October 18, 2024

Odia Express

Here, There and Everywhere

୨୩୦ କିଲୋ Adnan Sami କରିଥିଲେ ୪ ଟି ବିବାହ, ତାପରେ ୧୫୫ କିଲୋ ଓଜନ କମାଇକରି ବଦଳାଇଦେଲେ ନିଜ ଲୁକ୍

ବଲିଉଡ୍ ସିଙ୍ଗର୍ ଅଦନାନ୍ ସାମୀ ନିଜ ଗୀତ ଓ ଆବାଜ୍ ପାଇଁ ବହୁତ ଲୋକପ୍ରିୟ ହୋଇଛନ୍ତି, ସେମିତି ଆଦନାନ୍ ସାମୀ ପାକିସ୍ଥାନର ଅଟନ୍ତି କିନ୍ତୁ ସେ ଭାରତର ନାଗରିକତା ପାଇକରି ଭାରତରେ ରହିବାକୁ ନିଷ୍ପତ୍ତି କରିଥିଲେ, ଅଦନାନ୍ ସାମୀ ନିଜ ୫୦ ତମ ଜନ୍ମଦିନ ପାଳିଥିଲେ ଅଦନାନ୍ ଙ୍କ ସବୁବେଳେ ବିବାଦରେ ଘେରେଇ ହୋଇରହିଥାନ୍ତି, ତେବେ ଆସନ୍ତୁ ଆପଣଙ୍କୁ କହିବୁ ଆଦନାନ୍ ଙ୍କ ଜୀବନ ସହ ଯୋଡି ହୋଇଥିବା କିଛି ଖାସ୍ କଥା । ଅଦନାନ୍ ସାମି ସେମିତି ମୁଳରୁପରୁ ପାକିସ୍ଥାନୀ ଅଟନ୍ତି କିନ୍ତୁ ବହୁତ ଦିନରୁ ସେ ଭାରତରେ ରହୁଛନ୍ତି, ତାଙ୍କପାଖରେ ଇଣ୍ତିଆର ସିଟିଜେନସିପ୍ ଅଛି ଯାହାର କାରଣରୁ କିଛି ବର୍ଷ ପୁର୍ବରୁ ଏହାକୁ ମଗଯାଇଥିଲା

ତାଙ୍କ ଅପିଲ୍ କୁ ସ୍ୱିକାର କରି ତାଙ୍କୁ ଭାରତରେ ରହିବାକୁ ଦିଆଗଲା, ଏମିତିରେ ଅଦନାନ୍ ୨୦୧୬ ରେ ଭାରତୀୟ ନାଗରିକ ଓ କଳାକାର ରୁପରେ ଜଣାଯାଆନ୍ତି, ଯଦି ଆଦନାନ୍ ସାମୀଙ୍କ କ୍ୟାରିୟର କଥାକହିବା ତେବେ ୧୯୮୬ ରେ ସେ ନିଜ କ୍ୟାରିୟରକୁ ଆରମ୍ଭ କରିଥିଲେ ଯାହାପରେ ଆଜି ସେ ସଫଳତାରେ ଅଛନ୍ତି, ନିଜ କ୍ୟାରିୟର୍ ଆରମ୍ଭରେ ସେ ବହୁତ ହିଟ୍ ଆଲବମ୍ ରେ ନିଜ ଆବାଜ୍ ଦେଇଥିଲେ ।

ସୁଚନା ପାଇଁ କହିଦେବୁ କି ଅଦନାନ୍ ସାମୀଙ୍କୁ ପଦ୍ମଶ୍ରୀ ପରି ବିଖ୍ୟାତ ସମ୍ମାନ ମିଳିସାରିଛି । ଏହାପରେ ଯଦି ତାଙ୍କ ନିଜ ଜିବନ ବିଷୟରେ କହିବା ତେବେ ଆପଣଙ୍କୁ କହିଦେବୁ କି ଆଜି ସେ ପୁରା ୫୦ ବର୍ଷର ହୋଇସାରିଛନ୍ତି, ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅଦନାନ୍ କେବେ ୨୩୦ କେଜି ଓଜନର ଥିଲେ , ୨୦୧୭ ରେ ସେ ନିଜ ରୋଟିନ୍ ବଦଳାଇଦେଲେ, ଏହାପାଇଁ ସେ ପୁରା ୧୬ ମାସ ହାର୍ଡ ଡାଇ ଓ ୱାର୍କ ଆଉଟ୍ କଲେ, ତାଙ୍କ ପରିଶ୍ରମ ଦ୍ୱାରା ସେ ୧୫୫ କେଜି ଓଜନ କମାଇପାରିଲେ, ଏହା କହିବା ବିଲକୁଲ୍ ଭୁଲ୍ ହେବନାହିଁ କି ଅଦନାନ୍ ସାମୀ ନିଜ୍ ସିଙ୍ଗିଙ୍ଗ୍ କ୍ୟାରିୟରରେ ବହୁତ ଲୋକପ୍ରିୟତା ହାସିଲ୍ କରିଛନ୍ତି

ଯେତେ ତାଙ୍କ ପ୍ରଫେସନାଲ୍ କ୍ୟାରିୟର୍ ଭଲ ରହିଥିଲା, କିନ୍ତୁ ଅସଲ ଜୀବନରେ ଉତଥାନ ପତ୍ତନ ଦେଖିବାକୁ ମିଳିଥିଲା, କହିଦେବୁ କି ସେ ଗୋଟେ ନୁହେଁ କି ଦୁଇଟା ନୁହେଁ ସେ ଚାରୋଟି ବିବାହ କରିଥିଲେ, ଯେଉଁଥିରେ ତିନୋଟି ବିବାହ ତ ୫ ବର୍ଷ ରହିପାରିଲାନାହିଁ, ବହୁତ୍ କମ୍ ଲୋକ ଜାଣିଥିବେ କି ଅଦନାନ୍  ଜେବା ବିବାହ ୨୨ ବର୍ଷରୁ କରିଥିଲେ , ବିବାହ ପରେ ଜେବାଙ୍କ ଏକ ପୁଅକୁ ଜନ୍ମ ଦେଇଥିଲେ, ଛୁଆ ହେବାପରେ କିଛି ସମୟ ପରେ ଅଦନାନ୍ ଓ ଜେବା ଅଲଗା ହୋଇଗଲେ ଓ ଦୁହେଁଙ୍କ ବୈବାହିକ ଜିବନ ଭାଙ୍ଗିଗଲା ।

ଏହାପରେ ଦୁବାଇର ଏକ ବିଜନେସ୍ ୱୁମେନ୍ ଅରବ ସବା ଗଲାଦାରୀ ସହ ସେ ୨୦୦୧ ରେ ଦ୍ୱିତୀୟ ବିବାହ୍ କରିଥିଲେ, ଏହି ଦ୍ୱିତୀୟ ବିବାହ ୨୦୦୪ ରେ ଛାଡପତ୍ର ସହ ଶେଷ ହୋଇଯାଇଥିଲା ଏହାପରେ ସେ ୨୦୦୮ ରେ ଏହି ଦୁହେଂଙ୍କ ବିବାହ ୨୦୦୯ ରେ ଆଉଥରେ ବିବାହ କରିଥିଲେ, ଏହି ସବୁ ପରେ ଶେଷରେ ଆଦନାନ୍ ରୋୟା ସାମିଙ୍କ ସହ ୨୦୧୦ ରେ ଚତୁର୍ଥ ବିବାହ କରିଥିଲେ, ଓ ଆଜି ସେ ସୁଖଦ ଜୀବନ ଅତିବାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *