October 18, 2024

Odia Express

Here, There and Everywhere

ବଲିଉଡ୍ ର୍ ଏହି ୨ ଜଣ Close ବନ୍ଧୁଙ୍କର ଥିଲା ନିବିଡ ବନ୍ଧୁତା, ଗୋଟେ ହିଂ ରୋଗରୁ ଗୋଟେ ହିଁ ତାରିଖରେ ହୋଇଥିଲା ନିଧନ

ବନ୍ଧୁତା ଏମିତି ଏକ ସଂମ୍ପର୍କ ହୋଇଥା ଯାହା ରକ୍ତର ସଂମ୍ପର୍କ ହୋଇନଥାଏ ବରଂ ଏହା ରକ୍ତର ସଂମ୍ପର୍କରୁ ଅଧିକା ହୋଇଥାଏ, ଏକ ସଚ୍ଚା ସାଥୀ କେବେ ନିଜ ସାଙ୍ଗକୁ ଛାଡି ନଥାଏ ଯେତେ ବି ଅସୁବିଧା ଆସୁନା କାହିଁକି ସେ ପୁରା ବୟସ ନିଜ ବନ୍ଧୁତାର ସାଥ୍ ଦିଏ, ଏହି ସଂମ୍ପର୍କ ଯେପରି ଅନ୍ୟ କୌଣସି ସଂମ୍ପର୍କ ନାହିଁ, ଆପଣ ସେମିତି ବହୁତ ବନ୍ଧୁତାର କାହାଣୀ ଶୁଣୀଥିବେ କିନ୍ତୁ ଆଜି ଆମେ ବଲିଉଡ୍ ର ଦୁଇଜଣ ଏମିତି ସୁପରଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଦୋସ୍ତିର ମିଶାଲ୍ ଆଜିର ତାରିଖରେ ସର୍ବଦା ସ୍ମରଣୀୟ ରହିଛି । ଓ ଦୁହେଁଙ୍କ ମୃତ୍ୟୁ ଗୋଟିଏ ରୋଗର କାରଣରୁ ହୋଇଥିଲା।

ବଲିଉଡ୍ ରେ ଜଣେରୁ ବଳି ଜଣେ ଏମିତି ବହୁତ୍ ଅଭିନେତା ଆସିଛନ୍ତି । ବହୁତ କଳାକାର ନିଜ ଅଭିନୟରୁ ସମସ୍ତଙ୍କ ହୃଦୟ ଜିତିଛନ୍ତି । ସେଥିରୁ ୭୦ ଓ ୮୦ ଦଶକରେ ଏମିତି ଅଭିନେତା ଥିଲେ ଯିଏକି ନା କେବଳ ନିଜ କାମରୁ ବରଂ ନିଜ ଲୁକ୍ସ ଓ ନେଚର୍ ରୁ ସମସ୍ତଙ୍କ ହୃଦୟ ଜିଣିଥିଲେ । ଆମେ କଥା ହେଉଛେ ବିନୋଦ ଖାନ୍ନା ଓ ଫିରୋଜ ଖାନ୍ ଙ୍କ ବିଷୟରେ ଏହି ଦୁହେଁ ହିଁ ଅଭିନେତାଙ୍କୁ ଫିଲ୍ମ ଦୁନିଆଁ ରେ କେଉଁ ବି ଗଡ୍ ଫାଦର୍ ନଥିଲେ, ଦୁହେଁ ନିଜ ପରିଶ୍ରମରୁ ନିଜ ନାଁ କମାଇଥିଲେ । ଫିରୋଜ୍ ଖାନ୍ ଓ ବିନୋଦ ଖାନ୍ନା ବହୁତ ସାରା ଫିଲ୍ମରେ ଏକା ସାଙ୍ଗେ କାମ କରିଥିଲେ

ଲୋକେ ତାଙ୍କ ଯୋଡିକୁ ବହୁତ ସାରା ଭଲ ପାଇବା ଦେଇଥିଲେ, ଅସଲ ଜୀବନରେ ଏହି ଦୁହେଁଙ୍କ ଜୋଡି ବହୁତ ପସନ୍ଦ କରାଯାଇଥିଲା, ଏହି ଦୁହେଁ ଅଭିନେତାଙ୍କ ବହୁତ ସାରା ସୁପରହିଟ୍ ଫିଲ୍ମରେ ଏକା ସାଙ୍ଗେ କାମ କରିଥିଲେ, ଦୁହେଁ ନିଜର ଶାନଦାର୍ ଅଭିନୟର ଦମରେ ଲକ୍ଷାଧିକ ଲୋକଙ୍କ ହୃଦୟରେ ଜାଗାବନାଇପାରିଥିଲେ, ଓ ନିଜ ପରିଚୟକୁ ଶିଖରରେ ପହଞ୍ଚାଇଥିଲେ  । ସୁଚନା ପାଇଁ କହିଦେବୁ କି ୧୯୭୪ ରେ ଫିରୋଜ୍ ଖାନ୍ ଓ ବିନୋଦ ଖାନ୍ନା ଏକା ସାଙ୍ଗରେ ଶଙ୍କର ଶଂମ୍ଭୁ ରେ କାମ କରିଥିଲେ, ଏହି ଫିଲ୍ମ ଟିରେ ଦର୍ଶକ ବହୁତ ସାରା ଭଲ ପାଇବା ଦେଇଥିଲେ

ଏହାପରେ ୧୯୮୦ ରେ ଆସିଥିବା କୁର୍ବାନୀ ରେ ଦୁହେଁ ନଜର ଆସିଥିଲେ, ଏହାର ଡାଇରେକ୍ସନ ଫିରୋଜ୍ ଖାନ୍ କରିଥିଲେ, ଫିରୋଜ୍ ଖାନ୍ ଓ ବିନୋଦ ଖାନ୍ନାଙ୍କ ଛଡା ଅମରିଶ ପୁରୀ, ଅମଜଦ ଖାନ୍, ଜିନତ ଅମାନ୍, କାଦର ଖାନ୍, ଶକ୍ତି କାପୁର ଓ ଅରୁଣା ଇରାନୀ ସବୁ କଳାକାର ଥିଲେ, ଫିଲ୍ମ ହିଟ୍ ହୋଇଥିଲା, ଓ ଜବରଦସ୍ତ କମାଇ ବି କରିଥିଲା, ସେହି ସମୟରେ ଏହି ଫିଲ୍ମ ୧୨ କୋଟି ବିଜନେସ୍ ସହ ସଫଳ ରହିଥିଲା, ଏହି ଫିଲ୍ମରେ ଦୁହେଁଙ୍କ ବନ୍ଧୁତା ମଜବୁତ୍ ହୋଇଯାଇଥିଲା ।

କହିଦେବୁ କି ପରେ ଦୁହେଁ ମିଶିକରି ଦୟାବାନ୍ ଫିଲ୍ମରେ ଏକା ସାଙ୍ଗେ କାମ କରିଥିଲେ, ଯେଉଁଠି ଫିରୋଜ ଖାନ୍ ଫିଲ୍ମର ନିର୍ଦ୍ଧେଶକ ଥିଲେ ସେମିତି ବିନୋଦ ଖାନ୍ନାଓ ମାଧୁରୀ ଦିକ୍ଷିତ ଲିଡ୍ ରୋଲରେ ଥିଲେ, ଏହି ଫିଲ୍ମ ଜବରଦସ୍ତ ହିଟ୍ ହୋଇଥିଲା, ଓ ଦର୍ଶକଙ୍କୁ ଏହି ଫିଲ୍ମ ବହୁତ ପସନ୍ଦ ଆସିଲା, ଏହାପରେ ଫିରୋଜ୍ ଖାନ୍ ଓ ବିନୋଦ ଖାନ୍ନା କେବେ ପଛକୁ ବୁଲି ଦେଖିନାହାନ୍ତି, କଣ ଆପଣ ଜାଣିଛନ୍ତି କି ଏହି ଦୁହେଁଙ୍କ ଯୋଡି କେବଳ ପର୍ଦାରେ ନୁହେଁ ବରଂ ଅସଲ ଜୀବନରେ ବି ବହୁତ୍ ପସନ୍ଦ କରାଯାଏ , ଏହି ଦୁହେଁଙ୍କ ବନ୍ଧୁତା ବଲିଉଡ୍ ରେ ମିଶାଲ୍ ଦିଆଯାଏ

କହିଦେବୁ କି ଇଣ୍ତଷ୍ଟ୍ରିରେ ଦୁହେଁ ଘନିଷ୍ଠ ବନ୍ଧୁ ଗୋଟେ ହିଁ ତାରିଖରେ ଦୁହେଁ ଦୁନିଆଁକୁ ଛାଡି ଚାଲିଯାଇଥିଲେ, ଫିରୋଜ ଖାନ୍ ଙ୍କ ମୃତ୍ୟୁ ୨୦୦୯ ରେ ହୋଇଥିଲା, ଯେବେ କି ବିନୋଦ ଖାନ୍ନା ୮ ବର୍ଷ ପରେ ୨୦୧୭ ରେ ଏହି ଦିନ ଅନ୍ତିମ ନିଶ୍ୱାସ ତ୍ୟାଗ କଲେ, ଦୁହେଁ ମୃତ୍ୟୁର କାରଣ କ୍ୟାନ୍ସର ହିଁ ଥିଲା , ଫିରୋଜ ଖାନ୍ ଙ୍କ ନିଧନ ଫୁସଫୁସ୍ କ୍ୟାନ୍ସର୍ କାରଣରୁ ହୋଇଥିଲା, ସେମିତି ବିନୋଦ ଖାନ୍ନାଙ୍କ ବ୍ଲଡ୍ କ୍ୟାନ୍ସର ହୋଇଥିଲା, ଏହି ଦୁହେଁ ଅଭିନେତା ଦୁନିଆଁକୁ ଅଲବିଦା କହିବା କାରଣ ଗୋଟେ ହିଁ ଥିଲା ଓ ଦୁହେଁ ଗୋଟେ ହିଁ ତାରିଖରେ ମୃତ୍ୟୁ ବରଣ କରିଥିଲେ ।

Leave a Reply

Your email address will not be published. Required fields are marked *