October 17, 2024

Odia Express

Here, There and Everywhere

କ୍ରିଷ୍ଣା ଅଭିଷେକ ନିଜ Mamu ଗୋବିନ୍ଦାଙ୍କ ସହ ଶୋ କରିବାକୁ କରିଲେ ମନା, କହିଲେ ଆମ ମଧ୍ୟରେ ଦୁରତା ଶେଷ ହୋଇନାହିଁ

ଲୋକପ୍ରିୟ କମେଡିଆନ୍ କୃଷ୍ଣା ଅଭିଷେକ ଓ ତାଙ୍କ ମାମୁଁ ଗୋବିନ୍ଦାଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି, ଏମାନଙ୍କ ସଂମ୍ପର୍କରେ ଏବେ ଫାଟ ଆସିସାରିଛି, ଓ କୃଷ୍ଣା ଅଭିଷେକ ନିଜ ମାମୁଂମ୍ ଗୋବିନ୍ଦାଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି, ଖବର ଅନୁସାରେ ଦି କପିଲ୍ ଶର୍ମା ଶୋ ରେ ଜଲଦି ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନିତା ଆହୁଜା ଗେଷ୍ଟ ହିସାବରେ ନଜର ଆସିବାକୁ ଯାଉଛନ୍ତି, ଏମିତିରେ ଯେବେ ଏହି କଥା କୃଷ୍ଣା ଅଭିଷେକଙ୍କୁ ଜଣାପଡିଲା ତେବେ ସେ ଏହି ଏପିସୋଡ୍ କରିବାକୁ ମନା କରିଦେଲେ ।

କୃଷ୍ଣା କହିଲେ ସେମିତି ତାଙ୍କର ଗୋବିନ୍ଦାଙ୍କ ସହ ରିଲେସନ୍ ଖରାପ ହେଇଥାଉ, କିନ୍ତୁ ସେ କପିଲ୍ ଶର୍ମା ଓ ଶୋଙ୍କ କ୍ରିଏଟିଭ୍ ଟିମ୍ ଙ୍କ ଗୋବିନ୍ଦାଣ୍କ ସହ ରିଲେସନ୍ ଖରାପ ହେବାକୁ ଦେବେ ନାହିଁ, କୃଷ୍ଣା କହିଲେ କି ଏହା ମୋର ତରଫରୁ ହେବ, ଓ ତାଙ୍କ ତରଫରୁ ହେବ, ଏବେ ଏହି କମେଡି ଶୋ ଅଛି ତ ଜଣାନାହିଁ କି କେଉଁ କଥା ବଡ ହୋଇଯାଉ, ଓ ସେ ସବୁ ହେବ ଏମିତି କହିଦେଲେ, ସେମିତି କହିଦେଲି, ମୁଁ କିଛି ମୁଦ୍ଧା କରୁନି, ମୋତେ ଜଣାଅଛି କି ଅଡିଆନ୍ସ ଚାହୁଁଛି କି ଯେବେ ଗୋବିନ୍ଦା ଶୋରେ ଆସିବେ ତେବେ ମୁଁ ବି ମସ୍ତି କରିବି, କିନ୍ତୁ ମୋତେ ଲାଗୁଛି କି ପରଫର୍ମ ନ କରିବା ଭଲ ହେବ ।

କୃଷ୍ଣା କହିଲେ ଗତ ୧୫ ଦିନରୁ ମୁଁ ରାୟପୁର ଓ ମୁମ୍ବାଇ ମଝିରେ ନିଜ ଫିଲ୍ମ ଓ କପିଲ୍ ଶର୍ମାଙ୍କ ଶୋ ପାଇଁ ଯାଊଛି, ମୁଁ ସବୁବେଳେ ଶୋ ପାଇଂ ନିଜ ଡେଟ୍ ରଖେ କିନ୍ତୁ ଯେବେ ମୋତେ ଜଣା ଗଲା କି ଗେଷ୍ଟ୍ ହିସାବରେ ଆସୁଛନ୍ତି ତେବେ ମୋତେ ଏହି ଏପିସୋଡ୍ ରେ ଆସିବାକୁ ମନ ହେଲା ନାହିଁ, ଏଥିପାଇଁ ମୁଁ ଡେଟ୍ ବି ଆଡଜଷ୍ଟ କଲିନାହିଁ, ମୋତେ ଲାଗୁଛି କି ଆମେ ଦୁହେଁଙ୍କ ସହ ନଜର ଆସିବାକୁ ଚାହୁଁନାହାନ୍ତି , ଆମର ମଧ୍ୟରେ ଦୁରତା ସରିନାହିଁ, ଓ ଅସୁବିଧାକୁ ସମାଧାନ କରାଯାଈନାହିଁ । ଏହା ଦ୍ୱିତୀୟ ମଉକା ଅଟେ ଯେବେ କୃଷ୍ଣା ଅଭିଷେକ ଗୋବିନ୍ଦାଙ୍କ ସହ କାମ କରିବାକୁ ମନା କରିଦେଲେ

ଗତ ବର୍ଷରୁ କୃଷ୍ଣା ଅଭିଷେକ ସେଇ ଏପିସୋଡ୍ ସୁଟ୍ କରିବାକୁ ମନା କରିଦେଲେ, ଯେଉଁଥିରେ ତାଙ୍କ ମାମୁଁ ଆସିଥିଲେ ।  ପରେ ଏକ ଇଣ୍ଟରଭ୍ୟୁ ଦେଇକରି ସେ କହିଲେ କି ମୁଁ ଗୋବିନ୍ଦା ମାମୁଁଙ୍କୁ ବହୁତ ଭଲ ପାଏ, ମୁଁ ଜାଣୁଛି କି ସେ ମୋତେ ଭଲ ପାଆନ୍ତି, ଏଥିପାଇଁ ତାଙ୍କୁହକ୍ ଅଛି ନାରାଜ୍ ହେବାର୍,ଅ ମୁଁ ତାଙ୍କୁ ଏତେ ଭଲ ପାଉଛି କି ଏବେ ଯେପରି ଆମର ମଧ୍ୟରେ ହେଉଛି, ତାଙ୍କ କାରଣରୁ ତାଙ୍କୁ ସାମ୍ନା କରିପାରିବି ନାହିଁ, ଓ ନିଜ ଆଖିରୁ ଲୁହ ଅଟକାଇପାରିବି ନାହିଁ ।

ଏହାପରେ ଗୋବିନ୍ଦା ଏକ ଷ୍ଟେଟମେଣ୍ଟ ଜାରି କରିଥିଲେ, ଯେଉଁଥିରେ ଅଭିନେତା କହିଲେ କି ମୁଁ ପବ୍ଲିକରେ ଏହି ମୁଦାକୁ କଥା କହିବାରେ ଦୁଃଖୀ ହୋଇଛି, କିନ୍ତୁ ବହୁତ ହୋଇଯାଇଛି ଓ ସତ ସାମ୍ନାକୁ ଆସିବା ଦରକାର, ମୁଁ ନିଜ ଭଣଜା କୃଷ୍ଣାକୁ ନେଇକରି ରିପୋର୍ଟ ପଢିଲି କି ସେ ସୋରେ କଣ ପାଇଁ ପରଫର୍ମ କଲା ନାହିଂ, ମୋତେ ସେଥିରେ ଇନଭାଇଟ୍ କରାଯାଇଥିଲା, ସେ ଆମର ରିଲେସନସିପ୍ ଉପରେ କଥା କହିଲେ ଓ ବହୁତ ମାନହାନିକାରକ ଟିପ୍ପଣୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *