ପେଟ ମଧ୍ୟରେ ହେଉଥିବା ଗଡବଡର ଶବ୍ଦକୁ ଏସିଡିଟି ଭାବି କରି ହାଲକାରେ ନିଅନ୍ତୁ ନାହିଁ, କାରଣ ଏହା ଜୀବନ ନେଲା ଭଳି ରୋଗର ଲକ୍ଷଣ ହେଇପାରେ..
କହନ୍ତି ନାଁ ସବୁ ରୋଗଗୁଡିକର ଜଡ ପେଟ ଦ୍ୱାରା ହିଁ ହୋଇଥାଏ , ଯଦି ଆମର ପେଟ ଠିକ୍ ଅଛି ତେବେ କିଛି ରୋଗ ହୁଏ ନାହିଁ , ସେମିତି ଆଜିକାଲି ଅନୁମାନ ସବୁ ତୃତୀୟ ଲୋକେ ସମସ୍ୟା ଅସୁବିଧା ସକାଶେ ଅସୁବିଧା ଅଛି । ସେମିତି ବଡରୁ ବଡ ଆଜି କାଲି ଛୁଆ ଗ୍ୟାଷ୍ଟିକ୍ ଓ ପେଟର ସମସ୍ୟାରୁ ସାଧାରଣ କଥା ହୋଇସାରିଛି , ପେଟ ଯେବେ ଗୁଡଗୁଡ୍ ହୋଇଥାଏ , ତାହା ସାଧାରଣତଃ ଖାଳି ପେଟ ଯୋଗୁଁ ହୋଇଥାଏ । ଓ ଆମାଶୟର ଦ୍ୱାରା ଭୋଜନ ପଚାଇବାକୁ ପରସ୍ପର ମଧ୍ୟରେ ସଙ୍କୁଚିତ ହୋଇଥାଏ । ପେଟ ଖାଲି ହେବାରୁ ସେଠାରେ ଉପସ୍ଥିତ ଗ୍ୟାସ ଓ ପାଚନ ତତ୍ତ୍ୱ କାରଣରୁ ଏପରି ଆବାଜ୍ ହୋଇଥାଏ, ଯାହାକୁ ପେଟ ଗୁଡଗୁଡ୍ ହେବା କହନ୍ତି ।
ପେଟରୁ ଆବାଜ୍ ଆସିବା ସେମିତି ଏକ ସାମାନ୍ୟ କଥା ଅଟେ , କିନ୍ତୁ ଥରେ ଥରେ ଏମିତି ହେଲେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍ । କାରଣ ଏମିତି ମାମଲା ହୋଇଥାଏ ଯାହା ଅସାମାନ୍ୟର ପେଟରୁ ଆବାଜ୍ ସମସ୍ୟା ସଙ୍କେତ ହୋଇଥାଏ । ଯଦି ଆପଣଙ୍କୁ କିଛି ଅଧିକା ଆବାଜ୍ ପେଟରୁ ଶୁଣିବାକୁ ମିଳିଥାଏ । ତେବେ ସାବଧାନ ହୋଇଯାଆନ୍ତୁ , ପେଟରୁ ଆସୁଥିବା ଆବାଜ୍ ବିଷୟରେ ଅଲଟ୍ରାସାଉଣ୍ତ ଓ ଏକ୍ସ୍ ରେ କରିବା ପରେ ରୋଗର ଲକ୍ଷଣ ଦେଖା ନ ଗଲେ , ତେବେ ନିଜର ଖାଈବା ଶୈଳୀ ବଦଳାନ୍ତୁ । କିଛି ଲୋକ ପେଟରୁ ଗ୍ୟାସ୍ ହେବା କାରଣରୁ ଏହା ହୋଇଥାଏ , ଏହା ଛଡା ଅଧିକା ସମୟ ଭୋକିଲା ରହିଲେ ଏହା ହୋଇଥାଏ ।
ପେଟରେ ଏସିଡିଟି ଏକ ମୁଖ୍ୟ ସମସ୍ୟା ହୋଇଥାଏ , ଯାହା ଚିକିତ୍ସା କରିବା ଦ୍ୱାରା କମି ନଥାଏ , ଯଦି ପେଟରେ ଗୁଡୁଗୁଡୁ ହୋଇଥାଏ , ତେବେ ଏହାର କାରଣ ଗ୍ୟାସ୍ ପାଇଁ ହୋଇଥାଏ , ଯେବେ ଗ୍ୟାସ୍ କାରଣ ହୋଇଥାଏ , ତେବେ ସେ ଗ୍ୟାସ୍ ତିଆରି କରିଥାଏ , ଯାହା ଦ୍ୱାରା ଏହିପରି ଆବାଜ୍ ହୋଇଥାଏ । ଅଧିକା ସମୟ ଭୋକିଲା ରହିଲେ ଏହାର କାରଣରୁ ପେଟରେ ଗୁଡୁଗୁଡୁ ଆବାଜ୍ ହୋଇଥାଏ , କାରଣ ଖାଲି ପେଟରେ କାରଣରୁ ନାନା ପ୍ରକାର ଆବାଜ୍ ଆସିଥାଏ , ଯଦି ଏପରି ଆବାଜ୍ ଆସୁଛି ତେବେ କିଛି ଖାଇନିଅନ୍ତୁ , ଭୋଜିଲା ରହିବା ପରେ ଯଦି କିଛି ଖାଇନେଉଛନ୍ତି ତେବେ ଏହା ପଚିବାକୁ ଅସୁବିଧା ହୋଇଥାଏ । ଏଥିପାଇଁ ପେଟରୁ ଆବାଜ୍ ହୋଇଥାଏ ।
ପେଟ ଖରାପ ହେବା କାରଣରୁ ଆମର ପାଚନ ତନ୍ତ୍ର ଠିକ୍ ଭାବରେ କାମ କରିନଥାଏ , ଯାହା ଦ୍ୱାରା ପେଟରୁ ଗଡବଡର ଆବାଜ୍ ଆସିଥାଏ , ଏଥିରେ କୌଣସି ଅନ୍ୟ କାରଣ ନଥାଏ ।
ଯଦି ଆପଣଙ୍କର ବାରମ୍ବାର ପେଟରେ ଗ୍ୟାସ୍ ହେଉଛି କିମ୍ବା ଆବାଜ୍ ଆସୁଛି, ତେବେ ମେଡିସିନ୍ ନେବାପରେ ସମସ୍ୟା ବନ୍ଦ ହେଉନାହିଁ ତେବେ ଏହା ଅନ୍ତ କ୍ୟାନ୍ସର ଲକ୍ଷଣ ହୋଇପାରେ , କ୍ୟାନ୍ସର୍ ପେଟ୍ ଗ୍ୟାସ୍ ତିଆରି କରିଥାଏ , ଯାହାକୁ ଆମେ ସହଜରେ ଚିହ୍ନିପାରି ନଥାଉ ।