ ଓ ୩ଟି କମଳା ଅଛି , ତେବେ ଆପଣଙ୍କ ପାଖରେ କଣ ଅଛି?

ଉତ୍ତର- ବହୁତ ବଡ ହାତ

ପ୍ରଶ୍ନ- ଇଂରାଜୀର ୩ ଅକ୍ଷରର ତାହା କି ଶବ୍ଦ ଯାହା ଏକ ଝିଅକୁ ମହିଳା କରିଦେଇଥାଏ ?

ଉତ୍ତର –AGE

ପ୍ରଶ୍ନ- କୁହନ୍ତୁ ଏପରି କଣ ଜିନିଷ ଅଛି ଯାହା ପାଣିରେ ଓଦା ହୁଏନାହିଁ ?

ଉତ୍ତର- ଛାଇ

ପ୍ରଶ୍ନ- ସାକ୍ଷାତକାରରେ ପ୍ରାର୍ଥୀଙ୍କ ପାଇଁ ଗୋଟିଏ କପ କଫି ମଗାହେଲା । କଫି କପ କାଣ୍ଡିଡେଟ ସାମ୍ନାରେ ରଖି ପଚାରିଲେ –whatisbeforeu?

ଉତ୍ତର- ପ୍ରାର୍ଥୀ TEAରେ ନିଜର ଉତ୍ତର ଦେଲେ । ଯାହାକି ପ୍ରଶ୍ନକର୍ତ୍ତା ପଚାରିଥିଲେ ‘U’(alphabet)ର ପୂର୍ବରୁ କଣ ଆସେ? ତ ‘U’ ର ପୂର୍ବରୁ ‘T’(alphabet)ଆସେ । ଏଥିପାଇଁ ପ୍ରାର୍ଥୀ ଜଣକ ଚା କହିଲେ ।

ପ୍ରଶ୍ନ- ଜଣେ ଲୋକ ୮ଦିନ ନଶୋଇ କିପରି ରହିପାରିବ?

ଉତ୍ତର- କାରଣ ସେ ରାତିରେ ଶୋଇଥାଏ ।

Leave a Reply

Your email address will not be published. Required fields are marked *