October 18, 2024

Odia Express

Here, There and Everywhere

ଏହି କାରଣରୁ ଅବିବାହିତ ଅଛନ୍ତି Shaktiman, କହିଲେ ଏବେ ତ କେଉଁ ଝିଅ ମୋ ପାଇଁ ଜନ୍ମ ହିଁ ନେବ ନାହିଁ

ମୁକେଶ ଖାନ୍ନା ଏକ ଜଣାଶୁଣା ଚେହେରା ଅଟନ୍ତି, ସେ ଭୀଷ୍ମ ପିତାମହ ଓ ଶକ୍ତିମାନ୍ ରୋଲ୍ ପାଇଁ ବେଶ୍ ଜଣାଶୁଣା । ଟିଭି ସିରିଆଲ୍ ଛଡା ସେ ବହୁତ ଫିଲ୍ମରେ କାମ କରିଛନ୍ତି , ଓ ବହୁତ୍ ନାଁ କମାଇଛନ୍ତି, ୬୨ ବର୍ଷୀୟ ମୁକେଶ ଖାନ୍ନା ନିଜ ଜୀବନରେ ଏକଦମ୍ ଏକେଲା ଅଛନ୍ତି, ଓ ଏବେ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି, ମୁକେଶ ଖାନ୍ନା ବିବାହ କରିନାହାନ୍ତି ଏହି ବିଷୟରେ ଆଉଥରେ ଖୋଲିକରି କଥା ହୋଇଥିଲେ, ଓ କହିଥିଲେ କି କେଉଁ କାରଣରୁ ତାଙ୍କୁ ଜୀବନସାଥୀ ମିଳିପାରିନଥିଲା । ଏକ ଭିଡିଓ ଇଣ୍ଟରଭ୍ୟୁରେ ସେ ନିଜ ବାହାଘର ଉପରେ ଖୋଲିକରି କହିଥିଲେ

ଏହି ସମୟରେ ମୁକେଶ ଖାନ୍ନା କହିଥିଲେ କି ବାହାଘର ତାଙ୍କର ହୋଇଥାଏ, ଯାହାଙ୍କ ଭାଗ୍ୟରେ ଏହାର୍ ହେବା ଲେଖା ହୋଇଥାଏ, ସେମିତି ମୋର କହିବାର ଅଭ୍ୟାସ କାରଣରୁ ମୋର ସହ ବହୁତ ବିବାଦ କଥା ଯୋଡି ହୋଇଥାଏ, ମୁଁ ନିଜ ଜିବନରେ ଏକ ଏମିତି ବିବାହ ଶେଷ କରିବାକୁ ଚାହୁଁଛୁ, ଯିଏ ବହୁତ ବର୍ଷରୁ ଚାଲି ଆସୁଛି, ଏହା ମୋର ବିବାହ ସହ ଯୋଡି ହୋଇଛି  । ମୁକେଶ କହିଥିଲେ କି ମୁଁ ବିବାହ କଣ ପାଇଁ କରିନି, ଗୋଟେ ଜମାନାରେ ଏହା ସବୁ ଜର୍ଣ୍ଣାଲିଷ୍ଟ ଫେବରାଇଟ୍ ପ୍ରଶ୍ନ ହେଉଥିଲା, ମୁଁ ଆପଣଙ୍କୁ କହିଦେବୁ କି ମୁଁ ବାହାଘର ବିପକ୍ଷରେ ନାହିଁ

ଲୋକେ ବହୁତ ଥର କହନ୍ତି କି ମୁକେଶ ଖାନ୍ନା ଭିଷ୍ମ ପିତାମହ ରୋଲ୍ କରିଥିଲେ, ଯାହାକୁ ସେ ନିଜ ଜୀବନରେ ଆପଣାଇଛନ୍ତି, ଏଥିପାଇଁ ସେ ବିବାହ କରିନାହାନ୍ତି , କିନ୍ତୁ କହିଦେବୁ କି ଏତେ ମହାନ୍ ନୁହେଁ ମୁଁ ଓ କେଉଁ ବ୍ୟକ୍ତି ଭୀଷ୍ମ ପିତାମହ ହୋଇପାରିବି ନାହିଁ, ମୁଁ ନିଜେ ଜୀବନରେ ଭିଷ୍ମ ପ୍ରତିଜ୍ଞା ନେଇନଥିଲି, ବାହାଘର ନାଁରେ ଇନଷ୍ଟିଟ୍ୟୁସନ୍ କୁ ମୋତେ ଅଧିକା କେହି ମାନନ୍ତି ନାଇଁ ବିବାହ କରିବା ଭାଗ୍ୟରେ ଲେଖା ହୋଇଥାଏ, ଆଫେୟାର୍ ଲେଖା ହୋଇନଥାଏ , ତାଙ୍କ ମୁତାବିକ ବିବାହରେ ଦୁଇଟି ଆତ୍ମା ମିଶିଥାଏ, ବାହାଘର ଉପରୁ ଲେଖା ହୋଇଥାଏ

ଦୁଇ ଖାନଦାନ୍ କମିଟେଡ୍ ହୋଇଥାଏ, ଦୁଇ ପରିବାର ଜିନ୍ସ କମିଟେଡ୍ ହୋଇଥାଏ, ମୁଁ ଏହା ମାନୁଛି କି ସତ କାହାକୁ ଜଣାନଥାଏ, ବିବାହ ଦୁଇଟି ଆତ୍ମାର ହୋଇଥାଏ, ଯିଏ ୨୪ ଘଣ୍ଟା ସହ ରହିଥାଏ, ତାଙ୍କ ସାଥିରେ ରହିବାକୁ ପଡିଥାଏ, ଓ ସାଥିରେ ରହିବା ସହ ତାଙ୍କ ଜୀବନ ବଦଳିଯାଏ , ଓ ଦୁହେଁ ଭାଗ୍ୟ ମିଶିଥାଏ, ଓ ଜଣେ ଅନ୍ୟଙ୍କ ସାହାଯ୍ୟ କରିଥାଏ, ମୋର ବାହାଘର ହେବ କି ନାହିଂ ଏବେ କେଉଁ ଝିଅ ଜନ୍ମ ହେବାର ଅଛି ନା ମୋର ପାଇଁ ବିବାହ କରିବା ମୋର ପ୍ରାଇଭେଟ୍ ସମସ୍ୟା ଅଏ

ମୋର କେହି ସ୍ତ୍ରୀ ନାହାନ୍ତି, ମୋର ବାହାଘର ବିବାଦ ଶେଷ କରିବା । ବହୁତଥର ମୁକେଶ ଖାନ୍ନା ନିଜ ବୟାନକୁ କିଛି ନା କିଛି ବିବାଦ ହୋଇଯାଏ , କିଛି ବର୍ଷ ପୁର୍ବରୁ ମୁକେଶ ଖାନ୍ନା ଦି କପିଲ୍ ଶର୍ମା ଶୋ କୁ ବେକାର୍ କହିଥିଲେ, ସେହି ସମୟରେ ତାଙ୍କୁ କହିଥିଲେ କି ଏହି ଶୋ ମୋତେ ବିଲକୁଲ୍ ପସନ୍ଦ ଆସିନାହିଁ, ଏହି ଶୋରେ ଅସଭ୍ୟ ଭାଷା ବ୍ୟବହାର କରାଯାଏ ।

ଏହା ଛଡା ଅଭିନେତା ମି ଟୁ ଉପରେ ବି ନିଜ ରାୟ ରଖିଥିଲେ, ଯାହାର କାରଣରୁ ସେ ବିବାଦରେ ଆସିଲେ, ନିଜ୍ କଥା ରଖିକରି କହିଲେ କି ମହିଳା ଙ୍କ କାମ ଅଟେ ଘରେ ସଂମ୍ଭାଳିବା, ପ୍ରୋବ୍ଲେମ୍ କେଉଁଠୁ ଆରମ୍ଭ ହେଲା, ଯେବେ ମହିଳା ବି ବାହାର କାମ କରିବା ଆରମ୍ଭ କରିଦେଲେ, ଆଜି ମହିଳା ପୁରୁଷଙ୍କ ସହ ମିଶିକରି କାମ ଚଳାଇଥାନ୍ତି ।

Leave a Reply

Your email address will not be published. Required fields are marked *