February 5, 2025

Odia Express

Here, There and Everywhere

ଗଛ ଲଗାଇବା ପାଇଁ ଖୋଳୁଥିଲେ ଗାତ , କିନ୍ତୁ ମାଟି ତଳୁ ମିଳିଲା ପ୍ରାଚୀନ ହନୁମାନଙ୍କ ମୂର୍ତ୍ତି ଆଉ ତାପରେ ହେଲା ଏଭଳି ଚମତ୍କାର ଯେ..

1 min read

ଭୋପାଳ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମାଟି ତଳେ ଅଚାନକ ଏକ ପ୍ରାଚୀନ ହନୁମାନଙ୍କ ମୁର୍ତ୍ତି ମିଳିବାପରେ ଦର୍ଶନ୍ କରିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା , ଏହି ମୁର୍ତ୍ତି ଏତେ ପୁରାତନ ଥିଲା କି ଏହା କେଉଁ ଶତାର୍ଦ୍ଦୀର ହୋଇପାରେ , କୁହାଯାଉଛି କି ଏହି କ୍ଷେତରେ ମନ୍ନତ ବାବା ନାମକ ଏକ ସନ୍ତ ବହୁତ ବର୍ଷ ପୂର୍ବରୁ କିଣିଥିଲେ , ମିନାଲ ରେସିଡେନ୍ସି ନିବାସୀ ମନ୍ନତ ବାବା ପ୍ରସିଦ୍ଧ ସନ୍ଥ ଅଟନ୍ତି । ମନ୍ନତ ବାବା ବହୁତ ବର୍ଷ ପୁର୍ବରୁ ବରଖେଡି ଅବଦୁଲ୍ଲାଙ୍କଠାରୁ ସାଢେ ଚାରି ଏକର ଜାଗା କିଣିଥିଲେ , ୪-୫ ବର୍ଷ ପୁର୍ବରୁ ସେ ଠାରେ ଏକ ମହାଯଜ୍ଞ ବି କରିଥିଲେ , ଗୁରୁବାର ଦିନ ପ୍ରାୟ ୪ ଟା ବେଲେ ଆଖପାଖରେ ଗଛ ଲଗାଇବାପାଇଁମ୍ ଜେସିବି ଗାତ ଖୋଳିବା କାମ କରୁଥିଲା , ଏହି ସମୟରେ ପଥର ମାଟି ନିର୍ମିତ ବଜରଙ୍ଗବାଲୀଙ୍କ ପ୍ରତିମା ନଜର ଆସିଥିଲା , ମାଟିରୁ ଏହି ମୁର୍ତ୍ତି ବାହାର କରିବାପାଇଁ ବହୁତ ଲୋକେ ଆଗ୍ରହୀ ଥିଲେ । ଓ ଦର୍ଶନ୍ ପାଇଁ ବହୁତ ଶ୍ରଦ୍ଧାଳୁ ଭିଡ ଜମାଇଥିଲେ ।

 

କିଛି ସମୟ୍ ପରେ ଏହାର ସୁଚନା ପାଖ ପୋଲିସ୍ ଷ୍ଟେସନକୁ ଲାଗିଲା , ସିଏସ୍ ପି ଅଯୋଧ୍ୟା ନଗରର ସୁରେଶ ଦାମଲେ ମଉକା ସ୍ଥାନରେ ପହଞ୍ଚିଲେ , ମନ୍ନତ ବାବା ବହୁତ ଦିନରୁ ଏହି ଜାଗାରେ ଏକ ବଡ ଆଶ୍ରମ କରିବାପାଇଁ ଭାବୁଥିଲେ , ଗୁରୁବାର ଦିନ ଭଗବାନଙ୍କ ମୁର୍ତ୍ତି ସ୍ୱୟଂ ମାଟିତଳୁ ବାହାରିଥିଲା , ସେ କହିଲେ କି ଏହି ସ୍ଥାନରେ ବିଶେଷ ଅନୁଷ୍ଠାନ କ୍ରମ ଆରମ୍ଭ ହେବ , ସେଠାରେ ବଜରଙ୍ଗବାଲି ପ୍ରକଟ ହେବାର ଖବର ଶୁଣିବାପରେ ବଡ ସଂଖ୍ୟାରେ ଲୋକେ ଦର୍ଶନ କରିବାକୁ ଆସିଥିଲେ ।

 

ଧାର୍ମିକ ଆୟୋଜନରେ ବଡ ସଂଖ୍ୟାରେ ଯୋଡିହଉଥିବାର ଦେଖି ମଉକାରେ ପୋଲିସ୍ ଫୋର୍ସ ନିଯୁକ୍ତି ଦିଆଯାଇଛି, ସେପଟେ ମୁର୍ତ୍ତି କେତେ ପ୍ରାଚୀନ ଅଛି, ଏହା ପୁରାତତ୍ତ୍ୱ ବିଭାଗ ସହ ଯୋଡି ହୋଇଥିବା ଲୋକେ ଏହାର ସୁଚନା ନେଇପାରିବେ, ଯେବେ କି ମାଟି ତଳୁ ମୁର୍ତ୍ତି ମିଳିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଶୁକ୍ରବାରକୁ ବରଖେଡିର ଅବଦୁଲ୍ଲା ଗାଁରେ ଲୋକଙ୍କର ବହୁତ ଭିଡ ହୋଇଥିଲା , ପୋଲିସ୍ ଙ୍କ କହିବା କଥାକ୍ ଇ ଏହା ବାବାଙ୍କ ନିଜ ଜାଗାରେ ବାହାରିଛି, ଏଥିପାଇଁ ଏହି ମାମଲାକୁ କେଉଁ ଭଳି ବିବାଦ କରିବାର ଆଶଙ୍କା ହେଉନାହିଁ ।

Leave a Reply

Your email address will not be published. Required fields are marked *