October 18, 2024

Odia Express

Here, There and Everywhere

୨୭ ବର୍ଷରେ “ନା କଜରେ କି ଧାର୍ ବାଲି” ଅଭିନେତ୍ରୀ Poonam Jhawer ଏତେ ବଦଳି ସାରିଛନ୍ତି, କି ଆଜି ବି ଲୋକେ ତାଙ୍କ ଷ୍ଟାଇଲ୍ ରେ ଲୋକେ ହୋଇଛନ୍ତି ଦିୱାନା

ବଲିଉଡ୍ ଇଣ୍ତଷ୍ଟ୍ରି ଏମିତି ଏକ ଜାଗା ଅଟେ ଯେଉଁଠି ସବୁଦିନ ନୁଆ ନୁଆ କଳାକାର ନିଜ ଭାଗ୍ୟ ଆପଣାଇବାପାଇଁ ଆସନ୍ତି, କିନ୍ତୁ ସମସ୍ତଙ୍କୁ ସଫଳତା ମିଳିପାରେ ନାହିଁ । କିଛି କଳାକାର ଏମିତି ହୋଇଥାନ୍ତି ଯିଏ ଇଣ୍ତଷ୍ଟ୍ରିରେ ଆସନ୍ତି ଓ ତୁରନ୍ତ ଗାୟବ ହୋଇଯାଆନ୍ତି । ସେମିତି କିଛି କଳାକାର ଏମିତି ହୋଇଥାନ୍ତି ଯିଏ ନିଜ କ୍ୟାରିୟର ଆରମ୍ଭ ଦିନରୁ ଭଲ ନାଁ କମାଇଥାନ୍ତି କିନ୍ତୁ ଧୀରେ ଧୀରେ ଗୁମନାମୀ ଅନ୍ଧାରରେ ହଜିଯାଆନ୍ତି, ଆଜି ଆମେ ଆପଣଙ୍କୁ ୧୯୯୪ ରେ ଆସିଥିବା ଫିଲ୍ମ ମୋହରା ଅଭିନେତ୍ରୀ ପୁନମ୍ ଝାବରଙ୍କ ବିଷୟରେ ଆଜି ଆମେ ସେହି ବିଷୟରେ କହିବୁ ।

ଆପଣ ସବୁ ଲୋକ ଫିଲ୍ମ ମୋହରା ତେବେ ଭଲ ପ୍ରକାରର ମନେ ଥିବ, ଏହି ଫିଲ୍ମରେ ପ୍ରାୟ ସବୁ ଗୀତ ସୁପରହିଟ୍ ହୋଇଥିଲେ, କିନ୍ତୁ ନା କଜରେ କି ଧାର୍ ଗୀତ ସେହି ସମୟରେ ଜବରଦସ୍ତ ସୁପରହିଟ୍ ହୋଇଥିଲା, ନା କଜରେ କି ଧାର୍ ଗୀତ ସେହି ସମୟରେ ଜବରଦସ୍ତ ସୁପରହିଟ୍ ହୋଇଥିଲା, ଓ ଆଜି ଏହି ଗୀତ ଲୋକଙ୍କ ମୁହଁରୁ ଅଛି, ଏହି ଗୀତରେ ସୁନିଲ୍ ସେଟ୍ଟି ସହ ପୁନମ୍ ଝାବର ନଜର ଆସିଥିଲା, ଫିଲ୍ମରେ ପୁନମ୍ ପ୍ରିୟା ମଲହୋତ୍ରା ଭୁମିକା ନିଭାଇଥିଲେ, ଆପଣଙ୍କୁ କହିଦେବୁ କି ପୁନର ଝାବର୍ ଜନ୍ମ ୧୪ ଅଗଷ୍ଟ ୧୯୭୬ ହୋଇଥିଲା, ଆଜି ଆମେ ଆପଣଙ୍କୁ ଜୀବନ ସହ ଯୋଡି ହୋଇଥିବା କିଛି ମହତ୍ତ୍ୱପୁର୍ଣ୍ଣ କଥା ବିଷୟରେ ସୁଚନା ଦେବାକୁ ଯାଉଛୁ ।

୪୫ ବର୍ଷୀୟ ଅଭିନେତ୍ରୀ ପୁନମ୍ ଝାବର୍ ଫିଲ୍ମ ମୋହରାରେ ଭଲ ପରିଚୟ ବନାଇଥିଲେ, ଏହି ଫିଲ୍ମରେ ସୁପରଷ୍ଟାର୍ ଅକ୍ଷୟ କୁମାର, ସୁନିଲ୍ ସେଟ୍ଟି,  ରବିନା ଟଣ୍ତନ, ନସିରୁଦ୍ଧିନ୍ ଶାହ, ଓ ପରେଶ ରାଓଲ୍ ଯେପରି ଦିଗଜ୍ କଳାକାରଙ୍କ ନଜର ଆସିଥିଲେ, ଏହି ଫିଲ୍ମ ଗୀତ ନା କଜରେ ଧାର ଦର୍ଶକଙ୍କ ହୃଦୟରେ ଅଲଗା ପରିଚୟ ବନାଇଥିଲେ, ଲୋକେ ଏହି ଗୀତକୁ ବହୁତ ପସନ୍ଦ କରିଥିଲେ

ଏତିକି ନୁହେଁ ଏହି ଗୀତ ନଜର ଆସୁଥିବା ଅଭିନେତ୍ରୀ ପୁନମ୍ ଝାବର ସୁନ୍ଦରତା ଉପରେ ଲୋକ ଫିଦା ହୋଇଯାଇଥିଲେ, ଏହି ଫିଲ୍ମରେ ପ୍ରିୟା ମଲହୋତ୍ରା ଭୁମିକା ନିଭାଉଥିବା ଅଭିନେତ୍ରୀ ପୁନମ୍ ସୁନିଲ୍ ସେଟ୍ଟି ସହ ରୋମାନ୍ସ କରୁଥିବାର ନଜର ଆସିଥିଲା । ଏବେ ପୁନମ୍ ଝାବର୍ ଲୁକ୍ ବହୁତ ପରିବର୍ତ୍ତନ ଆସିସାରିଛି, ଯଦି ଆପଣ ତାଙ୍କ ଫଟୋ ଦେଖିବେ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଯେପରି ପୁନମ୍ ଝାବର୍ ବୟସ ବଢୁଛି, ସେମିତି ସେ ଆହୁରି ସୁନ୍ଦଅ ହେଉଛି, ଫିଲ୍ମ ମୋହରା ପୁନମ୍ ଝାବର୍ ସିଧାସିଧା ଓ ନିରିହ ନଜର ଆସିଥିଲା

କିନ୍ତୁ ଏବେ ବହୁତ ବୋଲଡ୍ ହୋଇଯାଇଛନ୍ତି, ୪୫ ବର୍ଷର ବୟସରେ ବହୁତ ସୁନ୍ଦର ଓ ହଟ୍ ଲାଗୁଛନ୍ତି, ତାଙ୍କ ଫଟୋ ଦେଖିକରି ଆପଣ ନଜର ହଟାଇପାରିବେନି । ଆପଣଙ୍କୁ କହିଦେବୁ କି ଅଭିନେତ୍ରୀ ପୁନମ୍ ଝାବର୍ ନିଜ କ୍ୟାରିୟର ବହୁତ ଫିଲ୍ମରେ କାମ କରିଥିଲେ, କିନ୍ତୁ ତାଙ୍କ ପରିଚୟ ଫିଲ୍ମ ମୋହରାରୁ ମିଳିଥିଲା, ଅଭିନେତ୍ରୀଙ୍କ ମା ହିନ୍ଦୀରେ କବିୟତ୍ରୀ ଅଟନ୍ତି, ପୁନମ୍ ଝାବର୍ ହିନ୍ଦୀ ଫିଲ୍ମର ଛଡା ଦକ୍ଷିଣ ଫିଲ୍ମରେ କାମ କରିଥିଲେ, ପୁନମ୍ ଝାବର୍ ଫିଲ୍ମରେ ଅଧିକା ନିଜ ବୋଲଡ୍ ଫଟୋସୁଟ୍ କୁ ନେଇକରି ଚର୍ଚ୍ଚିତ ରହିଛନ୍ତି । ବଲିଉଡ୍ ରେ ପାଦ ଦେବା ପୁର୍ବରୁ ପୁନମ୍ ଝାବର୍ ଏକ ସଫଳ ମଡେଲ୍ ରହିଥିଲେ

ସେହି ସମୟରେ ସେ ବହୁତ ବିଜ୍ଞାପନରେ କାମ କଲେ, ଏହି ମଧ୍ୟରେ ଫିଲ୍ମ ନିର୍ମାତା ଗୁଲଶନ୍ ରାୟଙ୍କ ନଜର ପୁନମ୍ ଝାବରଙ୍କ ଉପରେ ପଡିଲା, ଓ ସେ ତାଙ୍କୁ ଫିଲ୍ମରେ ନେବାକୁ ଚାହୁଁଥିଲେ, ଏହାପରେ ପୁନମ୍ ଙ୍କୁ ଫିଲ୍ମ ମୋହରାରେ କାମ୍ କରିବାର ମଉକା ମିଳିଲା, ସେମିତି ଏହି ଫିଲ୍ମରେ ତାଙ୍କ ଭୁମିକା ବହୁତ ଛୋଟ ଥିଲା,  କିନ୍ତୁ ଏହି ଫିଲ୍ମର ଗୀତ ନା କଜରେ କି ଧାର୍ ସୁପରହିଟ୍ ପ୍ରମାଣିତ ହୋଇଥିଲା, ଓ ଆଜି ଲୋକଙ୍କୁ ଏହି ଗୀତ ଭଲ ପ୍ରକାରର ମନେ ଅଛି, ମୋହରା ଫିଲ୍ମ ପରେ ପୁନମ୍ ଝାବର୍ ଆର୍ ରାଜକୁମାର ଓ ଓ ମାଇ ଗଡ୍ ଯେପରି ସୁପରହିଟ୍ ଫିଲ୍ମ ନଜର ଆସିଥିଲା ।

ଆପଣ କହିଦେବୁ କି ଅଭିନୟ ଛଡା ପୁନମ୍ ଝାବର୍ ପ୍ରଡକ୍ସନ୍ ନିଜ ହାତ ଆପଣାଇ ଛନ୍ତି, ସେ ଆଞ୍ଚ ନାମକ ଏକ ଫିଲ୍ମ ହୋଇଥିଲା । ଏହି ଫିଲ୍ମରେ ନାନାପାଟେକର୍ ଓ ପରେଶ ରାୱଲ୍ ଯେପରି କଳାକାର ନଜର ଆସିଥିଲେ, ସେମିତି ଏହି ଫିଲ୍ମକୁ ଭଲ ରେଟିଙ୍ଗ୍ ମିଳିଥିଲା, କିନ୍ତୁ ବକ୍ସ ଅଫିସ୍ ରେ କିଛି ଖାସ୍ କମାଲ୍ କରିପାରିଲା ନାହିଁ, ୨୦୧୨ରେ ଫିଲ୍ମ ଓ ମାଇଁ ଗଡ୍ ପୁନମ୍ ଝାବରୀ ସାଧୁ ମା ଭୁମିକାରେ ନଜର ଆସିଥିଲେ ।

ବଲିଉଡ୍ ର ସୁପରହିଟ୍ ଫିଲ୍ମ ମୋହରାରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ଅଭିନେତ୍ରୀ ପୁନମ୍ ଝାବର୍ ପୁର୍ବରୁ ବହୁତ ସୁନ୍ଦର ଓ ବୋଲଡ୍ ଲାଗୁଛନ୍ତି ସେ ସୋସିଆଲ୍ ମିଡୀଆରେ ବହୁତ୍ ଆକ୍ଟିଭ୍ ରହୁଛନ୍ତି, ଓ ନିଜ ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ ରେ ନିଜର ବୋଲଡ୍ ଫଟୋ ଗୁଡିକ ସେୟାର୍ କରନ୍ତି, ଓ ଲୋକଙ୍କୁ ତାଙ୍କ ଫଟୋ ଗୁଡିକ ବହୁତ ପସନ୍ଦ ଆସୁଛି ।

Leave a Reply

Your email address will not be published. Required fields are marked *