June 26, 2025

Odia Express

Here, There and Everywhere

ସମୁଦ୍ର ଭିତରେ ମିଳିଲା ୧୨୦୦ ବର୍ଷର ପୁରୁଣା ମନ୍ଦିର , ଲୁଚିକି ରହିଥିଲା ଏତେ କୋଟି ଟଙ୍କାର ସମ୍ପତି – ଆପଣ ମଧ୍ୟ ଦେଖିନିୟନ୍ତୁ..

ଏହି ଦୁନିଆଁରେ ଇତିହାସର ଏକ ମଜାଦାର କାହାଣୀ ଲୁଚି ରହିଛି , ପ୍ରାଚୀନ ସମୟରେ ଏଠାରେ ଏପରି ସବୁ ଜିନିଷ ଓ ସଂସ୍କୃତି ରହୁଥିଲା ଯାହା ଆଜିର ଜମାନାରେ କଳ୍ପନା ବି କରିହେବ ନାହିଁ , ଆମେ ନିଜ ଇତିହାସ ବିଷୟରେ ବହୁତ କିଛି ଜାଣିଛେ କିନ୍ତୁ ବହୁତ ଜିନିଷ ଏପରି ରହିଛି ଯାହା ଲୁକ୍କାୟିତ ହୋଇରହିଛି , ଯାହା ଆଜି ପର୍ଯ୍ୟନ୍ତ ଆମେ ତାକୁ ବୁଝିପାରିନାହେଁ  ଏହି ପୃଥିବୀର କୋଳରେ ବହୁତ ରହସ୍ୟ ଓ କାହାଣୀ ପୋତି ହୋଇରହିଛି, ଏବେ କିଛି ଦିନ ହେବ ଇଜିପ୍ଟ ସହରର ହେରାକ୍ଲିଓନ୍ ରେ ଏପରି ଏକ ଅଦ୍ଭୁତ ପ୍ରାଚୀନ ଜାନକାରୀ ପ୍ରାପ୍ତ ହୋଇଛି, ଏଠାରେ ସମୁଦ୍ରର ଗଭୀରତା ମଧ୍ୟରେ ପ୍ରାୟ ୧୨୦୦ ବର୍ଷର ଏକ ପ୍ରାଚୀନ ମନ୍ଦିର ମିଳିଛି, ଏହି ମନ୍ଦିରରେ ବହୁତ ଖାସ୍ କଥା ଅଛି , ଯାହା ପୁରାତତ୍ତ୍ୱ ବିଶେଷଜ୍ଞ ବି ଆଶ୍ଚର୍ଯ୍ୟ ହୋଇଛନ୍ତି , ଏହି ମନ୍ଦିରରେ ପ୍ରାଚୀନ ମୁର୍ତ୍ତି ଛଡା ଅଲଗା ଭାରିମାତ୍ରାରେ ଖଜାଣା ବି ମିଳିଛି, ଏହି ଖଜଣାରେ ପ୍ରାଚୀନ ତମ୍ବା ପଇସା ଓ ବହୁତ ପ୍ରାଚୀନ ଅଳଙ୍କାରମାନ ସାମିଲ୍ ଅଛି ।

 

ଏହି ପୁରୁଣା ମନ୍ଦିରକୁ ଇଜିପ୍ଟର ପୁରାତତ୍ତ୍ୱ ବିଭାଗ ଖୋଜି ଆବିଷ୍କାର କରିଛନ୍ତି । ମନ୍ଦିରରେ ବହୁତ ପିଲାର୍ ମିଳିଛି, ଯାହାକୁ ମନ୍ଦିରର ମୁଖ୍ୟ ମନ୍ଦିରର ଭାଗ ବୋଲି କୁହାଯାଉଛି , ଯାହା ଏବେ ଧ୍ୱଂସାବଶେଷ ହୋଇସାରିଛି , ମନ୍ଦିରର ଖୋଜ୍ ଏକ ଖାସ୍ ସ୍କାନିଙ୍ଗ୍ ଡିଭାଇସ୍ ସହାୟତାରେ ହୋଇଥିଲା , ଆପଣ ସବୁ ଲୋକେ ସମୁଦ୍ରରେ ହଜିଯାଇଥିବା ଆଣ୍ଟାଲାଟିସ୍ ସହରର କାହାଣୀ ଶୁଣିଥିବେ , ଏମିତି ମାନାଯାଉଛି କି ସମୁଦ୍ରରେ ମିଳିଥିବା ଏହି ପୁରୁଣା ମନ୍ଦିର ଇଜିପ୍ଟର ଏହି ହଜିଯାଇଥିବା ସହରର ଏକ ଭାଗ ଅଟେ , ମନ୍ଦିରରେ ବହୁତ ଅବଶେଷ ମିଳିଛି, ଯାହାର ଆଶଙ୍କା ମିଳୁଛି କି ଏହା ଏକ ଗ୍ରୀକ୍ ମନ୍ଦିର ଅଟେ ଖଜଣାର ଅତିରିକ୍ତ ମନ୍ଦିରରେ କିଛି ମୁର୍ତ୍ତୀ ଓ ମାଟିର ବାସନ ମିଳିଛି, ଏହି ସବୁ ଜିନିଷ ତୃତୀୟ କିମ୍ବା ଚତୁର୍ଥ ଶତାର୍ଦ୍ଧୀର ବୋଲି ମାନାଯାଉଛି , ଏତେ ପୁରୁଣା ହେବାର କାରଣରୁ ମନ୍ଦିର ସମୁଦ୍ର ମଧ୍ୟରେ ଚାରିଆଡେ ଧ୍ୱଂସାବଶେଷ ବ୍ୟାପି ଯାଇଛି ।

 

ଏହି ମନ୍ଦିରରେ ମିଳିଥିବା ତମ୍ବାର ପଇସା ରାଜା କ୍ଲାଡିୟସ୍ ଟାଲମିଙ୍କ ଶାସନକାଳରେ ମାନାଯାଊଛି , ପୁରାତତ୍ତ୍ୱ ବିଦ୍ ଅନୁସାରେ ହେରାକ୍ଲିଓନ୍ ମନ୍ଦିରରେ ଏକ ସହର ଥିଲା , ଏବେ ସୁନାମୀ ଆସିବା କାରଣାରୁ ପୁରା ଏରିଆ ନଷ୍ଟ ହୋଇଗଲା , ସେହି ଜମାନାରେ ସହର ଇଜିପ୍ଟ ବିଜନେସ୍ ର ମୁଖ୍ୟ କେନ୍ଦ୍ର ହେଉଥିଲା , ଏଠାରେ ଏକ ଜାହାଜ ମିଳିଛି , ଯାହାର ମଧ୍ୟରେ ପୁରୁଣା ପଇସା ଓ ଅଳଙ୍କାର ମାନ ସଂଗୃହିତ ହୋଇଛି , ତାହା ସହ ମଣିଷଙ୍କ କିଛି ଅବଶେଷ ବି ମିଳିଛି ।

 

ପୁରାତତ୍ତ୍ୱ ବିଦ୍ ଡାକ୍ତର ଫ୍ରେକ୍ ଗୋଡିଓ କହନ୍ତି କି ଆଜିଠୁ ୧୨ ବର୍ଷ ପୁର୍ବେ ଏହି କ୍ଷେତ୍ରରେ ଫ୍ରେଞ୍ଚର ଯୁଦ୍ଧପୋତ ବି ମିଳିଥିଲା , ତାହା ୧୮ ତମ ଶତାର୍ଦ୍ଧୀର ଥିଲା , ଏହି ମନ୍ଦିରର ଖଜଣାକୁ ଖୋଜିବା ଏତେ ସହଜ ନଥିଲା , ଏହାର ପତ୍ତା ବାହାର କରିଥିବା ପୁରାତତ୍ତ୍ୱ ବିଭାଗର ଟିମ୍ ଚାରିବର୍ଷର ଲମ୍ବା ସମୟ ନେଇଥିଲେ , ମନ୍ଦିରରେ ମିଳିଥିବା ଏହି ଖଜାଣା ବିଷୟରେ କଥା କହିଲେ ଏହା ପ୍ରାଚୀନ ଜମାନାର ପଇସା , କ୍ରକରି, ଅଳଙ୍କାର ସହ ଭରିରହିଥିବା ବାସନ ଓ ଏକ ଜାହାଜ ମିଳିଛି, ଏବେ ପୁରାତତ୍ତ୍ୱ ବିଭାଗ ଏହି ସବୁ ଜିନିଷଗୁଡିକ ବିଶ୍ଳେଷଣ କରୁଛନ୍ତି , ଯାହା ଦ୍ୱାରା ଏହି ମନ୍ଦିର ବିଷୟରେ ଯୋଡି ହୋଇଥିବା ରହସ୍ୟରୁ ପତ୍ତା ଲଗାଇପାରିବେ ।

 

ଆମେ ସମସ୍ତେ ସମୁଦ୍ରରୁ ମିଳୁଥିବା ଖଜାଣାର କାହାଣୀମାନ ଶୁଣିଛେ , ଏହା କିନ୍ତୁ ଏବେ ସତ ହେବା ବହୁତ ଆଶ୍ଚର୍ଯ୍ୟଜନକ କଥା ହୋଇସାରିଛି, ଆପଣ ଏହି ଫଟୋରୁ ଦେଖି ଜାଣିପାରୁଥିବେ କି କିପରି ଥିଲା ଏହାର ଖୋଜ୍ , ଏହି ବିଷୟରେ ଆପଣଙ୍କ ମୁଲ୍ୟବାନ ମତାମତ ଦେବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *