June 21, 2025

Odia Express

Here, There and Everywhere

ପୃଥିବୀରେ କେବଳ ଭାରତରେ ଅଛି ଏହି ଦିବ୍ୟ ବୃକ୍ଷ, ଏହାକୁ ଛୁଇଁଲେ ଦୂର ହୋଇଥାଏ ଶରୀରର ସବୁ ରୋଗ…

ଏହି ପାରିଜାତ ବୃକ୍ଷ ଦୁନିଆଁରେ କେବଳ ଅଲଗା ବୃକ୍ଷ ଭାବେ ଜଣା ଯାଏ , ଆପଣଙ୍କ ସୂଚନା ପାଇଁ କହିଦେବୁ କି ଏହି ପାରିଜାତ ବୃକ୍ଷ କଲମ ବି ତିଆରି ହୋଇଥାଏ , ପାରିଜାତ ବୃକ୍ଷ ଜୁନ୍ ପାଖାପାଖି ବହୁତ ସୁନ୍ଦର ଧଳା ରଙ୍ଗର ଫୁଲ୍ ଫୁଟିଥାଏ , କିନ୍ତୁ ପାରିଜାତ ବୃକ୍ଷର ଫୁଲ କେବଳ ରାତିରେ ଫୁଟିଥାଏ , ଓ ସକାଳ ହେଲା ପରେ ଏହା ମଉଳିଯାଇଥାଏ , ପାରିଜାତ ଫୁଲକୁ ଲକ୍ଷ୍ମୀଙ୍କ ପୂଜା ଉଦ୍ଧେଶ୍ୟରେ ମହତ୍ତ୍ୱ ରଖିଥାଏ , କିନ୍ତୁ ଆପଣଙ୍କୁ ଏହା ଜଣା ନଥିବ କି ଲକ୍ଷ୍ମୀଙ୍କ ପୁଜାରେ ପାରିଜାତ ଫୁଲ ଚଢାଯାଇଥାଏ , ସେହି ଫୁଲ ଗୁଡିକ ସେଠାରେ ନଥାନ୍ତି ଯେଉଁଠି ଗଛ ଲାଗିଥାଏ , ବରଂ ସେହି ଫୁଲ ସେଠାରେ ରହିଥାଏ ଯେଉଁଠି ମାଟି ତଳକୁ ଖସିଆସେ ,

 

ମାନାଯାଏ କି ଥରେ ଦେବରୂଷି ନାରଦ ଯେବେ ପୃଥିବୀରେ ଶ୍ରୀକୃଷ୍ଣଙ୍କୁ ଦେଖାକରିବାକୁ ଆସିଥିଲେ , ତେବେ ନିଜ ସହ ପାରିଜାତର ଏକ ଫୁଲ ନେଇକରି ଆସିଥିଲେ , ସେ ଫୁଲକୁ ସେ ଶ୍ରୀକୃଷ୍ଣଙ୍କୁ ଭେଟି ଦେଇଥିଲେ , ଶ୍ରୀକୃଷ୍ଣ ସେହି ଫୁଲକୁ ତାଙ୍କ ସାଙ୍ଗରେ ବସିଥିବା ରୁକ୍ମଣୀଙ୍କୁ ଦେଇଥିଲେ , କିନ୍ତୁ ଯେବେ ଶ୍ରୀକୃଷ୍ଣଙ୍କ ଦ୍ୱିତୀୟ ଶ୍ରୀ ସତ୍ୟ ଭାମାଙ୍କୁ ଜଣା ପଡିଲା ସ୍ୱର୍ଗରୁ ଆସିବା ପାରିଜାତ ଫୁଲକୁ କୃଷ୍ଣ୍ନ ରୁକ୍ମଣୀକୁ ଦେଇଛନ୍ତି , ତେବେ ତାଙ୍କୁ ବହୁତ କ୍ରୋଧ ଆସିଥିଲା , ଓ ସେ ଶ୍ରୀକୃଷ୍ନଙ୍କ ସାମନାରେ ଜିଦ୍ କରିଥିଲେ କି ତାଙ୍କୁ ବାଟିକା ପାଈଁ ପାରିଜାତ ଗଛ ଦରକାର ।

 

ପାରିଜାତ ଗଛକୁ ଆୟୁର୍ବେଦୀକ ହରସିଂଗାର ଗଛ ନାଁରେ ଜଣା ଯାଇଥାଏ , ଏହାକୁ ଛୁଇଁଲେ ଶରୀରରେ ସବୁ ରୋଗ ଠିକ୍ ହୋଇଯାଏ , ଏହାର ଫୁଲ ପତ୍ର, ଓ ଛାଲର ଉପଯୋଗ ଔଷଧୀ ବନାଇବାରେ କରାଯାଏ , ଏହାର ପତ୍ରକୁ ସବୁଠାରୁ ଭଲ ଉପଯୋଗ ଗୃଧ୍ରସୀ(ସାୟାଟିକା) ରୋଗ ଦୂର କରିବାରେ ଉପଯୋଗ କରାଯାଏ , ଏହାର ଫୁଲ ହୃଦୟ ରୋଗ ପାଇଁ ଉପଯୋଗୀ ହୋଇଥାଏ ,

ବର୍ଷରେ ଗୋଟେ ମାସ ପାରିଜାତ ଉପରେ ଫୁଲ ଆସିଲେ ଯଦି ଏହି ଫୁଲକୁ କିମ୍ବା ଫୁଲର ରସକୁ ସେବନ କଲେ ହୃଦ ରୋଗରୁ ରକ୍ଷା ମିଳିଥାଏ , ଏତିକି ନୁହେଁ ପାରିଜାତର ପତ୍ରକୁ ପେଷି କରି ମହୁ ସହ ମିଶାଇ ପିଇଲେ ସୁଖିଲା ଖାସ ଦୂର ହୋଇଯାଏ ,ଏହି ପରି ଭାଏ ପାରିଜାତ ପତ୍ରକୁ ପେଷିକରି ତ୍ୱଚାରେ ଲଗାଇଲେ ତ୍ୱଚା ସଂବନ୍ଧୀ ରୋଗ ଠିକ୍ ହୋଇଯାଏ , ପାରିଜାତର ପତ୍ରକୁ ହୋଇଥିବା ହର୍ବାଲ୍ ତ୍ୱଚା ରୋଗ ଭରପୁର ବ୍ୟବହାର କରାଯାଏ , ପାରିଜାତର କୋପଲ ଯଦି ପାଞ୍ଚ କଳା ଲଙ୍କା ସହ ମହିଳାମାନେ ସେବନ କରନ୍ତି ତେବେ ମହିଳାଙ୍କ ପାଇଁ ସ୍ତ୍ରୀ ରୋଗରୁ ଲାଭ ମିଳିଥାଏ

Leave a Reply

Your email address will not be published. Required fields are marked *