October 16, 2024

Odia Express

Here, There and Everywhere

Amruta ସିଂଙ୍କୁ ଏଲିମନିର ପଇସା ଦେବା ସମୟରେ କାନ୍ଦି ପକାଇଥିଲେ ସୈଫ୍ ଅଲ୍ଲୀ ଖାନ୍, କହିଲେ ମୁଁ ସାହାରୁଖ୍ ନୁହେଁ

ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂ ୨୦୦୪ ରେ ଛାଡପତ୍ର ନେଇଥିଲେ, ଓ ନିଜ ରାସ୍ତା ଅଲଗା କରିଦେଇଥିଲେ, ଛାଡପତ୍ର ନେବାର କିଛି ବର୍ଷ ପରେ ସୈଫ୍ ଅଲ୍ଲୀ ଖାନ୍ କରିନା କାପୁରଙ୍କୁ ବିବାହ କରିନେଇଥିଲେ, ଅମୃତା ସିଂଙ୍କୁ ଛାଡପତ୍ର ନେବା ସୈଫ୍ ଅଲ୍ଲୀ ଖାନ୍ ଙ୍କ ପାଇଁ ସହଜ ନଥିଲା, ଓ ସେ ଭଲ ଅର୍ଥରାଶୀ ଅମୃତା ସିଂଙ୍କୁ ଦେବାକୁ ପଡିଥିଲା ।

କୁହନ୍ତି କି ଛାଡପତ୍ର ନେବାପରେ ଏଲିମନି ଅମୃତା ସୈଫ୍ ଙ୍କ ଠାରୁ ୫ କୋଟି ଟଙ୍କା ଡୀମାଣ୍ତ କରିଥିଲେ, ଅମୃତା ଙ୍କ ଡୀମାଣ୍ତ ଶୁଣିକରି ସୈଫ୍ ଚକିତ ହୋଇଗଲେ, ସୈଫ୍ ଅଲ୍ଲୀ ଖାନ୍ ଏତେ ପଇସା ଦେବାରୁ ମନା କରିଦେଲେ, ଓ କହିଲେ କି ତାଙ୍କର ଏତେ ଇନକମ୍ ନାହିଁ, ପରେ ସୈଫ୍ ଅମୃତାଙ୍କୁ ପୁରା ରାଶି ଦେବାପାଇଁ ରାଜି ହୋଇଗଲେ, ସୈଫ୍ ଅମୃତାଙ୍କୁ କହିଥିଲେ କି ତାଙ୍କୁ ସେ ୨,୫ କୋଟିପରେ ଦେବେ, ତାହା ସହ ସୈଫ୍ ଏହା ବି କହିଥିଲେ କି ସେ ସବୁ ମାସରେ ୧ ଲକ୍ଷ ଟଙ୍କା ଅମୃତାଙ୍କୁ ଦେବେ ଯେବେ ତାଙ୍କର ପୁଅ ୧୮ ବର୍ଷର ହୋଇନଯିବ । ଏକ ଇଣ୍ଟରଭ୍ୟୁରେ ସୈଫ୍ ଅଲ୍ଲୀ ଖାନ୍ ତାଙ୍କ ଛାଡପତ୍ର ବିଷୟରେ କହିଥିଲେ, ଓ କହିଲେ କି ସେ କେଉଁ ସାହାରୁଖ୍ ଖାନ୍ ନୁହେଁ, ତାଙ୍କ ପାଖରେ ଏତେ ପଇସା ନାହିଁ, କିନ୍ତୁ ସେ ମରିବା ପର୍ଯ୍ୟନ୍ତ ନିଜ ଛୁଆଙ୍କୁ ପଇସା ଦେବେ, ଓ ପୁରା ରାଶି ଦେବେ, ଏହା ଛଡା ସୈଫ୍ ଏହା ବି କହିଥିଲେ କି ସେ ଫିଲ୍ମରୁ ଓ ଆଡ୍ ଫିଲ୍ମରୁ ଯାହା ବି କମାଇଛନ୍ତି ସେ ନିଜ ଛୁଆଙ୍କୁ ଦେଇଦେଲା, ଏତିକି ନୁହେଁ ସୈଫ୍ ନିଜ ବଙ୍ଗଲା ବି ଅମୃତା ଓ ଛୁଆଙ୍କୁ ଦେଇଦେଲା, ଓ ଏକ ଫ୍ଲାଟରେ ସିଫ୍ଟ ହୋଇଗଲେ ।

ତାଙ୍କର ପ୍ରଥମ ସାକ୍ଷାତ ଫିଲ୍ମ୍ ବେଖୁଦିରୁ ହୋଇଥିଲା, ଓ ଏଠାରୁ ତାଙ୍କ ଲଭ୍ ଷ୍ଟୋରୀ ଆରମ୍ଭ ହୋଇଥିଲା, ଯେଉଁ ସମୟରେ ଅମୃତା ସୈଫଙ୍କୁ ବିବାହ କରିଥିଲେ, ସେହି ସମୟରେ ବଲିଉଡ୍ ର ଟପ୍ ଅଭିନେତ୍ରୀ ଥିଲେ, ସୈଫ୍ ଅମୃତା ୧୯୯୧ ରେ ବିବାହ କରିନେଲେ, ସେମିତି ଅମୃତା ସୈଫଙ୍କ ଠାରୁ ୧୨ ବର୍ଷ ବଡ ଅଟନ୍ତି, ଏଥିପାଇଁ ସୈଫ୍ ଙ୍କ ପରିବାର ଏହି ବାହାଘର ବିପକ୍ଷରେ ଥିଲେ, ସେମିତି ବିବାହ ପରେ ଅମୃତା ନିଜ କ୍ୟାରିୟର୍ ଛାଡିଦେଇଥିଲେ, ଓ ନିଜ ପୁରା ସମୟ ପରିବାରକୁ ଦେଇଥିଲେ ।

ଏହି ବାହାଘର ପରେ ତାଙ୍କର ଦୁଇଟି ଛୁଆ ହେଲେ ଜଣେ ହେଲେ ସାରା ଓ ଆଉଜଣେ ଇବ୍ରାହିମ୍, ୨୦୦୦ ରେ ସୈଫ୍ ଙ୍କ ଜୀବନରେ ଇଟେଲିୟନ୍ ମଡେଲ୍ ରୋଜା ଆସିଲେ ରୋଜା ସୈଫଙ୍କ ଆସିବା ଦିନରୁ ମିଡିଆ କ୍ୟାମେରାରେ କଏଦ୍ ହେବାକୁ ଲାଗିଲେ, ଯାହାଦ୍ୱାରା ଅମୃତା ଓ ସୈଫଙ୍କ ମଧ୍ୟରେ ଦୁରତା ବଢିବାକୁ ଲାଗିଲା, ଓ ୨୦୦୪ ରେ ସେ ଛାଡପତ୍ର ନେଇଗଲେ, ରୋଜା ବି ସୈଫଙ୍କ ସଂମ୍ପର୍କ ଜଲଦି ହିଁ ଶେଷ ହୋଇଗଲା< ଅମୃତାଙ୍କ ଛାଡପତ୍ର ପରେ ସୈଫଙ୍କ ଲାଇଫ୍ ରେ କରିନା କପୁର ଆସିଲେ, ସୈଫ୍ ବହୁତ ମାମଲାରେ କରିନାଙ୍କୁ ଡେଟ୍ କରିଥିଲେ, ଓ ୨୦୧୨ ରେ କରିନାଙ୍କୁ ବିବାହ କରିନେଲେ, ଏବେ ଏହି ଦୁହେଁଙ୍କ ଦୁଇଟି ଛୁଆ ପ୍ୟାରେଣ୍ଟସ୍ ବି ହୋଇସାରିଛନ୍ତି ।

ସୈଫ୍ ଓ କରିନା ନିଜ ଘର ବଦଳାଇଦେଲେ, ଓ ପୁରୁଣା ବାଲା ଘର ଭଡାରେ ଦେଇଦେଲେ, ଯେଉଁଥିରେ ସବୁ ମାସ ତାଙ୍କୁ ୩,୫ ଲକ୍ଷ ଭଡା ମିଳୁଛି, ଯେବେ କି ଅମୃତା ନିଜ ଛୁଆଙ୍କ ସହ ଖୁସିରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *