March 14, 2025

Odia Express

Here, There and Everywhere

ଜାଣନ୍ତୁ କଣ ପାଇଁ ଗୋଟେ ଥାଳିରେ ତିନୋଟି ରୁଟି ପରସିବା ମାନାଯାଏ ଅଶୁଭ ,ଆଜି ହିଁ ଜାଣିନିଅନ୍ତୁ…

ବହୁତଥର ଆପଣ ଦେଖାଯାଇଥିବ କି ଯେବେ ଆପଣଙ୍କ ଘରେ ଖାଇବାପାଇଁ ପରୋସାଯାଈଥିବ ତେବେ ପରସିବାପରେ ଥାଳୀରେ ଏକାସାଙ୍ଗରେ ୩ ଟି ରୁଟି ଦେବାପାଇଁ ମନାକରାଯାଈଥିବ , କିନ୍ତୁ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ଏହି ୩ଟି ରୁଟି କଣ ଆଈଁ ପରସାଯାଏ ନାହିଁ , ଆସନ୍ତୁ ଜାଣିବା ସେହି ବିଷୟରେ ,ଯେପରି ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମରେ ବହୁତ ଶାସ୍ତ୍ର ବିଷୟରେ କୁହାଯାଇଛି , ଯେଉଁଥିରେ ବ୍ୟକ୍ତିର ଜୀବନ ବିଷୟରେ ବହୁତ ଜିନିଷ ଶୁଭ ଓ ଅଶୁଭ ବିଷୟରେ କୁହାଯାଈଛି , ସେମିତି ଜ୍ୟୋତିଷ୍ୟ ଶାସ୍ତ୍ରରେ ବହୁତ କଥା କୁହାଯାଇଛି , ଯାହାର ଅନୁସାରେ ଯଦି ବ୍ୟକ୍ତି ନିଜ ଅଧିକାଂଶ କାମ କରେ ତେବେ ବହୁତ ଲାଭ ହୋଇପାରେ , ସେମିତି ଶାସ୍ତ୍ରରେ ଗୋଟେ ଥାଳିରେ ୩ ଟି ରୁଟି ପରସିବା ଏକ ଅଶୁଭ ଲକ୍ଷଣ ବୋଲି ମାନାଯାଏ , କାରଣ ଧର୍ମ ଗ୍ରନ୍ଥରେ ୩ ଅଙ୍କ ବିଶିଷ୍ଟ ଜିନିଷକୁ ଅଲକ୍ଷଣ ବୋଲି ମାନାଯାଏ ।

ଏତିକି ନୁହେଁ ହୋମ କିମ୍ବା ପୁଜା ପାଠରେ ୩ ଟି ବସ୍ତୁକୁ ସାମିଲ୍ କରାଯାଇନଥାଏ । ଏହି କାରଣରୁ ଥାଳୀରେ ଖାଦ୍ୟ ପରିବେଷଣ କଲା ବେଲେ ଏହି ଧର୍ମର ପାଳନ କରାଯାଏ । ଏହି କାରଣରୁ ଆପଣଙ୍କୁ କେବେ ନିଜ ଥାଳୀରେ ତିନୋଟି ରୁଟି ନେବା ଉଚିତ୍ ନୁହେଁ , ହୋଇପାରେ ଯଦି ଟିକିଏ ରୁଟି କୁ ଭାଙ୍ଗି ପରସିପାରିବେ , ଏହି ପରି କରିବା ଅଶୁଭ ମାନାହୁଏ ନାହିଁ , ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିଲେ କେଉଁ ବ୍ୟକ୍ତିର ମୃତ୍ୟୁର ପରେ ତ୍ରୟୋଦଶୀ ସଂସ୍କାର ପୂର୍ବରୁ ବାହାରିଥିବା ଭୋଜନ ତିନୋଟି ରୁଟି ନିଆଯାଇଥାଏ , ଯାହାର କାରଣରୁ ଆପଣ କେଉଁ ବ୍ୟକ୍ତିକୁ ଏକା ସାଙ୍ଗେ ତିନୋଟି ରୁଟି ଖାଇବାକୁ ଦିଅନ୍ତି , ତେବେ ତାହା ମୃତକ ବ୍ୟକ୍ତିର ଭୋଜନ ବୋଲି ଜଣାଯାଏ ।

Leave a Reply

Your email address will not be published. Required fields are marked *