December 22, 2024

Odia Express

Here, There and Everywhere

୧ କିଲୋମିଟର ଚାଲିବା ପାଇଁ ଟ୍ରେନକୁ କେତେ ଲିଟର ଡିଜେଲ ଆବଶ୍ୟକ ପଡିଥାଏ, ଉତ୍ତର ଶୁଣିଲେ ଚମକି ପଡିବେ ଆପଣ..

ଭାରତୀୟ ରେଳ ଭାରତର ସବୁଠାରୁ ବଡ ବ୍ୟବସାୟିକ ସ୍ଥଳ ଓ ପ୍ରଥମ ସ୍ତର ବିଶ୍ୱବିଖ୍ୟାତ ରେଲୱେ ର ବିଷୟରେ ଆଜି କିଛି ନୂଆ ଖବର ଦେବୁ ,ଛୁଆବେଳେ ପଢିଥିବେ “ରେଲ୍ ଗାଡି ରେଲ୍ ଗାଡି ଛୁକ୍ ଛୁକ୍ କରତି ରେଲ୍ ଗାଡି” ଆମେ ବହୁତ ଥର ବସ୍,ଅଟୋ,ପ୍ଲେନ୍,କିମ୍ବା ଡଙ୍ଗାରେ ଗଲେ ମଧ୍ୟ ଟ୍ରେନ୍ ର ମଜା ଅଲଗା । ରେଲୱେ ଗୋଟେ ବହୁତ ବଡ ଭୂମିକା ନେଇଥାଏ ଦେଶରେ ରହୁଥିବା ଲୋକଙ୍କ ପାଇଁ ଦୈନଦିନ ଜୀବନରେ ଦୂର ଜାଗା ଯାତ୍ରା କରୁଥିବା ଲୋକଙ୍କ ପାଇଁ କିନ୍ତୁ ଆପଣ କେବେ ରେଲୱେର ଗୋଟେ କଥା ଜାଣିଛନ୍ତି , ୧ ଲିଟର ଡିଜେଲ୍ ରେ ଟ୍ରେନ୍ କେତେ କିଲୋମିଟର ଯାଇପାରିବ । ଲାଗୁଛି କେବେ ବି ଭାବି ନାହାନ୍ତି । ନିଜ ଗାଡିରେ ଯାତ୍ରା କରୁଥିଲେ ତେଲର ମିଟରକୁ ଚାହିଁଥାଉ ,ଗାଡି କିଣିଲା ବେଳକୁ ମାଇଲେଜ୍ ର ଚିନ୍ତା ଥାଏ କିନ୍ତୁ ଚିନ୍ତା ରେଳରେ ବସିଲା ବେଳକୁ କରି ନ ଥାଉ । ଆଜି ଆପଣଙ୍କୁ ପୂରା ଜାନକାରୀ ଦେବୁ ।

କିନ୍ତୁ ଏବେ ଭାରତୀୟ ରେଲୱେ ଏବେ ଡିଜେଲ୍ ଇଞ୍ଜିନ୍ ଛାଡି ବିଦ୍ୟୁତ ଇଞ୍ଜିନ୍ ରେ ଚଲେଇବା ଆରମ୍ଭ କରିଦେଇଛି , ଯେମିତି ଆଗରୁ କୋଇଲାରେ ଚାଲୁଥିଲା କିନ୍ତୁ ଏବେ ଭାରତୀୟ ଟ୍ରେନ୍ ଏବେ ବିଦ୍ୟୁତ୍ ରେ ଚାଲିବା ପାଇଁ ହେଇଗଲାଣି , କାରଣ ବଦଳୁଥିବା ସମୟ ସହ ସବୁ କିଛି ବଦଳିଥାଏ , ଏହି ପରିବର୍ତ୍ତନ ଦ୍ୱାରା ଡିଜେଲ୍ ଘାଟାରୁ ବଞ୍ଚିପାରିବା ଯେମିତି ଭାରତ ଗତିଶୀଳ ହେଉଛି ଓ ଆଗକୁ ଯାହା ବି ଲାଭ ହେବ ତାହା ଭବିଷ୍ୟତରେ ଭାରତୀୟ ରେଲୱେ କୁ ହିଁ ମିଳିବ ।

ଆସୁଥିବା ସବୁ ଇଞ୍ଜିନ୍ ବିଜୁଳି ଚାଳିତ ହେବ ସମ୍ଭାବନା ଅଛି । ଯେମିତି ନୂଆ ନୂଆ ଟେକ୍ନୋଲୋଜି ବିକଶିତ ହେଉଛି ସବୁ କିଛି ନୂଆ ହିଁ ହେବ । ଯେମିତି ତାର ବାଲା ଟେଲିଫୋନ୍ ରୁ ବଟନ୍ ବାଲା ଟେଲିଫୋନ୍ ଓ ତା ପରେ ସ୍ମାର୍ଟ ଫୋନ୍ ସେମିତି ଭାରତୀୟ ରେଲୱେ ରେ ପରିବର୍ତ୍ତନ ହେବ ।

ଆପଣ ବହୁତ ଥର ଭାରତୀୟ ରେଲୱେ ର ଇଞ୍ଜିନ୍ ର ବିଷୟରେ ଭାବି ଥିବେ , ତେଣୁ ଆମେ ଆପଣଙ୍କୁ ଜଣେଇଦେଉଛୁ କି ଭାରତୀୟ ରେଲୱେ ତିନିଟି ଟାଙ୍କି ରେ ଚାଲିଥାଏ । ଯେଉଁଥିରେ ପ୍ରଥମରେ ୫୦୦୦ ଲିଟର ଓ ଦ୍ୱିତୀୟରେ ୫୫୦୦ ଲିଟର ଓ ତୃତୀୟରେ ୬୦୦୦ ଲିଟର ଅଟେ । ଆମେ ସମସ୍ତେ ଜାଣିଛନ୍ତି ଯେ ଗାଡି ଯେତେ ଲୋଡ୍ ଥାଏ ସେତିକି କମ୍ ଆଭରେଜ୍ ଦେଇଥାଏ । ସେମିତି ଭାରତୀୟ ରେଳ ଡିଜେଲ୍ ଇଞ୍ଜିନ୍ ରେ ଥାଏ । ଡିଜେଲ୍ ଇଞ୍ଜିନ୍ ରେ ଲୋଡ୍ ହିସାବରେ ପ୍ରତି କିଲୋମିଟର ଆଭରେଜ୍ ଜଣାପଡିଥାଏ ।ଯଦି ଗାଡି ୨୪ ଟି ଡବା ହୋଇଥାଏ ତେବେ ପ୍ରତି ୬ ଲିଟରରେ ୧ କିଲୋମିଟର ଆଭ ରେଜ୍ ଦେଇଥାଏ ।

ଯଦି ୧୨ ଟି ଡବା ର ପାସେଞ୍ଜର ଗାଡି ହେଇଥିବ ତେବେ ୧ କିଲୋମିଟର ର ଆଭରେଜ୍ ୬ ଲିଟର ଡିଜେଲ୍ ହେବ । କାରଣ ପାସେଞ୍ଜର ଗାଡି ସବୁ ଷ୍ଟେସନ୍ ରେ ରହିଥାଏ । ସେଥିପାଇଁ ବ୍ରେକ୍ ଲଗାଇଲେ କିମ୍ବା ସ୍ପିଡ୍ ବଢେଇଲେ ଡିଜେଲ୍ ଖର୍ଚ୍ଚ ହେଇଥାଏ ।ସେମିତି ଏକ୍ସପ୍ରେସ୍ ଗାଡିଲେ ୪.୫ ଲିଟର ତେଲରେ ୧ କିଲୋମିଟର ଯାଇଥାଏ ।କାରଣ ପାସେଞ୍ଜର ଟ୍ରେନ୍ ବହୁତ କମ୍ ରାଜଧାନୀ ଟ୍ରେନ୍ ର ମାଇଲେଜ୍ ଏପରି ହେବ କାରଣ ଓଜନ ଏହିପରି ଉଠାଇଥାଏ ଓ ସବୁ ଜାଗାରେ ରହି ନଥାଏ

Leave a Reply

Your email address will not be published. Required fields are marked *