February 6, 2025

Odia Express

Here, There and Everywhere

ଏହି ଫୁଲକୁ ଯଦି ଖାଈବାରେ ବ୍ୟବହାର କରିବେ ତେବେ ରାତା ରାତି ଦୁର ହୋଇଯିବ ସବୁ ରୋଗ..

ଶୁଣିବାକୁ ଆପଣଙ୍କୁ ଟିକିଏ ଅଜବ ଲାଗୁଥିବ କିନ୍ତୁ ଏହା ବିଲକୁଲ୍ ସତ ଅଟେ , ଗୋଟେ ଏମିତି ଫୁଲ ଅଛି ଯାହାକୁ ଖାଇଲେ ଆପଣଙ୍କ ବହୁତ ସାରା ରୋଗ ଭଲ ହୋଇଯାଇପାରେ । ଆମେ କଥା ହେଉଛୁ ମନ୍ଦାର ଫୁଲ କଥା , ଆୟୁର୍ବେଦ ଅନୁସାରେ ଏହି ଫୁଲକୁ ଖାଇବାରେ ଉପଯୋଗ କରିଲେ ବହୁତ ରୋଗ ବହୁତ ଅଳ୍ପ ସମୟରେ ଭଲ ହୋଇଯାଏ , ଆସନ୍ତୁ ଜାଣିବା କେଉଁ କେଉଁ ସେହି ରୋଗ ଅଛି, ଯାହା ଏହି ମନ୍ଦାର ଫୁଲର ସେବନ ଦ୍ୱାରା ଭଲ ହୋଇଯାଏ ।ସେମିତି ବି ବହୁତ ଲୋକ ଡାଇବେଟିଜ୍ ରୋଗରେ ଗ୍ରସିତ ଅଛନ୍ତି , ଏଇ ଫୁଲର ପ୍ରାୟ ୨୦ ରୁ ୨୫ ଟି ପତ୍ରକୁ ସବୁଦିନ ଖାଆନ୍ତୁ , ନିଶ୍ଚିତ ରୁପେ ତାହା ଡାଇବେଟିଜ୍ କୁ କିଛି ଦିନରେ ନିୟନ୍ତ୍ରଣ କରିଦେବ ,

 

ମନ୍ଦାରର ଏହି ଫୁଲ ଆପଣଙ୍କୁ ଆଖପାଖ ନିଶ୍ଚିତ ମିଳିଯିବ , ଡାଇବେଟିଜ୍ ରୋଗୀଙ୍କ ପାଇଁ ଏହା ରାମବାଣ ଚିକିତ୍ସା ଅଟେ । ମନ୍ଦାରର ଫୁଲ ଆପଣଙ୍କ କୋଲୋଷ୍ଟ୍ରୋଲ୍ କୁ ନିୟନ୍ତଣ କରିଥାଏ , ଓ ରକ୍ତ ଚାପକୁ ନିୟନ୍ତ୍ରଣ ବି କରିଥାଏ ।  ମନ୍ଦାର ଫୁଲରେ ଅତ୍ୟାଧିକ ମାତ୍ରାରେ ଆଣ୍ଟି ଏକ୍ସିଡେଣ୍ଟ ମିଳିଥାଏ । ଯାହା ଶରୀରରୁ କୋଲୋଷ୍ଟ୍ରୋଲ୍ ଲେବୁଲ୍ କମ୍ କରିଥାଏ , ତାହା ସହ ବ୍ଲଡ୍ ପ୍ରେସରକୁ କମ୍ କରିଥାଏ , କୋଲେଷ୍ଟ୍ରୋଲ୍ ବଢିଯିବା ସହ ମନ୍ଦାର ଫୁଲର ଚାହା ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରୀ ବି ହୋଇଥାଏ ।

 

ଯଦି କିଡନୀର କିଛି ସମସ୍ୟା ଅଛି ତେବେ ମନ୍ଦାର ଫୁଲର ପତ୍ରକୁ ଚାହା କରି ପିଇବା ଉଚିତ୍ , ଏହା ନା କେବଳ କିଡନୀ ସହ ଯୋଡି ହୋଇଥିବା ସମସ୍ୟା ଦୂର କରିଥାଏ , ବରଂ ଲମ୍ବା ସମୟରୁ କିଡନୀ ସହ ସମସ୍ୟାକୁ ଦୁର କରିଥାଏ , ଏହାର ଛଡା ମନ୍ଦାର ଫୁଲ ଚିନ୍ତାକୁ ବି ଦୁର କରିଥାଏ , ଡିପ୍ରେସନ୍ ହେବା ଦ୍ୱାରା ମନ୍ଦାର ଫୁଲର ଚାହା ପିଇବା ଉଚିତ୍ ।

 

ଆଜି କାଲି ବାଳ ଝଡିବା ଏକ ସମସ୍ୟା ହୋଇସାରିଛି , ଯାହା ପାଇଁ ଅଧିକାଂଶ ଲୋକେ ଚିନ୍ତିତ ରୁହନ୍ତି , ଯଦି ଆପଣ ମନ୍ଦାର ଫୁଲର ପତ୍ରକୁ ଉପଯୋଗ କରି ବାଳରେ ଲଗାନ୍ତି , ତେବେ ବାଳ ମଜବୁତ ହେବା ସହ ସାଇନ୍ ବି କରିବ , ଓ ବାଳର ଗ୍ରୋଥ୍ ବି ହେବ , ଏହା ବାଳର ଝଡରେ ଲଗାନ୍ତୁ , ଓ ଦେଖନ୍ତୁ କମାଲ୍ , ବାଳ ମଜବୁତ ହେବା ସହ ସାଇନ୍ ବି କରିବ ।

Leave a Reply

Your email address will not be published. Required fields are marked *