ରାସ୍ତାରେ ପଡି କି କଷ୍ଟ ପାଉଥିଲା ଝିଅ ଟି – ଟ୍ୟାକ୍ସି ଡ୍ରାଇଭର ନିଜ ଗାଡି ବିକି ସେହି ଝିଅ ର ଚିକିତ୍ସା କରାଇଲେ ସେହି ଡ୍ରାଇଭର – କିନ୍ତୁ ତାପରେ ସେହି ଝିଅଟି ଏପରି କଲା ଯେ ସମସ୍ତ ଚକିତ ହେଇ ରହିଗଲେ…
![](https://odiaexpress.net/wp-content/uploads/2019/07/a-taxi-driver-saved-a-womans-life-and-got-repaid-like-this-01.02.19-1.jpg)
କେବେ କେବେ ଭାଗ୍ୟ ଆମ ଉପରେ ମେହେରବାନ ହୋଇଯାଏ । ଓ ଭଲ ଫଳ ବି ହୋଇଯାଏ , ସହାରନପୁର ଜିଲ୍ଲାରେ ରହୁଥିବା ରାଜବୀର ଏବେ କିଛି ଦିନ ହେବ ଏକ ନୁଆ ଟ୍ୟାକ୍ସି କିଣିଥିଲେ , ଦିନେ ସେ କାମରୁ ଫେରୁଥିଲା , ଓ ସକାଳୁ ଟାଇମ୍ ବଞ୍ଚାଇବାପାଇଁ ସେ ଗାଡିକୁ ଟିକେ ବେଗ ବଢାଇଥିଲା , ସେ ଦେଖିଲା ରାସ୍ତା ଉପରେ ଭିଡ ଉପରେ ଜମା ହୋଇଛି । ତାପରେ ଟାକ୍ସି ରୋକାବାକୁ ଚାହିଁଲା । ସେ ଦେଖିଲେ ଜଣେ ସୁନ୍ଦର ଝିଅ ରାସ୍ତାରେ ରକ୍ତରେ ଛଟପଟ ହେଉଛି , ଓ କେହି ବି ସାହାର୍ଯ୍ୟ କରୁନାହାନ୍ତି , ଆନନ ଫାନନରେ ରାଜବୀର ସେ ଝିଅକୁ ଟ୍ୟାକ୍ସିରେ ବସାଇଲା , ଓ ମେଡିକାଲ୍ ରେ ନେଇକରିଗଲା ।
ମେଡିକାଲ୍ ପହଞ୍ଚିଲା ବେଳକୁ ରାଜବୀର ଡାକ୍ତରକୁ ନିବେଦନ କରିଥିଲା କି ସେ ଝିଅର ଜୀବନ ବଞ୍ଚାଇବାପାଇଁ , ଡାକ୍ତର କହିଲେ ରକ୍ତ ବହୁତ ବୋହି ଯାଉଛୁ , ଓ ବଞ୍ଚିପାରିବା ମୁସକିଲ୍ ଅଟେ , ଡାକ୍ତର କହିଲେ ତାଙ୍କୁ ବଞ୍ଚାଇବା ପାଇଁ ଗୋଟେ ଉପାୟ ଅଛି ତାର ଅପରେସସନ୍ କରିବାକୁ ହେବ , ଯାହାର ପାଇଁ ୨ ଲକ୍ଷ ଟଙ୍କା ଦରକାର ପଡିପାରେ , ଏହା ଶୁଣି ରାଜବୀର ଆଶ୍ଚର୍ଯ୍ୟ ହୋଇଗଲା ।
ସେହି ଝିଅର ଜୀବନ ବଞ୍ଚାଇବାପାଇଁ ସେ ୨,୫ ଲକ୍ଷ ଟଙ୍କାରେ ନିଜ ଟ୍ୟାକ୍ସି ବିକ୍ରି କରିଦେଲା । ସେହି ସମୟରେ ସେ ଯେତେବେଳେ କଲେଜ ଆସୁଥିଲା ସେତେବେଳେ ଏହି ଦୂର୍ଘଟଣା ହୋଇଥିଲା , ଓ ପୂର୍ଣ୍ଣ ରୂପେ ଠିକ୍ ହେବାପରେ ସେ ଝିଅ ଚାଲିଯାଇଛନ୍ତି , ଏହି ଘଟଣା ପରେ ଦିନେ ସେହି ଝିଅ ରାଜବୀରର ଘରକୁ ଆସିଥିଲା ।
ବିଶ୍ୱବିଦ୍ୟାଳୟରେ ଲୋକ ପୁରା ଭିଡ ଥିଲା , ସବୁ କୋର୍ଟ ପାଣ୍ଟରେ ଆସିଥିଲେ , ରାଜବୀର ବି ନିଜ ବୁଢୀ ମା ସହ ଯାଇଥିଲା , ଓ ସମସ୍ତଙ୍କ ପଛରେ ସେ ଯାଇବସିଥିଲା , ମୁଖ୍ୟ ଅତିଥି ଦ୍ୱାରା ପ୍ରଥମ ନାଁ ଅସିମାର ଡକାହୋଇଥିଲା , ମୁଖ୍ୟ ଅତିଥି କହିଲେ ଏହି ଝିଅକୁ ଗୋଲ୍ଡ ମେଡାଲ୍ ଜିତିଛନ୍ତି , ଅସିମା ତାପରେ କହିଲେ କି ମୋତେ ୧ ମିନିଟ୍ ସମୟ ଦରକାର , ଓ କିଛି ସମୟ ମଧ୍ୟରେ ଅସିମା ରାଜବୀର ପାଖରେ ପହଞ୍ଚିଥିଲା , ସେ ସମୟରେ ସେ କହିଥିଲା କି ଏହି ମେଡାଲ୍ ର ଅସଲି ହକଦାର୍ ମୋ ଭାଇ ଅଟନ୍ତି , ଓ ସମସ୍ତଙ୍କ ଆଗରେ ରାଜବୀରଙ୍କ ଉପକାର ବିଷୟରେ କହିଲା , ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା , ଓ ତାପରେ ସେ ତା ଭାଇକୁ ଏକ ଟ୍ୟାକ୍ସି ଦେଇଥିଲା , ଓ ତା ସହ ରହିବାକୁ ଲାଗିଲେ