October 17, 2024

Odia Express

Here, There and Everywhere

ରତନ ଟାଟାଙ୍କ ଦିମାଗ୍ ଅଟେ Computer ଠାରୁ ଆହୁରି କ୍ଷିପ୍ର, ଆକାଶମଧ୍ୟରେ ଯେବେ ଖରାପ ହେଲା ହେଲିକାପ୍ଟର ତ କିଛି ଏପରି କରିଲେ ସେଲଫ୍ ଲ୍ୟାଣ୍ତିଙ୍ଗ୍

ରତନ ଟାଟା ଏମିତି ଏକ ନାଁ ଅଟେ ଯାହାଙ୍କୁ ଭାରତର ସବୁ ବ୍ୟକ୍ତି ଜାଣନ୍ତି, ରତନ ଟାଟା ଭାରତର ସବୁଠାରୁ ବଡ ଉଦ୍ୟୋଗପତିଙ୍କ ମଧ୍ୟରୁ ଜଣେ ଅଟନ୍ତି। ରତନ ଟାଟା ୧୯୯୧ ରୁ ନେଇକରି ୨୦୧୨ ପର୍ଯ୍ୟନ୍ତ ରତନ ଟାଟା ଗ୍ରୁପର ଅଧ୍ୟକ୍ଷ୍ୟ ରୁପରେ କାର୍ଯ୍ୟ କରିଛନ୍ତି, ଓ ରତନ ଟାଟା ଏବେ ଟାଟା ଗ୍ରୁପ୍ ଅଫ୍ ଚ୍ୟାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ୍ୟ ରୁପରେ କାର୍ଯ୍ୟ କରୁଛନ୍ତି, ରତନ ଟାଟା ଭାରତରେ ବହୁତ ବଡ ବଡ କମ୍ପାନୀ ଗଢି ତୋଳିଛନ୍ତି, ଯେଉଁଥିରେ ଟାଟା ଷ୍ଟିଲ୍, ଟାଟା ପାୱାର, ଟାଟା ମୋଟର୍ସ, ଓ ଇଣ୍ତିଆନ୍ ହୋଟେଲ୍ସ ସାମିଲ୍ ଅଛି, ଏହି ସବୁ କମ୍ପାନୀଗୁଡିକ ଅଧ୍ୟକ୍ଷ୍ୟ ରତନ ଟାଟା ନିଜେ ଅଟନ୍ତି, ସେ ନିଜ ତେଜ୍ ଦିମାଗ ଓ ପରିଶ୍ରମ ବଳରେ ଟାଟା ଗ୍ରୁପକୁ ଏକ ଅଲଗା ଶିଖରରେ ପହଞ୍ଚାଇଛନ୍ତି, ରତନ ଟାଟାଙ୍କ ଜନ୍ମ ୨୮ ଡିସେମ୍ବର ୧୯୩୭ ରେ ସୁରଟରେ ହୋଇଥିଲା, ଯାହାକି ଭାରତର ଗୁଜୁରାଟରେ ସ୍ଥିତ ଅଛି, ସେ ପ୍ରାରମ୍ଭିକ ଶିକ୍ଷା କ୍ୟାମ୍ପିୟନ୍ ସ୍କୁଲରେ ପୁରା କରିଥିଲେ, ଏହି ସ୍କୁଲ ମୁମ୍ବାଇରେ ଅଛି ।

ରତନ ଟାଟା ୧୯୬୨ ରେ କର୍ଣ୍ଣଲ୍ ବିଶ୍ୱବିଦ୍ୟାଳୟରୁ ବାସ୍ତୁକଳାରେ ସଂରଚନାତ୍ମକ ଇଞ୍ଜିନିୟରିଙ୍ଗ୍ ଡିଗ୍ରୀ ହାସିଲ୍ କରିଥିଲେ, ୧୯୬୧ ରେ ସେ ନିଜ କ୍ୟାରିୟରର ଆରମ୍ଭ ଟାଟା ଗ୍ରୁପ୍ କୁ ସ୍ଥାପନା କରିଥିଲେ, ତେବେ ଜେଆରଡି ଟାଟା ଗ୍ରୁପର ଚେୟାର୍ ମ୍ୟାନ୍ ଥିଲେ, କିନ୍ତୁ ୧୯୯୧ ରେ ଜେଆରଡି ଟାଟା  ରତନ ଟାଟାଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ୍ୟ ରୁପରେ ଘୋଷିତକରିଦେଲେ, ଓ ନିଜ ଅଧ୍ୟକ୍ଷ୍ୟତା ଛାଡିଦେଲେ, ସୁଚନା ପାଇଁ କହିଦେବୁ କି ରତନ ଟାଟାଙ୍କୁ ଭାରତ ସରକାରଙ୍କ ଦ୍ୱାରା ବହୁତ ସମ୍ମାନରେ ସମ୍ମାନିତ୍ କରାଯାଇଛି

୨୦୦୦ ରେ ରତନ ଟାଟାଙ୍କୁ ପଦ୍ମଭୁଷଣ ଦ୍ୱାରା ସମ୍ମାନିତ କରାଯାଇଛି, ଓ ସେ ୨୦୦୮ ରେ ପଦ୍ମ ବିଭୁଷଣ ଆୱାର୍ଡ ବି ନିଜ ନାଁରେ କରିଛନ୍ତି, ଏହି ସମ୍ମାନ କେଉଁ ସାଧାରଣ ବ୍ୟକ୍ତିଙ୍କୁ ମିଳିନଥଏ, ବରଂ ଭାରତର ଦ୍ୱିତୀୟ ଓ ତୃତୀୟ ସର୍ବୋଚ୍ଚ ବ୍ୟକ୍ତିଙ୍କୁ ଏହା ସମ୍ମାନିତ କରାଯାଏ, ଏହା ଛଡା ରତନ ଟାଟା ନିଜ ପରିଶ୍ରମ ବଳରେ ବହୁତ ଆୱାର୍ଡସ୍ ଓ ସମ୍ମାନ ହାସିଲ୍ କରିସାରିଛନ୍ତି ।

ରତନ ଟାଟା ଭାରତର ସବୁଠାରୁ ବଡ ଉଦ୍ୟୋଗପତି ଅଟନ୍ତି, ଭାରତରେ ହଜାର ଲୋକ ତାଙ୍କୁ ନିଜ ରୋଲ୍ ମଡେଲ୍ ବୋଲି ମାନନ୍ତି, ସେ ନିଜ ପରିଶ୍ରମ୍ ବଳରେ ଏହି ସଫଳତା ହାସିଲ୍ କରିଥିଲେ, ଲୋକେ ଆଜି ତାଙ୍କୁ ବଞ୍ଚିବାର ପ୍ରେରଣା ଶିଖନ୍ତି, ସେ ନିଜ୍ କଡା ପରିଶ୍ରମ ବଳରେ କମ୍ପାନୀକୁ ଏକ ଅଲଗା ଶିଖରରେ ପହଞ୍ଚାଇଛନ୍ତି, ଓ ସେ ଗରିବ ଲୋକଙ୍କୁ ବି ବହୁତ ସାହାଯ୍ୟ କରିଛନ୍ତି, ଓ ବହୁତ ବେସାହାରା ଲୋକଙ୍କୁ ସାହାରା ଦେଇଛନ୍ତି, ତାଙ୍କ ଜୀବନରେ ଏମିତି ବହୁତ ଅଣଶୁଣା କାହାଣୀ ଅଛି ଯାହା ସମସ୍ତଙ୍କୁ କିଛି ଶିଖିବାକୁ ମିଳିଥାଏ

ରତନ ଟାଟାଙ୍କୁ ଭାରତରେ ବହୁତ ଲୋକ ସମ୍ମାନ ଦିଅନ୍ତି, ରତନ ଟାଟା ନିଜ ଜୀବନରେ ଚାରିଥର ବାହାହେବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ କେଉଁ ନା କେଉଁ କାରଣରୁ ସେ ବିବାହ କରିପାରିଲେ ନାହିଁ , ସେମିତି ତାଙ୍କ ଜୀବନରେ ଏମିତି ବହୁତ କାହାଣୀ ଅଛି ଯାହାକୁ ବହୁତ କମ୍ ଲୋକ ଜାଣିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି ।ରତନ ଟାଟା ଯେବେ ୧୭ ବର୍ଷର ଥିଲେ, ତେବେ ସେ ପାଇଲଟ୍ ଲାଇସେନ୍ସ ହାସିଲ୍ କରିନେଇଥିଲେ, ରତନ ଟାଟା ନିଜେ ଏକ ଇଣ୍ଟରଭ୍ୟୁରେ ଏହି କାହାଣୀ ବିଷୟରେ କହିଥିଲେ

ଯେବେ ସେ କଲେଜରେ ଥିଲେ ତେବେ ହେଲିକାପ୍ଟର ଖରାପ ହେବା କାରଣରୁ ସେ ଅଳ୍ପରୁ ବର୍ତ୍ତିଯାଇଥିଲେ, କଥା କିଛି ଏମିତି ଥିଲା କି କିଚି ସାଙ୍ଗଙ୍କ ସହ ସେ ଏକ ସିଙ୍ଗଲ୍ ଇଞ୍ଜିନ୍ ର ହେଲିକାପ୍ଟର ଉଡାଉଥିଲେ, କିନ୍ତୁ ଅଚାନକ ହେଲିକାପ୍ଟର ଆକାଶରେ ଖରାପ ହୋଇଥିଲା, ଓ ଯେବେ ହେଲିକାପ୍ଟର ଖରାପ ହୋଇଯାଇଥିଲା ତେବେ ପାଣି ଉପରେ ତାହା ଉଡୁଥିଲା, ତେବେ ରତନ ଟାଟା ଆଗକୁ କହିଲେ କି ସେ ବହୁତ ପ୍ରଚେଷ୍ଟାରେ ସେହି ହେଲିକାପ୍ଟରକୁ ପାଣିରୁ ଦୁରରେ ନେଇକରି ତଳେ ଲ୍ୟାଣ୍ତିଙ୍ଗ୍ କରାଇଥିଲେ, ଓ ନିଜର ଓ ନିଜ ସବୁ ସାଙ୍ଗଙ୍କ ଜୀବନ ବଞ୍ଚାଇଲେ, ସେ ହେଲିକାପ୍ଟରରେ ତିନିଜଣ ସାଙ୍ଗ ତାଙ୍କର ଥିଲେ ।

Leave a Reply

Your email address will not be published. Required fields are marked *