October 18, 2024

Odia Express

Here, There and Everywhere

27 ଅକ୍ଟୋବର ରାଶିଫଳ : ଆଜି ଏହି ୬ ଟି ରାଶିର ଜୀବନରେ ଆସିବ ବଡ Change, ଚମକିବ ଭାଗ୍ୟ, ହେବ ଆର୍ଥିକ ଫାଇଦା

1 min read

ରାଶିଫଳ ଦ୍ୱାରା ବ୍ୟକ୍ତି ନିଜ ଭବିଷ୍ୟତ ସହ ଯୋଡି ହୋଇଥିବା ପରିସ୍ଥିତି ପୁର୍ବରୁ ଅନୁମାନ କରିପାରେ, ଯାହାଦ୍ୱାରା ପରିସ୍ଥିତିର ସାମ୍ନା କରିବାରେ ସକ୍ଷମ ହୋଇପାରିବ, ରାଶିଫଳ ବାହାର କରିବା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ଖୋଗଳିୟ ବିଶ୍ଲେଷଣ କରାଯାଏ। ଆଜି ଆପଣଙ୍କୁ କେଉଁ କେଉଁ ପରିସ୍ଥିତିରେ ଗତି କରିବାକୁ ପଡିବ ଆପଣ ଏହାର ସୁଚନା ନିଜ ରାଶିର ଅନୁସାରେ ଜାଣନ୍ତୁ ।

୧) ମେଷ ରାଶି-ପୁଜା ପାଠରେ ଅଧିକା ମନ ଲାଗିବ, ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବେ, ଯଦି ଆପଣ କିଛି ପୁର୍ବରୁ ନିବେଶ କରିଛନ୍ତି ତେବେ ଫାଈଦା ମିଳିବ, ପରିବାର ସହ ଭଲ ସମୟ କଟାଇବେ, ମାନସିକ ଚିନ୍ତାରୁ ମୁକ୍ତି ପାଇବେ, ବିଜନେସ୍ ରେ ଅନୁଭବି ବ୍ୟକ୍ତିଙ୍କ ଉପଦେଶ ଫାଇଦା ଦେଇପାରେ, କେଉଁ ଖାସ୍ ମିତ୍ରଙ୍କ୍ ଫୋନରେ କଥାବାର୍ତ୍ତା ହୋଇପାରେ, ଯେଉଁଥିରେ ଆପଣଙ୍କ ମନ ହର୍ଷିତ ହେବ, ପୁରୁଣା କ୍ଷତିର ଭରପାଇ କରିପାରିବେ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗିତା ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବେ । ଶିକ୍ଷକଙ୍କ ସହଯୋଗ୍ ମିଳିବ, ରୋଜଗାର ଦିଗରେ କରାଯାଈଥିବା ପ୍ରୟାସ ସଫଳ ରହିବ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦୁର ହୋଇପାରେ, ଛୁଆଙ୍କ ଉନ୍ନତିର୍ ଖୁସିଖବର ମିଳିବ, ଦୁର ସଂଚାର ମାଧ୍ୟମରେ ଶୁଭ ସୁଚନା ଶୁଣିବାକୁ ମିଳିବ, ଯେଉଁଥିରେ ଘର ପରିବାରଙ୍କ ମାହୋଲ୍ ଖୁସିମୟ ହେବ, ପ୍ରେମ ଜୀବନରେ ସୁଧାର ଆସିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ ।

୩) ମିଥୁନ ରାଶି- ଆର୍ଥିକ ଦୃଷ୍ଟିରୁ ବହୁତ ଉତ୍ତମ ରହିବ, କମ୍ ପରିଶ୍ରମରେ ଅଧିକା ସଫଳତା ମିଳିବ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ମିଳିପାରିବ, କେଉଁ ପୁରୁଣା ବିବାଦ ଥିଲେ ତାର ସମାଧାନ ହେବ, ବେପାର ସହ ଜୋଡି ହୋଇଥିବା ବ୍ୟକ୍ତି ଟେକନିକ୍ ର ବ୍ୟବହାର କରିବେ, ଯିଏ ଭବିଷ୍ୟରେ ଲାଭଦାୟକ ସିଦ୍ଧ ହେବ, ପ୍ରେମ ଜୀବନ ଭଲ ରହିବ, ଜୀବନସାଥୀ ସହ ଆପଣ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରିବେ, ଯଦି କେଉଁଠି ନିବେଶକରିବେ ତେବେ ଭଲରେ ବୁଝନ୍ତୁ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ପରିବାରର ବଡ ବୟସ୍କଙ୍କ ସ୍ୱାସ୍ଥ୍ୟ ବିଗିଡୀପାରେ, ଯାହାର କାରଣରୁ ଆପଣ ଚିନ୍ତିତ ରହିବେ, ଆପଣ କେଉଁ ମହତ୍ତ୍ୱପୁର୍ଣ୍ଣ ମାମଲାରେ ବିନା ବୁଝିବିଚାରି ଫଇସଲା ନିଅନ୍ତୁ ନାହିଁ, ନହେଲେ କ୍ଷତି ହୋଇପାରେ, ସ୍ୱାମୀ ସ୍ତ୍ରୀ ନିଜ ଭାବନାକୁ ବୁଝିବେ, ସାଙ୍ଗଙ୍କ୍ ସହ କେଉଁ ଆଡେ ବୁଲିଯାଇପାରନ୍ତି, ପ୍ରେମ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହେବ, ଯେଉଁ ବ୍ୟକ୍ତି ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ ଚାକିରି ମିଳିପାରିବ, ଆର୍ଥିକ ସ୍ଥିତି ମଜବୁତ୍ ହୋଇପାରେ ୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଖୁସିରେ ଭରି ରହିବ । ବିଜନେସ୍ କରୁଥିବା ଲୋକଙ୍କୁ ଭାରି ଧନ ଲାଭ ହେବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ, ପ୍ରେମ ଜୀବନରେ ଆଜି ମଜବୁତି ଦେଖିବାକୁ ମିଳିବ, ତାହା ସହ ଭାବନାକୁ ବୁଝିବେ, ଅଟକିଥିବା ପଇସା ଫେରିପାରିବେ, ବ୍ୟାଙ୍କ ସହ ଯୋଡି ହୋଇଥିବା ଲେଣଦେଣରେ ଫାଈଦା ମିଳିବାର ଆଶା ନଜର ଆସୁଛି, କେଉଁ ଖାସ୍ ସାଙ୍ଗରେ ଫୋନରେ ଲମ୍ବା ବାର୍ତ୍ତାଳପ କରିପାରନ୍ତି, କେଉଁ ପ୍ରକାରର ବିବାଦରେ ପଡନ୍ତୁ ନାହିଁ ।

୬) କନ୍ୟା ରାଶି- ପାରିବାରିକ ଦାୟିତ୍ୱ ମିଳିପାରେ, ଯାହା ଉପରେ ଧ୍ୟାନ୍ ଦେବାକୁ ହେବ, ମୌସୁମ ଖରାପ ହେବା କାରଣରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ, ବାହାର ଖାଦ୍ୟପେୟରୁ ଦୁରେଇ ରୁହନ୍ତୁ, ପରିବାର ଲୋକଙ୍କର ପୁରା ସହଯୋଗ ମିଳିବ, ବହୁତ ଦିନରୁ ଅଟକି ରହିଥିବା କାମ ପୁରା ହେବ, ମା ବାପାଙ୍କ ଆଶିର୍ବାଦ ମିଳିବ, ବେପାରରେ ନୁଆଯୋଜନାକରିବେ, ଆପଣ କିଛି ବିପଦପୁର୍ଣ୍ଣ କାମ ହାତକୁ ନିଅନ୍ତୁ ନାହିଁ ।

୭) ଆଜି ଆପଣଙ୍କ ଦିନ ସାମାନ୍ୟ ରୁପେ କଟିବ, ବାଜେ ଖର୍ଚ୍ଚ ଉପରେ ଲଗାମ୍ ଲଗାଇବାକୁ ହେବ, ପ୍ରାଇଭେଟ୍ ଚାକିରି କରୁଥିବା ବ୍ୟକ୍ତିଙ୍କୁ ବଡ ଅଧିକାରିଙ୍କ ସପୋର୍ଟ ମିଳିବ, ଯଦି ଆପଣ୍ କେଉଁଠି ପଇସା ନିବେଶ କରିବାର ଯୋଜନା କରୁଛନ୍ତି ତେବେ ସବୁଠାରୁ ପ୍ରଥମେ ଘରର ଅନୁଭବି ବ୍ୟକ୍ତିର ଉପଦେଶ ନିଅନ୍ତୁ, ଏଥିରେ ଆପଣଙ୍କୁ ଫାଈଦା ମିଳିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, କଠିନ ବିଷୟରେ ସହଯୋଗ ମିଳିପାରିବ, ଆଜି କେଉଁ ବି ଲମ୍ବା ଦୁରଯାତ୍ରାରୁ ଯିବାରେ ବଞ୍ଚିବାକୁ ହେବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ବ୍ୟସ୍ତତାରେ ରହିବ, ଜରୁରୀ କାମକୁ ପୁରା କରିବାପାଇଁ ଅଧିକା ପରିଶ୍ରମ କରିବାକୁ ପଡିପାରେ, ଶାରରୀକ ଥକାପଣ ଓ ଦୁର୍ବଳତା ଅନୁଭବ ହୋଇପାରେ, ବନ୍ଧୁଙ୍କ ସହଯୋଗ ମିଳିବ, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତାରେ ପରିକ୍ଷାର ଭଲ ପରିଣାମ ମିଳିବ, ଯଦି ଆପଣ କାମ କାର୍ଯ୍ୟରେ ମନ ମୁତାବିକ ଲାଭ ପାଇବାକୁ ଚାହୁଁଛନ୍ତିତେବେ କଠିନ ପରିଶ୍ରମ କରିବାକୁ ପଡିବ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ରହିବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ହେବ, କାରଣ ସେଥିରୁ କିଛି ହ୍ରାସ ହୋଇପାରେ, ସଂନ୍ଧ୍ୟା ସମୟରେ ପରିବାର ଲୋକଙ୍କ ସହ କେଉଁଠାକୁ ବୁଲିବାକୁ ଯୋଜନା କରିପାରନ୍ତି ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ଉନ୍ନତି ଭରା ରହିବ, କାମ କାର୍ଯ୍ୟରେ ପରିଶ୍ରମରୁ ଅଧିକା ସଫଳତା ମିଳିବାର ଯୋଗ ନଜର ଆସୁଛି, ଭାଗ୍ୟ ଆପଣଙ୍କ ପୁରା ସାଥ୍ ରହିବ, ଆପଣଙ୍କ ଅଟକିଥିବା କାର୍ଯ୍ୟ ପୁରା ହେବ, ମାନସିକ ଚିନ୍ତାରୁ ମୁକ୍ତି ମିଳିବ, ଘର ପରିବାରରେ ବାତାବରଣ ସୁଖମୟ ହେବ, ଘରେ ବଡ ବୟସ୍କଙ୍କ ଉପଦେଶ ପାଇଁ ଫାଈଦା ଦାୟକ ହେବ, ପ୍ରେମ ସଂବନ୍ଧରେ ମଜବୁତି ଆସିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ତାଳମେଳ ରହିବ, ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବଢିବ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସିବ, ଆପଣଙ୍କ ସକରାତ୍ମକ ଉର୍ଜାରେ ଭରପୁର ରହିବ, ଆପଣ ସବୁ କାର୍ଯ୍ୟରେ ଜୋସ୍ ର ସହ ପୁରା କରିବେ, ବିଜନେସ୍ ରେ ଭଲ ଲାଭ ମିଳିପାରିବ, ବିଶେଷ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣ ନୁଆ ଯୋଜନାରେ ସଫଳତା ପାଇବେ, ଚାକିରି କ୍ଷେତ୍ରରେ ଆପଣଙ୍କ ପକ୍ଷ ରହିବ, ବଡ ଅଧିକାରୀଙ୍କ ଆପଣଙ୍କ ସପୋର୍ଟ କରିବେ, ଘରୋଇ ଦରକାର ପୁରା ହେବ, ଛୋଟ ମୋଟ୍ ବେପାରୀ ଗ୍ରାହକଙ୍କ ବୃଦ୍ଧି ହେବ ।

୧୧)କୁମ୍ଭ ରାଶି –ଆଜି ଆପଣଙ୍କ ଦିନ ମିଶ୍ରିତ ରହିବ, ଆପଣ କେଉଁ ଯାତ୍ରାରେ ଯିବାର ଭାବୁଥିଲେ ଟିକିଏ ସତର୍କ ରୁହନ୍ତୁ, କାରଣ ଦୁର୍ଘଟଣା ହେବାର ଆଶଙ୍କା ରହୁଛି, ଯଦି ଯାତ୍ରା କରିବାର ଜରୁରୀ ଅଛି ତେବେ ବାହାନ ଚଲାଇବା ସମୟରେ ସାବଧାନ ରୁହନ୍ତୁ, ଉଧାର ଦେଇଥିବା ପଇସା ମିଳିପାରିବ, ଶଶୁରଘର ପକ୍ଷରୁ ମାନ ସମ୍ମାନ ମିଳିବ, ସାମାଜିକକାର୍ଯ୍ୟକ୍ରମରେ ଭାଗ ନେବେ, ଯାହାର୍ ନିଶ୍ଚିତ ଲାଭ ମିଳିବ, ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ପାଇବେ, ନିଜ ଭାବନା ସକରାତ୍ମକ ରଖିବାର ଆବଶ୍ୟକତା ଅଛି, ଯଦି କିଏ କୋର୍ଟ କଚେରି ମାମଲା ଚାଳୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ ।

୧୨) ମୀନ ରାଶି- ଆଜି ଆପଣନ ଦିନ ମଉକ ମସ୍ତିରେ କଟିବ, ମନୋରଞ୍ଜନ ସାଧନ ଅଧିକା ଖର୍ଚ୍ଚ ହେବ, ଦରକାର କରୁଥିବା ଲୋକଙ୍କୁ ସାହାଯ୍ୟ କରିବାରେ ଆଗୁଆ ରହିବେ, ପ୍ରେମ ଜୀବନରେ ସୁଧାର ଆସିବ, ଗୁପ୍ତ ଶତ୍ରୁ ସକ୍ରିୟ ରହିବେ, ଏହା ଆପଣଙ୍କୁ ହାନି ପହଞ୍ଚାଇବାର ଚେଷ୍ଟା କରିପାରିବେ, ଏଥିପାଇଁ ସାବଧାନ ରହିବାର ଦରକାର ଅଛି, ବିଜେନେସ୍ ରେ ଆପଣଙ୍କୁ କିଛି ବି ଫଇସଲା ନେବା କ୍ଷତି ସହିବାକୁ ପଡିପାରେ, ଭବିଷ୍ୟକୁ ଧ୍ୟାନ ରଖି ନିବେଶ କରନ୍ତୁ, ଯାହା ଲାଭଦାୟକ ରହିବ ।

Leave a Reply

Your email address will not be published. Required fields are marked *