October 18, 2024

Odia Express

Here, There and Everywhere

କେବେ ଅଭିଷେକ ବଚ୍ଚନଙ୍କୁ ଜ୍ୱାଇଁ ବନାଇବାକୁ ଚାହୁଁଥିଲେ Hema Malini, ଇଶା ଦେଓଲ ମନା କରିଦେଇଥିଲେ କହିଦେଲେ ଏହି ବଡ କାରଣ

ବଲିଉଡ୍ ଡ୍ରିମ୍ ଗାର୍ଲ ହେମା ମାଳିନୀ ନିଜ ଜମାନାରେ ଟପ୍ ଅଭିନେତ୍ରୀ ରହିସାରିଛନ୍ତି, ସେ ବହୁତ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି, ସେ ନିଜ ସୁନ୍ଦରତା ଓ ଦମଦାର୍ ଅଭିନୟ ଦମରେ ଲକ୍ଷାଧିକ ଲୋକଙ୍କ ହୃଦୟରେ ଜାଗା ବନାଇପାରିଥିଲେ, ସେମିତି ଅମିତାଭ ବଚ୍ଚନଙ୍କ ସହ ସେ ନଜର ଆସିସାରିଛନ୍ତି, ଦୁହେଁଙ୍କ ଯୋଡି ବଡ ପର୍ଦାରେ ବହୁତ୍ ପସନ୍ଦ କରାଯାଇଥିଲା, ସେମିତି ଫିଲ୍ମ ବାଗବାନରେ ଦୁହେଁଙ୍କ ଅଭିନୟରୁ ସମସ୍ତଙ୍କ ହୃଦୟ ଜିତିପାରିଥିଲେ, ଅସଲ ଜୀବନରେ ଦୁହେଁ ଭଲ ବଣ୍ତ ସେୟାର୍ କରନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି ହେମା ମାଳିନୀ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ନିଜ ଜ୍ୱାଇଁ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଝିଅ ଇଶା ଦେଓଲ ଏହି ସଂମ୍ପର୍କକୁ ସିଧା ମନା କରିଦେଲେ ।

ହେମା ମାଳିନୀଙ୍କୁ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ସେ ସବୁ ଗୁଣ ଦେଖାଯାଇଥିଲା ଯାହା ନିଜ ଜ୍ୱାଇଁରେ ସେ ଚାହୁଁଥିଲେ, ସେ ଚାହୁଁଥିଲେ କି ତାଙ୍କ ବଡ ଝିଅ ଇଶା ଅଭିଷେକଙ୍କୁ ବିବାହ କରିନିଅନ୍ତୁ, ଏହି କଥା ୨୦୦୫ ର ଅଟେ, ଯେବେ ଅଭିଷେକ ବଚ୍ଚନ ସିଙ୍ଗଲ୍ ଥିଲେ, ସେମିତି ଇଶା ଦେଓଲ ବି ସିଙ୍ଗଲ୍ ଥିଲେ, ହେମା ମାଳିନୀ ନିଜ ଝିଅ ପାଇଁ ଏକ ପରଫେକ୍ଟ ସ୍ୱାମୀର ଖୋଜୁଥିଲେ, ଏହି ବିଷୟରେ ନିଜେ ଇଶା ଦେଓଲ କରନ୍ ଜୋହରଙ୍କ ଶୋରେ କହିଥିଲେ ।

କହିଦେବୁ କି ଇଶା ଥରେ ସାହିଦ୍ କାପୁରଙ୍କ ସହ କରନ୍ ଜୋହରଙ୍କ ଶୋରେ ଆସିଥିଲେ, ଏହି ସମୟରେ କରନ୍ ତାଙ୍କୁ ବିବାହ କରିବା ବିଷୟରେ ନେଇ ପଚାରିଥିଲେ, ସେ କହିଲେ କି ଆପଣଙ୍କ ମା ଅଭିଷେକଙ୍କୁ ନିଜ ଜ୍ୱାଇଁ ରୁପରେ ଦେଖିବାକୁ ଚାହୁଁଥିଲେ ଏହା ଉପରେ କଣ କହିବେ, ଇଶା ହସିକରି କହିଲେ କି ମୋର ମା ସତରେ ବହୁତ ଭଲ, ଅଭିଷେକ ବଚ୍ଚନ ଏହି ସମୟରେ ମୋଷ୍ଟ ଏଲିଜିବଲ୍ ବ୍ୟାଚଲେର୍ ଅଟନ୍ତି, ଏଥିପାଇଁ ଅଭିଷେକଙ୍କ ନାଁ ନିଆଯାଇଥିଲା, ମା ଚାହୁଁଥିଲେ କି କେଉଁ ଭଲ ଜୀବନ ସାଥୀସହ ନିଜ ଜୀବନ କଟାଏ, ସେ ଅଭିଷେକଙ୍କୁ ବେଷ୍ଟ ଲାଗନ୍ତି, କିନ୍ତୁ ସେ ବିବାହ କରିବାକୁ ଚାହୁଁନଥିଲେ ।

ଏହା ନୁହେଁ ବରଂ ଇଶା କହିଲେ କି ସେ ଅଭିଷେକଙ୍କୁ ନିଜ ବଡ ଭାଇ ମାନନ୍ତି, ଅଭିଷେକଙ୍କ ଛଡା ଏହା ସାମ୍ନାକୁଆସିଲା କି ବିବେକ ଓବରାୟ ଙ୍କୁ ବି ସେ ନିଜ ଜ୍ୱାଇଁ ରୁପରେ ମାନୁଥିଲେ, ଯେବେ ଏହି ପ୍ରଶ୍ନ ଇଶା ଦେଓଲଙ୍କୁ ପଚାରାଗଲା ତେବେ ସେ ମନା କରିଦେଲେ, କହିଲେ କିଛି ବି ଭାବୁଛନ୍ତି ମା, ବିବେକ ଓବରାୟ ବିଲକୁଲ୍ ମୋ ଟାଇପ୍ ର ନୁହନ୍ତି, କହିଦେବୁ କି ନିଜ ଏକ ପୁରୁଣା ଇଣ୍ଟରଭ୍ୟୁରେ ଇଶା ଦେଓଲ କହିଥିଲେ କି ସେ କେଉଁ ବଲିଉଡ୍ ଅଭିନେତାଙ୍କୁ ନିଜ ବୟଫ୍ରେଣ୍ତ କିମ୍ବା ସ୍ୱାମୀ ରୁପରେ ଦେଖିବାକୁ ଚାହୁଁନାହାନ୍ତି, କହିଦେବୁ କି ଇଶା ଦେଓଲ ୨୦୧୨ ରେ ଲୋକପ୍ରିୟ ବିଜନେସ୍ ମ୍ୟାନ୍ ଭରତ ତଖାନୀଙ୍କୁ ବିବାହ କରିଥିଲେ, ବଲିଉଡ୍ ରେ ଡେବ୍ୟୁ କରିବାପରେ ଇଶା ଭରତଙ୍କୁ ଡେଟ୍ କରିବା ଆରମ୍ଭ କରିଦେଇଥିଲେ, ବହୁତ ବର୍ଷ ଡେଟ୍ କରିବାପରେ ଦୁହେଁ ବିବାହ କରିନେଲେ, ବିବାହ ପରେ ଇଶା ଙ୍କ ଦୁଇଟୀ ଝିଅ ହୋଇଥିଲେ ଜଣଙ୍କ ନାଁ ରାଧା ତଖାନୀ ଓ ଅନ୍ୟଙ୍କ ନାଁ ମିରାୟା ତଖାନୀ ଅଟେ ।

Leave a Reply

Your email address will not be published. Required fields are marked *