June 23, 2025

Odia Express

Here, There and Everywhere

ଯେବେ ବର ଦେଖିଲା କନ୍ୟାର ଚେହେରା ତେବେ Mandap ରୁ ପଳାଇ ସିଧା ପହଞ୍ଚିଲା ଥାନା, ଶୁଣାଇଲା ନିଜ ଦୁଃଖ, ଜାଣନ୍ତୁ ପୁରା ମାମଲା

ପୁଅ ହେଉ କିମ୍ବା ଝିଅ, ଯେବେ ଦୁହେଁ ଯୁବାବସ୍ଥାରେ ପାଦ ଦିଅନ୍ତି ତେବେ ତାଙ୍କର ଏହି ସ୍ୱପ୍ନ ହୋଇଥାଏ କି ତାଙ୍କୁ ଏକ ଭଲ ଓ ସୁନ୍ଦର ଜୀବନସାଥୀ ମିଳୁ, ବହୁତଥର ଦେଖାଯାଇଛି କି ପୁଅ ଓ ଝିଅ ଦୁହେଁ ନିଜ ବିବାହକୁ ନେଇକରି ବହୁତ ଉତ୍ସୁକ ରୁହନ୍ତି, ଯଦି ଆମେ ପୁଅଙ୍କ କଥା କହିବା ତେବେ ପୁଅଙ୍କୁ ନିଜ ମନ ପସନ୍ଦର ସ୍ତ୍ରୀ ଖୋଜାରେ ଲାଗିପଡନ୍ତି, ଯଦି ପୁଅକୁ ନିଜ ମନ ପସନ୍ଦର କନ୍ୟା ମିଳିଯାଏ , ତେବେ ସେ ବାହାହେବାପାଇଁ ବହୁତ ଅପେକ୍ଷା କରିଥାଏ । ପୁଅ ଓ ଝିଅ ଦୁହେଁଙ୍କ ପାଇଁ ବାହାହେବା ଦିନ ବହୁତ ଖାସ୍ ମାନାଯାଏ , ଏହି ଦିନକୁ ବର କନ୍ୟା ସ୍ମରଣୀୟ ମନାଇବାପାଇଁ ଯଥା ସଂମ୍ଭବ ଚେଷ୍ଟା କରନ୍ତି

ପୁଅ ନିଜ ସଜେଇ ହୋଇଥିବା ସ୍ତ୍ରୀର ଚେହେରା ଦେଖିବାପାଇଁ ବହୁତ ଉତ୍ସୁକ ହୋଇଥାଏ, ଯେବେ ନିଜ ସ୍ତ୍ରୀର ଚେହେରା ସେ ଦେଖିନିଏ ତେବେ ତାର ଚେହେରାରେ ଖୁସିର ଠିକଣା ରୁହେ ନାହିଁ, ଏହି ମଧ୍ୟରେ ଏକ ମାମଲା ଉତ୍ତର ପ୍ରଦେଶର ଇଟାବା ଜିଲ୍ଲାର ଅଟେ, ଯେଉଁଠି ଯେବେ ବର ନିଜ କନ୍ୟାର ଚେହେରା ଦେଖିଲା ତେବେ ସିଧା ମଣ୍ତପରୁ ଫେରାର୍ ହୋଇ ଥାନାରେ ପହଞ୍ଚିଗଲା, ଓ ସେଠାରେ ପହଞ୍ଚିକରି ନିଜ ଦୁଃଖ ଜଣାଇଲା, ତେବେ ଆସନ୍ତୁ ଜାଣିବା ପୁରା ମାମଲା କଣ ଅଟେ ।

ମିଳିଥିବା ସୁଚନା ଅନୁସାରେ ଏହି ଅଜବ ଘଟଣା ଉତ୍ତର ପ୍ରଦେଶର ଇଟାବା ଜିଲ୍ଲାର ଅଟେ । ଯାହାକୁ ଜାଣିବାପରେ ସବୁ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଇଟାବା ଜିଲ୍ଲାର ସିଭିଲ୍ ଥାନା କ୍ଷେତ୍ର ବିଜୟପୁରା ଗାଁର ଏହି ମାମଲା ଅଟେ, ଏଠାରେ ଶତ୍ରୁଘ୍ନ ନାମକ ଏକ ପୁଅ ବିବାହ ୨୭ ଅଗଷ୍ଟକୁ ଆସିଥିଲା, ବିବାହ ନିଳକଣ୍ଠ ମନ୍ଦିର ହୋଇଥିଲା, ଏମିତି କୁହାଯାଉଛି କି ଏହି ବିବାହ ଶତ୍ରୁଘ୍ନ ଦୁଇ ଦଲାଲ୍ ଜରିଆରେ କରିଥିଲା, ଏହାପାଇଁ ସେ ୩୫ ହଜାର ଟଙ୍କା ଦେଇଥିଲା, ଏହି ଦଲାଲ୍ ଶତ୍ରୁଘ୍ନକୁ ୨୦ ବର୍ଷର ଏକ ସୁନ୍ଦର ଝିଅର ଫଟୋ ଦେଖାଇଲେ, ଯେବେ ଶତ୍ରୁଘ୍ନ ଝିଅର୍ ଫଟୋ ଦେଖିଲା ତେବେ ସେ ଝିଅକୁ ପସନ୍ଦ କରିବସିଲା ଓ ଝିଅର ହାତରେ ସେ କିଛି ସଗୁନ୍ ଦେଇଦେଲା ।

ଖବର ଅନୁସାରେ ବିବାହର ତାରିଖ ଠିକ୍ ହୋଇଗଲା, ସେହି ଦିନ ବର ଓ ତାର ମା ଇନ୍ଦିରା ଦେବୀ ମନ୍ଦିର ବିବାହ କରିବାପାଇଁ ପହଞ୍ଚିଗଲେ, ଯେବେ ଠାରେ ବାହାହେବାପାଇଁ ଝିଅ ଆସିଲା ତେବେ ଶରିରର ଚାଲିଚଳଣି ଦେଖିକରି ବର ଓ ତାର ମାଙ୍କୁ ସନ୍ଦେହ ହେଲା, ଯେବେ ବର କନ୍ୟାର ଓଢଣା କାଢିଲା ତେବେ ସେ ଦେଖିକରି ଚକିତ ହୋଇଗଲେ ଓଢଣା ଭିତରୁ ୨୦ ବର୍ଷର ଝିଅ ନୁହେମ୍ଂ ବରଂ ୪୫ ବର୍ଷିୟ ଏକ ମହିଳା ଥିଲା, ଯାହାର ଦୁଇଟି ଛୁଆ ଥିଲେ, ଏହା ଦେଖିକରି ବର ଓ ତାର ମା ତୁରନ୍ତ ପାଖରେ ଥିବା ଥାନାରେ ପହଞ୍ଚିଲେ, ଓ କେସ୍ ଦର୍ଜ କରାଇଲେ ।

ଥାନାରେ ବର ପୋଲିସ୍ କୁ ନିଜ ଦୁଃଖ କଥା ଜଣାଇଲା, ଏହା ବି କହିଲା କି ମୁଁ ୨୦ ବର୍ଷର ଝିଅ ଫଟୋ ଦେଖିକରି ବାହାହେବାପାଈଁ ରାଜି ହୋଇଥିଲି କିନ୍ତୁ ବାହାଘର ଦିନ ୪୫ ବର୍ଷୀୟ ମହିଳାକୁ ଆଣି ଦେଖାଇଦେଲେ, ଯେବେ ଏହାର ବିରୋଧ କଲି ତେବେ ମୋତେ ମାରପିଟ୍ କରିବାକୁ ଲାଗିଲେ , ଏତିକି ନୁହେଁ ବରଂ ମୁଁ ବିବାହ ନକଲେ ଜୀବନରେ ମାରିଦେବାକୁ ଧମକ ବି ଦେଇଛନ୍ତି

ବର କହିଲା କି ଯେପରି ସେଠାରୁ ଜୀବନ ବଞ୍ଚାଇ ପଳେଇଆସିଲୁ, ସିଟି ଏସ୍ ପି କପିଲ୍ ଦେବ ସିଂ ପିଡିତର ବୟାନ୍ କୁ ଦର୍ଜ କରି ମାମଲାର ଛାନବିନ୍ କରିବାକୁ ଲାଗିଲା, ଏମିତି କୁହାଯାଉଛିକି ଏବେ ଆରୋପି ଫେରାର୍ ଅଛି, ଓ ଜଲଦି ହିଁ ଗିରଫ କରାଯିବାର ଆଶା କରାଯାଉଛି, ଦ୍ୱିତୀୟ ପଟେ ବିବାହ ନାଁରେ ଏତେ ବଡ ଧୋକା ହେବାପରେ ବର ଓ ତାର ମା ଏବେ ସଦମାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *