October 18, 2024

Odia Express

Here, There and Everywhere

ମଜାଳିଆ ଜୋକ୍ସ- ଥରେ ଗୋଟେ ପିମ୍ପୁଡି Auto ରେ କେଉଁଆଡେ ଯାଉଥିଲା, ଓ କିଛି ସମୟ ପରେ ତାକୁ ନିଜ ଗୋଟେ ପାଦ ଅଟୋରୁ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଜଣେ ବ୍ୟକ୍ତି- ଭାଇ ମୋର ବାଳକୁ କାଟି ଛୋଟ କରିଦିଅ, ବାରିକ- କେତେ ଛୋଟ କରିଦେବି ? ବ୍ୟକ୍ତି- ଏତେ ଛୋଟ କରିଦିଅ କି ମୋର ସ୍ତ୍ରୀର ହାତକୁ ଆସିବନି।

୨) ୧୦ ବର୍ଷ ପୁର୍ବରୁ ଯେବେ ମନ୍ଦିର ଯାଉଥିଲେ ତେବେ ସେଠାରେ ବୋର୍ଡ ଲାଗିଥିବାର ଦେଖାଯାଉଥିଲା କି ମୋବାଇଲ୍ ଫୋନ୍ ଆଣିବା ନିଷେଧ, ୫ ବର୍ଷ ପରେ ବୋର୍ଡ ବଦଳିଗଲା ଲେଖା ହୋଇଥିଲା କି ତୁମ ଫୋନ୍ କୁ ସ୍ୱିଚ୍ ଅଫ୍ କର, ଗତ ବର୍ଷ ବୋର୍ଡରେ ଲାଗିଥିଲା ଲେଖା ହୋଇଥିଲା କି ତୁମ ଫୋନ୍ କୁ ସାଇଲେଣ୍ଟ ମୋଡ୍ ରେ ରଖ। କାଲି ଗଲି ତ ବିଲକୁଲ୍ ଲାଟେଷ୍ଟ ବୋର୍ଡ ଲେଖା ହୋଇଥିଲା ସେଲଫି ୱିଥ୍ ଭଗବାନ ୧୦୧/- ଟଙ୍କା ।

୩)ସ୍ତ୍ରୀର ସପିଙ୍ଗ୍ ବନ୍ଦ, ମଲ୍ ଯିବା ବନ୍ଦ, ଫିଲ୍ମ ଯିବା ବନ୍ଦ, ଆଉଟିଙ୍ଗ୍ ଫରମାଇସ୍ ବନ୍ଦ, ବାହାର ଖାଦ୍ୟ ବନ୍ଦ, ଓ ସବୁଠାରୁ ବଡ କଥା ମୁହଁରେ ମାସ୍କ ପିନ୍ଧିବା ତାଲା ଲଗାଇ ଦିନ ସାରା ଚିକ୍ ଚିକ୍ ବନ୍ଦ, ବାହାରେ କୋରନାରେ ତୁମେ ବି କମାଲ୍ ଜିନିଷ କରୁଛ, ତୁମେ ସେ କରିଦେଖାଇଲା ଯାହା କିଏ କରିପାରିନଥିଲେ ।

୪) ଗୋଟେ ଫ୍ୟାମିଲି ଶୋଲେ ଫିଲ୍ମ ଦେଖିକରି ଘରକୁ ଗଲେ, ଫିଲ୍ମରେ ଜୋସ୍ ଭିତରେ ଥିଲା ତେବେ ସ୍ୱାମୀ ମଜାକ୍ ରେ ନିଜ ସ୍ତ୍ରୀକୁ କହିଲା ନାଚ୍ ବସନ୍ତି ନାଚ୍, ତେବେ ତାର ପୁଅ କହିଲା, ମମି ଏହି କୁକୁର ସାମ୍ନାରେ ନାଚିବୁ ନାହିଁ ।

୫) ସାନ୍ତା- ସାଙ୍ଗ ମୋର ଭାଇ ଦୁଇଦିନରୁ ବ୍ୟାଙ୍କ୍ ଆସିପାରିନାହିଁ, ବାନ୍ତା- କଣପାଈଁ ? ସାନ୍ତା- କାରଣ ତାକୁ ସ୍ୱପ୍ନରେ ଗୋଟେ ଝିଅ ଚାପୁଡା ମାରିଲା, ବାନ୍ତା- ଏହାର ବ୍ୟାଙ୍କ୍ ନ ଆସିବାର କଣ ମତଲବ , ସାନ୍ତା- ଆରେ ବ୍ୟାଙ୍କ୍ ରେ ଲେଖାଥିଲା କି ଆମେ ଆପଣଙ୍କ ସ୍ୱପ୍ନକୁ ସତରେ ବଦଳାଇଦେବୁ ।

୬) ଚମ୍ପକଲାଲ୍- ସାଙ୍ଗ ମୋର ସ୍ତ୍ରୀ କାରଣରୁ ବହୁତ ଚିନ୍ତିତ ଅଛି, ଶର୍ମାଜୀ- କଣ ହେଲା, ସେ ବହୁତ ଝଗଡା କରୁଛନ୍ତି କି ? ଚମ୍ପକଲାଲ୍ ନା ସାଙ୍ଗ ତାହାର ସ୍ମରଣଶକ୍ତି ବହୁତ ଖରାପ ଅଟେ, ଶର୍ମାଜୀ- କଣପାଇଁ କାମର କଥା ଭୁଲିଯାଆନ୍ତି କି ? ଚମ୍ପକଲାଲ୍ – ନା ଛୋଟ ଛୋଟ କଥାକୁ ବି ମନେ ରଖେ ।

୭) ଘରର ବାହାରେ ଅପେକ୍ଷାକରୁଥିଲା ସ୍ୱାମୀ କହିଲା- ଆରେ କେତେ ସମୟ ଆହୁରି ଲାଗିବ, ସ୍ତ୍ରୀ ରାଗରେ – ଚିଲାଇବା ବନ୍ଦ କର, ଏକ ଘଣ୍ଟାରୁ କହୁଛି ପାଞ୍ଚ ମିନିଟ୍ ରେ ଆସୁଛି, ବୁଝିପାରୁନ କି ତମେ ।

୮) ବାନ୍ତା ବିବାହପାଈଁ ନିଜ ବସ୍ ର ଝିଅକୁ ପ୍ରସ୍ତାବ ଦେଲା, ବସ୍ ରାଗିକରି କହିଲେ କି ଶଳା ତୋର ଓକାତ୍ ଦେଖିଛୁ, ଯେତେ ତୋର ସ୍ୟାଲେରି ମିଳୁଛି, ସେତେ ପଇସାରେ ମୋର ଝିଅ ପାଇଁ ଟୟଲେଟ୍ ପେପର୍ ଆସିବ ନାହିଁ, ବାନ୍ତା କହିଲା- ତେବେ ଏତେ ଖୁଆଉଛ କଣ ପାଇଁ କି ତୁମ ଝିଅ ହଗୁଛି ଖାଲି ।

୯) ବ୍ୟାଙ୍କ୍ ମ୍ୟାନେଜର୍- କ୍ୟାଶ୍ ଶେଷ ହୋଇଯାଇଛି କାଲି ଆସିବ, ସାନ୍ତା- କିନ୍ତୁ ପଇସା ଏବେ ଦରକାର, ମ୍ୟାନେଜର୍- ଦେଖନ୍ତୁ ରାଗନ୍ତୁ ନାହୀଁ, ଶାନ୍ତିରେ କଥା ହୁଅନ୍ତୁ, ସାନ୍ତା- ଠିକ୍ ଅଛି ଡକାଅ ଶାନ୍ତିକୁ ଆଜି ତାକୁ ହିଁ କଥା ହୋଇଯିବି ।

୧୦) ଥରେ ଏକ ପିମ୍ପୁଡି ଅଟୋରେ ଯାଉଥିଲା, ତେବେ କିଛି ସମୟ ପରେ ସେ ନିଜ ପାଦ ଅଟୋରବାହାରକୁ ବାହାର କଲା, ଅଟୋବାଲା- ମ୍ୟାଡାମ୍ ନିଜ ପାଦକୁ ଭିତରକୁ ରଖନ୍ତୁ, ପିମ୍ପୁଡି- ତୁମେ ଚୁପ୍ ରୁହ ମୋତେ ହାତିକୁ ଗୋଇଁଠା ମାରିବାର ଅଛି, ସେ ମୋତେ କାଲି ଆଖିମାରିଥିଲା ।

Leave a Reply

Your email address will not be published. Required fields are marked *