ଶେରଶାହ୍ ପାଇଁ ସିଦ୍ଧାର୍ଥ ମଲହୋତ୍ରା ନେଇଥିଲେ Kiara Advani ଙ୍କ ଠାରୁ ଅଧିକା ଫିସ୍, ଜାଣନ୍ତୁ କେତେ ଥିଲା ଫିସ୍
1 min read
ବଲିଉଡ୍ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ପ୍ରସିଦ୍ଧ ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଫିଲ୍ମ ଶେରଶାହ୍ ରିଲିଜ୍ ହୋଇସାରିଛି, ଓ ରିଲିଜ୍ ପରେ ଏହି ଫିଲ୍ମ ବହୁତ ଚର୍ଚ୍ଚିତ ହୋଇଥିଲା, ଆପଣଙ୍କୁ କହିଦେବୁ କି ଶେରଶାହ୍ ଫିଲ୍ମ କାରଗିଲ୍ ଯୁଦ୍ଧ ଉପରେ ନେଇ ଆଧାରିତ, ଏହା ସହିଦ୍ କ୍ୟାପଟେନ୍ ବିକ୍ରମବତ୍ରାଙ୍କ ବାୟୋପିକ୍ ଫିଲ୍ମ ଅଟେ । ଯାହା ସୁପରହିଟ୍ ହୋଇଛି, ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନୀଙ୍କୁ ଲଗାତାର ଦର୍ଶକମାନେ ପ୍ରଶଂସା କରୁଛନ୍ତି, ଯେଉଁ ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୟକୁ ଲୋକେ ପ୍ରଶଂସା କରୁଛନ୍ତି, ସେମିତି କିୟାରା ଆଡଭାନୀଙ୍କ ଅଭିନୟକୁ ଦେଖିକରି ଦର୍ଶକ ବହୁତ ପ୍ରଭାବିତ ବି ହୋଇଛନ୍ତି, ଆଜି ଆମେ ଏହି ଲେଖରେ ସୁପରହିଟ୍ ଫିଲ୍ମ ଶେରଶାହ୍ ର ଷ୍ଟାର୍ କାଷ୍ଟଙ୍କ ଫିସ୍ ବିଷୟରେ ସୁଚନା ଦେବୁ ।
ସିଦ୍ଧାର୍ଥ ମଲହୋତ୍ରା- ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଫିଲ୍ମରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ଭୁମିକା ନିଭାଇଥିଲେ, ନିଜ ଏହି ଭୁମିକା ସେ ସବୁ ଦର୍ଶକଙ୍କ ହୃଦୟ ଜିତିପାରିଥିଲା, ସେ ଅଭିନୟରୁ ଲୋକେ ପ୍ରଶଂସା କରି ଥକୁ ନାହାନ୍ତି, ଖବର ଅନୁସାରେ ଏମିତି କୁହାଯାଉଛି କି ଏହି ଫିଲ୍ମ ପାଇଁ ସିଦ୍ଧାର୍ଥ ମଲହୋତ୍ରା ଭଲ ମୋଟା ଆୟ କରିନେଇଛନ୍ତି, ରିପୋର୍ଟସ୍ ଅନୁସାରେ ୭ କୋଟି ସେ ଏହା ପାଇଁ ଫିସ୍ ନେଇଛନ୍ତି ।
କିୟାରା ଆଡଭାନୀ- ଲୋକପ୍ରିୟ ଅଭିନେତ୍ରୀ କିୟାରା ଆଡଭାନୀ ଫିଲ୍ମ ଶେରଶାହ୍ ରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ପ୍ରେମିକା ଡିମ୍ପଲ୍ ଚିମାଙ୍କ ଭୁମିକା ନିଭାଇଥିଲେ, ଓ ତାଙ୍କ ଏହି ଭୁମିକା ଲୋକେ ବହୁତ ପ୍ରଶଂସା କରୁଛନ୍ତି, ଖବର ଅନୁସାରେ କିୟାରା ଆଡଭାନୀ ଏହି ଫିଲ୍ମ ପାଇଁ ୪ କୋଟି ଟଙ୍କା ଫିସ୍ ନେଇଥିଲେ ।
ପବନ ଚୋପ୍ରା- ଫିଲ୍ମ ଶେରଶାହ୍ ପବନ ଚୋପ୍ରା କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ବାପା ରୋଲ୍ ନିଭାଇଥିଲେ, ଖବର ଅନୁସାରେ ଏମିତି କୁହାଯାଉଛି କି ଏହି ଫିଲ୍ମ ପାଇଁ ପବନ ଚୋପ୍ରା ୫୦ ଲକ୍ଷ ଟଙ୍କାର ଏହି ଫିଲ୍ମ ପାଇଁ ଫିସ୍ ନେଇଥିଲେ ।
ଶିବ ପଣ୍ତିତ- ଆପଣଙ୍କୁ କହିଦେବୁ କି ସୁପରହିଟ୍ ଫିଲ୍ମ ଶେରଶାହ୍ ରେ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନୀଙ୍କ ଛଡା ଲେଫ୍ଟିନାଣ୍ଟ ସଞ୍ଜିବ୍ ଜିମି ଜାମବାଲ୍ ଭୁମିକାରେ ଶିବ ପଣ୍ତିତ ନଜର ଆସିଥିଲେ , ସେ ଅଭିନେତ୍ରା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଶାନଦାର୍ ତରିକାରେ ପର୍ଦାରେ ଏକ ଫୌଜିର ଭୁମିକା ନିଭାଇଥିଲେ, ଖବର ଅନୁସାରେ ଏମିତି କୁହାଯାଉଛି କି ଶିବ ପଣ୍ତିତ ଏହି ଭୁମିକା ପାଇଁ ୪୫ ଲକ୍ଷ ଟଙ୍କା ଫିସ୍ ନେଇଥିଲେ
ମୀର ସରବର୍- ଫିଲ୍ମ ଶେରଶାହ୍ ରେ ଆତଙ୍କବାଦୀ ହାଇଦର୍ ଭୁମିକାରେ ମୀର ସରବର ନିଭାଇଥିଲେ, ସେ ଏହି ରୋଲ୍ କୁ ଭଲ ଭାବେ ନିଭାଇଥିଲେ, ଖବର ଅନୁସାରେ କୁହାଯାଉଛି କି ମୀର୍ ସରବର ଏହି ଫିଲ୍ମ ପାଇଁ ୨୫ ଲକ୍ଷ ଟଙ୍କା ଫିସ୍ ନେଇଥିଲେ ,
ଅନିଲ୍ ଚରଣଜିତ୍- ସୁପରହିଟ୍ ଫିଲ୍ମ ଶେରଶାହ୍ ରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ସାଙ୍ଗ ନାୟବ ସୁବେଦାର୍ ବଂଶୀ ଲାଲ୍ ଭୁମିକା ଅନିଲ୍ ଚରଣଜିତ୍ ନିଭାଇଥିଲେ, ସେ ଏହି ଭୁମିକା ଦ୍ୱାରା ଲୋକଙ୍କ ପାଖରେ ବହୁତ ପ୍ରଶଂସା ପାଇଥିଲେ, ଖବର ଅନୁସାରେ କୁହାଯାଉଛି କି ଅନିଲ୍ ଚରଣଜୀତ୍ ଏହି ଭୁମିକା ପାଇଁ ୨୫ ଲକ୍ଷ ଟଙ୍କା ଫିସ୍ ନେଇଥିଲେ ।
ନିକିତିନ୍ ଧୀର୍- ଅଭିନେତା ନିକିତିନ୍ ଧୀର୍ ଫିଲ୍ମ ଶେରଶାହ୍ ରେ ମେଜର୍ ଅଜୟ ସିଂ ଭୁମିକା ନିଭାଇଥିଲେ, ସେ ନିଜ ଦମଦାର୍ ରୋଲ୍ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରିଥିଲେ, ଖବର ଅନୁସାରେ କୁହାଯାଉଛି କି ନିକିତିନ୍ ଧୀର୍ ଏହି ଭୁମିକା ନିଭାଇବାପାଇଁ ୩୫ ଲକ୍ଷ ଟଙ୍କା ଫିସ୍ ନେଇଥିଲେ ।