October 18, 2024

Odia Express

Here, There and Everywhere

ଫିଲ୍ମ “ଶୋଲେ” ର Samba ଙ୍କ ଝିଅ ସୁନ୍ଦରତାରେ ଦେଇଥାଏ ଅଭିନେତ୍ରୀଙ୍କୁ ମାତ୍ , ଦେଖନ୍ତୁ ଫଟୋଗୁଡିକ

ବଲିଉଡ୍ ଇଣ୍ତଷ୍ଟ୍ରି ଏମିତି ଏକ ଜାଗା ଅଟେ ଯେଉଁଠି ସବୁ ବର୍ଷ ବହୁତ ଫିଲ୍ମ ଗୁଡିକ ହୋଇଥାଏ, ଓ କିଛି ଫିଲ୍ମ ଏମିତି ହୋଇଥାଏ ଯାହା ଲୋକଙ୍କର ହୃଦୟରେ ଅଲଗା ଛାପ ଛାଡିଥାଏ, ବହୁତଥର ଦେଖାଯାଇଛି କି ବହୁତ ଫିଲ୍ମର ଭିତରେ କଳାକାର ଏମିତି ବଢିଆ ଅଭିନୟ କରିଥାନ୍ତି କି ଲୋକେ ସେହି କଳାକାରଙ୍କ ଅଭିନୟରେ ଦିୱାନା ହୋଇଯାଆନ୍ତି, ଓ ବର୍ଷ ବର୍ଷ ଧରି ସେହି ଫିଲ୍ମ ସମସ୍ତଙ୍କ ସ୍ମୃତିରେ ରହିଯାଏ, ସେହି ଫିଲ୍ମରୁ ଗୋଟେ ଫିଲ୍ମ ହେଲା “ଶୋଲେ” ଯାହାର ସବୁ ଭୁମିକା ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଥିଲା ।

ଫିଲ୍ମ ଶୋଲେ ର ସବୁ କଳାକାର ନିଜ ନିଜ ଭୁମିକା ବହୁତ ସୁନ୍ଦର ଭାବେ ନିଭାଇଥିଲେ, ଓ ନିଜ ଦମଦାର୍ ଅଭିନୟରୁ ସେମାନେ ସମସ୍ତଙ୍କ ହୃଦୟକୁ ଜିଣିପାରିଥିଲେ, ଆପଣମାନେ ଫିଲ୍ମ ଶୋଲେ ର ସାଂମ୍ବା ଡାକୁ ଭୁମିକା ତ ମନେ ରଖିଥିବେ ବୋଧେ କେହି ଏମିତି ବ୍ୟକ୍ତିଥିବ ଯିଏକି ସାଂମ୍ବା ଭୁମିକାକୁ ଭୁଲିଯାଈଥିବ । ସାଂମ୍ବା ଏହି ଫିଲ୍ମରେ ଜଣେ ଦୁର୍ଦାନ୍ତ ଭିଲେନ୍ ଗବର୍ ଙ୍କ ଡାହାଣ ହାତ ହୋଇଥାଏ, ସାଂମ୍ବାଙ୍କ ଭୁମିକା ଅଭିନେତା ମ୍ୟାକ୍ ମୋହନ୍ ନିଭାଇଥିଲେ, ଯିଏକି ନିଜ ଭଲ ଅଭିନୟରୁ ସମସ୍ତଙ୍କୁ ବହୁତ ପ୍ରଭାବିତ କରିଛନ୍ତି, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ସାଂମ୍ବା ମାନେ ମ୍ୟାକ୍ ମୋହନଙ୍କ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ସୁନ୍ଦରତାର ମାମଲାରେ ବଲିଉଡ୍ ର ବଡ ବଡ ଅଭିନେତ୍ରୀଙ୍କୁ ମାତ୍ ଦେଇପାରନ୍ତି ।

ସବୁଠାରୁ ପ୍ରଥମେ ଆପଣ ସାଂମ୍ବା ମାନେ ମ୍ୟାକ୍ ମୋହନଙ୍କ ପରିବାରଙ୍କ ବିଷୟରେ ଜାଣିନିଅନ୍ତୁ, ମ୍ୟାକ୍ ମୋହନଙ୍କ ତିନୋଟି ଛୁଆ ଅଛନ୍ତି, ତାଙ୍କର ଦୁଇଟି ଝିଅ ଓ ଗୋଟେ ପୁଅ ଅଛି, ମ୍ୟାକ୍ ମୋହନ୍ ଙ୍କ ଦ୍ୱିତୀୟ ନମ୍ବର ବାଲି ଝିଅ ବହୁତଥର ଲାଇମ୍ ଲାଇଟ୍ ସହ ଯୋଡି ହୋଇରହିଥାନ୍ତି, ତାଙ୍କ ଝିଅଙ୍କ ନାଁ ବିନତି ମକ୍କିନି ଅଟେ, ଯିଏକି ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ଅଟନ୍ତି, ଓ ସେ ନିଜ ସୁନ୍ଦର ଫଟୋର କାରଣରୁ ସୋସିଆଲ୍ ମିଡିଆରେ ରୁହନ୍ତି, ଫ୍ୟାନ୍ସଙ୍କ ମଧ୍ୟରେ ନିଜ ସୁନ୍ଦର ଫଟୋଗୁଡିକ ସେୟାର୍ କରନ୍ତି, ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି ।

ଆପଣଙ୍କୁ କହିଦେବୁ କି ବିନତି ମାକ୍କିନି ଏକ ଅଭିନେତ୍ରୀ ହେବା ସହ ନିର୍ମାତା ଓ ଲେଖକ ବି ଅଟନ୍ତି, ବିନତି ନିଜ ଭାଇ ଓ ଭଉଣୀ ଓ ମାଙ୍କ ଘନିଷ୍ଠ ଅଟନ୍ତି, ବିନତି ମକ୍କିନି ନିଜ ସୁନ୍ଦରତା କାରଣରୁ ଲାଇମ୍ ଲାଇଟ୍ ରେ ରୁହନ୍ତି, ଓ ତାଙ୍କ ଗ୍ଲାମରସ୍ ଫଟୋ ଗୁଡିକ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥାଏ, ସୁନ୍ଦରତା ମାମଲାରେ ବିନତି ବଲିଉଡ୍ ଅଭିନେତ୍ରୀଙ୍କୁ ପଛରେ ପକାଇଦିଅନ୍ତି । ଅଭିନେତା ମ୍ୟାକ୍ ମୋହନ୍ ୧୯୮୬ ରେ ମିନି ମକ୍କିନିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଓ ଗୋଟେ ପୁଅ ଅଛି, ବଡ ଝିଅ ମଞ୍ଜରୀ ବଲିଉଡ୍ ରେ ଫିଲ୍ମ ନିର୍ଦ୍ଧେଶନା କରନ୍ତି, ସେମିତି ମ୍ୟାକ୍ ମୋହନ୍ ଆମର ମଧ୍ୟରେ ନାହାନ୍ତି କିନ୍ତୁ ନିଜ ଅଭିନୟରୁ ଲୋକଙ୍କ ହୃଦୟରେ ଜାଗା ବନାଇଛନ୍ତି, ଯାହାର କାରଣରୁ ସେ ସବୁବେଳେ ଆମ ମାନଙ୍କର ହୃଦୟରେ ଜିବିତ ରହିବେ ।

ମ୍ୟାକ୍ ମୋହନଙ୍କ ନିଧନ ୧୦ ମେ ୨୦୧୦ କୁ ୭୨ ବର୍ଷ ବୟସରେ ହୋଇଯାଇଥିଲା, ବହୁତ ଲମ୍ବା ସମୟରୁ କ୍ୟାନ୍ସର ଭଳି ରୋଗରେ ସେ ପଡିଥିଲେ, ବୋଧେ ବହୁତ୍ କମ୍ ଲୋକ ଏହି କଥା ଜାଣିଥିବେ କି ଶୋଲେ ର ସାଂମ୍ବା ମାନେ ମ୍ୟାକ୍ ମୋହନ୍ ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ରବିନା ଟଣ୍ତନଙ୍କ ନିଜ ମାମୁଁ ଅଟନ୍ତି ।

କହିଦେବୁ କି ମ୍ୟାକ୍ ମୋହନ୍ ଙ୍କ ଦୁଇଟି ଝିଅ ଫିଲ୍ମ ଜଗତ ସହ ଯୋଡି ହୋଇଛନ୍ତି, କିନ୍ତୁ ନିଜ ବାପାଙ୍କ ପରି ସେହି ସଫଳତା ଦୋହରାଇପାରିନାହାନ୍ତି ମଞ୍ଜରୀ “ଦି ଲାଷ୍ଟ ମାର୍ବଲ୍” ଓ “ଦି କର୍ଣ୍ଣର୍ ଟେବୁଲ୍” ପରି ସର୍ଟ ଫିଲ୍ମ ନିର୍ମାଣ୍ କରିଛନ୍ତିଇ, ସେମିତି ବିନତି ୨୦୧୦ ରେ ରିଲିଜ୍ ହୋଇଥିବା ଫିଲ୍ମ “ମାଇ ନେମ୍ ଇଜ୍ ଖାନ୍” ରେ ଆର୍ଟ ଡିପାର୍ଟମେଣ୍ଟରେ ସାମିଲ୍ ଥିଲେ ।

Leave a Reply

Your email address will not be published. Required fields are marked *