June 26, 2025

Odia Express

Here, There and Everywhere

ଏହି ତେଲରେ ଦୀପ ଲଗାଇଲେ ଆପଣଙ୍କ ଘର ଆଖପାଖରେ ଆସି ନଥାନ୍ତି ମଶା – ଏହି ଉପାୟ କଲେ ଆପଣଙ୍କ ଘରଠୁ ଗୋଟେ କିଲୋମିଟର ରେ ପଶିପାରିବେନି ମଶା..

1 min read

ବର୍ଷା ଦିନ ଆରମ୍ଭ ହୋଇସାରିଛି, ଏମିତିରେ ସବୁଠାରୁ ଅଧିକା ଲୋକଙ୍କୁ ମଶା କାମୁଡିବା ଦ୍ୱାରା ହଇରାଣ ହେବାକୁ ପଡୁଛି, ମଶା କେଉଁ ସ୍ୱାସ୍ଥ୍ୟବାନ ବ୍ୟକ୍ତିଙ୍କୁ ମେଡିକାଲ୍ ପହଞ୍ଚାଇପାରେ , ସବୁଥର ମଶା କାରଣରୁ ମ୍ୟାଲେରିଆ , ଡେଙ୍ଗୁ ପରି ରୋଗ ଲୋକ ଶିକାର ହେଉଛନ୍ତି , ମଶାମାନଙ୍କ ଠାରୁ ବଞ୍ଚିବାକୁ ହେଲେ ଲୋକେ ବହୁତ ପ୍ରକାରର ମେଡିସିନ୍ ଓ କୟେଲ୍ ବ୍ୟବହାର କରୁଛନ୍ତି , କିନ୍ତୁ ସବୁ କୟେଲ୍ ରୁ ବାହାରୁଥିବା ଧୁଆଁ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ଅଟେ , ସେମିତି କିଛି ଲୋକ ରାତିରେ ଥଣ୍ତା ପବନ ତଳେ ଶୋଇବାର ଅଭ୍ୟାସ ଥାଏ , କିନ୍ତୁ ସବୁ ମଶା କାରଣରୁ ଲୋକଙ୍କ ନିଦ ଭାଙ୍ଗିଯାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ତେଲ ବିଷୟରେ କହିବାକୁ ଯାଉଛୁ , ଯାହାର ଦ୍ୱାରା ଆଖପାଖରେ ମଶା ଭଟକିନଥାନ୍ତି ।

କୟଲ୍ ରୁ ବାହାରୁଥିବା ଧୁଆଁ ଲୋକଙ୍କ ସ୍ୱାସ୍ଥ୍ୟପାଇଁ ଏହି ପରି କ୍ଷତିକାରକ ଅଟେ, ପ୍ରାୟ ୫୬ ଟି ଦେଶରେ କୟେଲ୍ ଉପରେ ବ୍ୟାନ୍ ଲାଗିସାରିଛି, ନିଜ ଦେଶରେ କୟେଲ୍ ଅଧିକା ବ୍ୟବହାର କରାଯାଈଛି, କିନ୍ତୁ ଏହା କ୍ଷତିକାରକ ଧୁଆଁରୁ ରକ୍ଷାପାଇବା ପାଇଁ ଆପଣ ନିମ୍ବର ତେଲ , ତେଜପତ୍ର ପତ୍ତା ଓ କର୍ପୁର ବି ମଶା ଘରରୁ ଛୁ ମନ୍ତର କରିପାରିବେ ,

ମଶାଙ୍କ ଦାଉରୁ ରକ୍ଷା ପାଇବାକୁ ହେଲେ ୨-୩ ଟି ତେଜପତ୍ର ଏକ ଗିନାରେ ନିମ୍ବର ତେଲ ଓ ସେଥିରେ କର୍ପୁର ପକାନ୍ତୁ , ତାହାପରେ ତେଲକୁ ତେଜପତ୍ରରେ ଲଗାଇକରି ପତ୍ରକୁ ଜଳାନ୍ତୁ , ତାହାର ଧୁଆଁ ସବୁ ମଶାଙ୍କୁ ବାହାର କରିଦେବ,  ଏହି ତେଜପତ୍ର ଆପଣଙ୍କ ସ୍ୱାସ୍ଥ୍ୟପାଇଁ ବି ଭଲ ଅଟେ । ଏହାର ଛଡା ଏହି ତେଲରେ ଏକ ଦୀପ ଲଗାଈ ସେଥିରେ କପଡାର ସଳିତା କରି ଜଳାଇଦିଅନ୍ତୁ , ଏମିତି କରିଲେ ମଶା ପାଖକୁ ଆସିବେ ନାହିଁ ।

Leave a Reply

Your email address will not be published. Required fields are marked *