October 27, 2024

Odia Express

Here, There and Everywhere

ବାହାଘର ପରେ କ୍ୟାଟରିନା କୈଫ୍ ପ୍ରଥମଥର ବନାଇଲେ ରୋଷେଇଘରେ halwa, ଫଟୋ ସେୟାର୍ କରି କହିଲେ- ମୁଁ ତିଆରି କରିଛି ଖାଇକି ଭିକି କହିଲେ ଏପରି..

ଏହି ଦିନରେ ବିକି କୌଶଲ ଓ କ୍ୟାଟରିନା କୈଫଙ୍କ ନିଜ ବାହାଘରକୁ ନେଇ ବହୁତ ଶୋରେ ଭାଗ ନେଇସାରିଛନ୍ତି, ଏହି ଦୁହେଁ ୯ ଡିସେମ୍ବରକୁ ବିବାହ କରି ସ୍ୱାମୀ ସ୍ତ୍ରୀ ହୋଇଗଲେ, ବାହାଘର ହେବା ପୁର୍ବରୁ ଏହି ଦୁହେଁ ଦେଢ ବର୍ଷ ଜଣେ ଅନ୍ୟଙ୍କ ରିଲେସନସିପ୍ ରେ ଥିଲେ କିନ୍ତୁ ଏହି ଦୁହେଁ ପୁର୍ବରୁ କେବେ ଏହି କଥାର ଖୁଲାସା କରିନଥିଲେ, କି ସେମାନେ ରିଲେସନସିପ୍ ରେ ଅଛନ୍ତି । ସେମିତି ଏବେ ଏହି ଯୋଡି ନିଜ ବୈବାହିକ ଜୀବନ ଆନନ୍ଦପୁର୍ବକ ବ୍ୟତିତ କରୁଛନ୍ତି, ଏବେ ବାହାଘର୍ ପରେ କ୍ୟାଟରିନା ନିଜ ପ୍ରଥମ ରୋଷେଇଘରେ ସ୍ପେଶାଳ୍ ଡିସ୍ କରିଥିବାର ଫଟୋ ଫ୍ୟାନ୍ସଙ୍କ ସହ ସୋସିଆଲ୍ ମିଡିଆ ଏକାଉଣ୍ଟର ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି ।

ସୁଚନା ପାଇଁ କହିଦେବୁ କି ବାହାଘରର ପରେ ଏହି କପଲ୍ ନିଜ ହନିମୁନ୍ ପାଇଁ ବାହାରିଯାଈଥିଲେ ଯାହାପରେ ୧୪ ଡିସେମ୍ବରକୁ ଏହି ଯୋଡି ଏୟାରପୋର୍ଟରେ ଦେଖାଦେଇଥିଲେ, ଏହି ସମୟରେ କ୍ୟାଟିରିନା କୈଫଙ୍କ କିଛି ଫଟୋ ସୋସିଆଳ୍ ମିଡିଆରେ ଭାଇରାଳ୍ ହେଉଛି, ଯଦି ଭାଇରାଲ୍ ହୋଇଥିବା ଫଟୋରେ ଏହି ଦୁହେଁଙ୍କ ଆଉଟଫିଟ୍ କଥା କହିବା ତେବେ କ୍ୟାଟରିନା ଅରେଞ୍ଜ କଲରର ସୁଟ୍ ରେ ଅଧିକା ସୁନ୍ଦର ଦେଖାଯାଉଛନ୍ତି, ଏହା ସହ ମଥାରେ ସିନ୍ଦୁର ହାତରେ ଲାଲ କଲରର ଚୁଡା ପିନ୍ଧିଥିବାର ଦେଖାଯାଇଛି, ସେମିତି ବିକି କୌଶଲଙ୍କ କଥା କହିଲେ ତେବେ ସେ କ୍ରିମ୍ କଲରର ପେଟ ସାର୍ଟରେ ଅଧିକା ସୁନ୍ଦର ଦେଖାଯାଉଛନ୍ତି ଦୁହେଁ ସାଥିରେ ବହୁତ ସୁନ୍ଦର ଦେଖାଯାଉଛନ୍ତି, ଓ ଅଧିକା ଭଲ ବି ଲାଗୁଛନ୍ତି ।

ହଁ ଆଜ୍ଞା ଏବେ ଆପଣଙ୍କୁ ଦେଖାଉଛୁ କ୍ୟାଟରିନା କେଫଙ୍କ ପ୍ରଥମ ରଷୋଇ ଯାହା ଡିସ୍ ସେ ବନାଇଥିଲେ ତାହାରପ୍ରଥମ ଝଲକ , କହିଦେବୁ କି ୧୭ ଡିସେମ୍ବର ୨୦୨୧ ରେ କ୍ୟାଟରିନାକେଫ୍ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ତେଲରେ ଏକ ପୋଷ୍ଟ ସେୟାର୍ କରିଥିଲେ, ଯେଉଁଥିରେ ସେ ପ୍ରଥମଥର ପାଇଁ ବନାଇଥିବା ହାଲୱାର ଫଟୋ ସେୟାର୍ କରିଥିଲେ , ଏହି ଫଟୋ କୁ ସେୟାର୍ କରି କ୍ୟାଟରିନା ଲେଖିଥିଲେ କି ଏହା ମୁଁ କରିହ୍ଚି, ଅଭିନେତ୍ରୀ ଯେଉଁ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ସେଥିରୁ ଗୋଟେ କଥା ସଫା ଜଣାପଡେ କି କ୍ୟାଟରିନା ପ୍ରଥମଥର ରୋଷେଇ କରିବାର ଦେଖାଯାଇଛନ୍ତି  ।

ବାହାଘର ପରେ କ୍ୟାଟରିନା କୈଫ୍ ଓ ବିକି କୌଶଲ ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟ ଇନଷ୍ଟାଗ୍ରାମରେ ଏହାକୁ ସେୟାର୍ କରିଥିଲେ, ଓ ଆସିବା ଦିନରୁ କିଛି ନା କିଛି ଫଟୋ ସୋସିଆଲ୍ ମୀଡିଆରେ ସେୟାର୍ କରନ୍ତି, ଯାହାକି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥାଏ, ନିଜ ସୋସିଆଲ୍ ମିଡିଆରେ ଏହି ଯୋଡି ନିଜ ବାହାଘର ସହ ଯୋଡି ହୋଇଥିବା କିଛି ନା କିଛି ଫଟୋ ନିଶ୍ଚିତ ସେୟାର୍ କରନ୍ତି, ଯାହା ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ କରେ , ନିଜ ବାହାଘରକୁ ନେଇ ଆଜିକାଲି କ୍ୟାଟରିନା ବିକି କୌଶଲଙ୍କ ଲାଇମ୍ ଲାଇମ୍ ରେ ଆସିଛନ୍ତି, ଏହି କାରଣ ଅଟେ ଏମାନଙ୍କ ଦ୍ୱାରା ସେୟାର୍ କରାଯାଇଥିବା ଏହି ଫଟୋ ଅଧିକା ଭାଇରାଲ୍ ହୋଇଯାଉଛି ।

Leave a Reply

Your email address will not be published. Required fields are marked *