June 20, 2025

Odia Express

Here, There and Everywhere

ମାତ୍ର ୫୧ ଟଙ୍କାରେ ଜଙ୍ଗଲର ଜଡି ବୁଟି ଦ୍ୱାରା କ୍ୟାନସର ପରି ରୋଗ ଭଲ କରିଦିଅନ୍ତି ବୈଦ୍ୟ ନନକୁ , ଏବେ ବହୁତ ଲୋକ ହୋଇସାରିଛନ୍ତି ଠିକ୍

କ୍ୟାନସରର ରୋଗ ଏବେ ବହୁ ପରିମାଣରେ ବଢିବାରେ ଲାଗିଛି , ଆଜିକାଲି ଖାଇବା ପିଇବାରେ ଅସୁବିଧା ହେଉଥିବାରୁ ଏହି ରୋଗ ବ୍ୟାପି ଚାଲିଛି ।ଆଜି ଆମେ ଆପଣଙ୍କୁ ଏମିତି ଜଣେ ବୈଦ୍ୟ ଙ୍କ ବିଷୟରେ କହିବାକୁ ଯାଊଛୁ ଯିଏ କି ଜଙ୍ଗଲର ଜଡି ବୁଟିରୁ କ୍ୟାନସର ପରି ରୋଗ ଭଲ କରୁଛନ୍ତି , ଗୋରେଲା ଧନେ ବନ ମଧ୍ୟରେ ସ୍ଥିତ ବାନଘାତ ପିଢା ଗାଁ ରେ ରହୁଥିବା ବୈଦ୍ୟ ନନକୁ ବେଗା ଜଡି ବୁଟିରେ ଲୋକଙ୍କ ଗମ୍ଭୀର ରୋଗ ଚିକିତ୍ସା କରୁଛନ୍ତ୍ ଇ,ନନକୁ ଙ୍କ ଦ୍ୱାରା ଜଡି ବୁଟିରୁ ଲୋକଙ୍କୁ ଲାଭ ମିଳୁଛି ,ବହୁତ ଲୋକ ଠିକ୍ ବି ହୋଇସାରିଲେଣି , ଏଠାରେ ଚିକିତ୍ସା କରିବାପାଇଁ ବହୁତ ଭିଡ ଲାଗିଥାଏ । କେବଳ ପଞ୍ଚମ ଶ୍ରେଣୀ ଯାଏଁ ପଢିଥିବା ନନକୁ ବେଗା ପିତା ଜଙ୍ଗଲରେ ବସିକରି ଜଡି ବୁଟି ସାହାରାରେ ଲୋକଙ୍କ ରୋଗ ଠିକ୍ କରୁଥିଲେ ,ପିତାଙ୍କ ଠାରୁ ଶିଖିକରି ସେ କ୍ୟାନସର୍ ପରି ରୋଗକୁ ଚିକିତ୍ସା କରିବା ଆରମ୍ଭ କରିଦେଲେ , ନନକୁ ପ୍ରାୟ ପଚାଶ କିମ୍ବା ଅଧିକା ଜଡି ବୁଟି ସାହାର୍ଯ୍ୟରେ ଲୋକଙ୍କ ଚିକିତ୍ସା ଯେପରି କିଡନୀ , ଷ୍ଟୋନ୍ , ଓ ଏହା ସହ ସୁଗାର୍ ଓ କ୍ୟାନସର ପରି ଜଟିଳ ରୋଗ ବି ଠିକ୍ କରିପାରୁଛନ୍ତି ।

୬୦ ବର୍ଷୀୟ ନନକୁ ଜଡି ବୁଟି ର ଉପଯୋଗରେ ସଂଯୁକ୍ତ ରୂପରେ କେଉଁ ରୋଗ ଠିକ୍ ହେବ ଏହାର ଜ୍ଞାନ ରଖିଛନ୍ତି , ସପ୍ତାହର ଗୋଟେ ଦିନ ଜଙ୍ଗଲକୁ ଯାଇକରି ସେ ଅଥକ ପ୍ରୟାସ ଦ୍ୱାରା ସ୍ୱୟଂ ଜଡି ବୁଟି ଖୋଜିକରି ଆଣିଥାନ୍ତି , ଓ ଲୋକଙ୍କ ଚିକିତ୍ସା କରିଥାନ୍ତି ।

ନନକୁ ବେଗାଙ୍କ ଲୋକପ୍ରିୟତା ବହୁ ଦୂରକୁ ବ୍ୟାପି ସାରିଲାଣି , ଛତିଶଗଡ , ମଧ୍ୟ ପ୍ରଦେଶ , ଓ ତା ସହ ଓଡିଶାରେ ଓ ବଙ୍ଗଳାରେ ଲୋକମାନେ ନନକୁ ବେଗାଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥାନ୍ତି , ରୋଗ ଠିକ୍ କରିବା ପାଇଁ ସେ ବହୁତ ବଡ ଅଧିକାରି ଓ ନ୍ୟାୟିକ ବ୍ୟବସ୍ଥା ସହ ଯୋଡି ହୋଇଥିବା ଲୋକ ବି ସାମିଲ୍ ଅଛନ୍ତି | ସେ ବର୍ତମାନ ରାଏପୁର ରୁ ଏହି ସେବା କରୁଛନ୍ତି

ଛୋଟ ଗାଁରୁ ବୈଦ୍ୟରାଜ୍ ନନକୁ ବେଗା ନିଜ ଜଡି ବୁଟୀ ଦ୍ୱାରା ଚମତ୍କାର ଫାଇଦା ପହଞ୍ଚାଇକରି ପ୍ରମାଣ କରିସାରିଛନ୍ତି କି ସେ ପ୍ରାଚିନ ଆୟୁରର୍ବେଦ ଆଜି ବି ଚମତ୍କାରିତା ବିଦ୍ୟମାନ ଅଛି ,ଲୋକ ନନଙ୍କୁ ବେଗାଙ୍କ ଜଡି ବୁଟିକୁ ଉପଚାରର ଚମତ୍କାରିତାକୁ ପ୍ରଶଂସା କରୁଛନ୍ତି ,

ନନକୁ ବେଗା କହନ୍ତି କି ଜଡି ବୁଟି ରୁ ସର୍ବାଧିକ ଫାଇଦା ଏବେ ପର୍ଯ୍ୟନ୍ତ କିଡନୀ ରୋଗୀଙ୍କୁ ହେଉଛି , ବଡ ଓ ମହଙ୍ଗା ମେଡିକାଲ୍ ରେ ଦୁଃଖି ହୋଇକରି ବହୁତ ଲୋକ ଆସିଛନ୍ତି ତାଙ୍କ ଜଡି ବୁଟି ଦ୍ୱାରା ଚିକିତ୍ସା କରିବାପାଇଁ , ଏହି ହର୍ବାଲ କ୍ଲିନିକ୍ ରୋଗମାନଙ୍କ ବୟସ କିଛି ନିର୍ଦ୍ଧାରଣ ନାହିଁ , ନା କିଛି ଅଲଗା ମାପଦଣ୍ତ

Leave a Reply

Your email address will not be published. Required fields are marked *