October 18, 2024

Odia Express

Here, There and Everywhere

ଖଳ ନାୟକ ହୋଇ Sharat Saxena ଜିତିଲେ ଲୋକଙ୍କର ହୃଦୟ, 71 ବର୍ଷ ବୟସରେ ବି ବଡି ବିଲଡିଙ୍ଗ୍ କରିଛନ୍ତି ଜବରଦସ୍ତ

ବଲିଉଡ୍ ଇଣ୍ତଷ୍ଟ୍ରି ଏମିତି ଏକ ଜାଗା ଅଟେ ଯେଉଁଠି ଅଭିନେତା ମାନଙ୍କୁ ଫିଟ୍ ରହିବା ବହୁତ ଜରୁରୀ ହୋଇଥାଏ, ଯଦି ଅଭିନେତାମାନେ ଫିଟ୍ ରହିବେ ତେବେ ସେ ପର୍ଦାରେ ଯୁବା ଲାଗିବେ, ଓ ତାଙ୍କ ବଡି ଲୋକଙ୍କର ଧ୍ୟାନ ଆକର୍ଷଣ କରିବ, ସେମିତି ଦେଖିବାକୁ ଗଲେ ବଲିଉଡ୍ ଇଣ୍ତଷ୍ଟ୍ରିରେ ପ୍ରାୟ ସମସ୍ତ ଅଭିନେତାମାନେ ଫିଟ୍ ଅଛନ୍ତି , ସବୁ ଅଭିନେତା ନିଜ ବଡି ରଖିବା ପାଇଁ ଘଣ୍ଟା ଘଣ୍ଟା ଜିମ୍ ରେ ବ୍ୟାୟାମ କରିଥାନ୍ତି, କଠିନ ପରିଶ୍ରମରୁ ସେ ନିଜ ବଡି ଫିଟ୍ ରଖନ୍ତି । ବଲିଉଡ୍ ରେ ଏମିତି ବହୁତ୍ କଲାକାର ଅଛନ୍ତି ଯାହାଙ୍କ ବୟସକୁ ୫୦ ଉପରେ ହୋଇସାରିଛି, କିନ୍ତୁ ସେ ଏବେ ବି ୟଙ୍ଗ୍ ନଜର ଆସନ୍ତି, ଏଥିରେ ଅନିଲ୍ କାପୁରଙ୍କ ନାଁ ଉପରକୁ ଆସେ, କିନ୍ତୁ ବଲିଉଡ୍ ରେ ଏକ ଏମିତି ଅଭିନେତା ଅଛନ୍ତି ଯାହାଙ୍କ ବୟସ ୭୧ ବର୍ଷ ହୋଇ ସାରିଛି

କିନ୍ତୁ ଏତେ ବୟସ ହେବା ପରେ ବି ସେ ୟଙ୍ଗ୍ ଅଭିନେତାଙ୍କୁ ମାତ୍ ଦେଇପାରିବେ । ୭୧ ବର୍ଷରେ ଯେବେ କେଉଁ ବ୍ୟକ୍ତି ପହଞ୍ଚିଥାଏ ତେବେ ଏମିତିରେ ତାଙ୍କ ସ୍ୱାସ୍ଥ୍ୟ ସଂବନ୍ଧିତ ବହୁତ୍ ସାରା ଅସୁବିଧା ଉପନ୍ନ ହୋଇଥାଏ, ଆଣ୍ଠୁଗଣ୍ଠିରେ ପୀଡା, ପିଠିରେ ପିଡା, ଓ ନାନାଦି ଅସୁବିଧା ମଣିଷକୁ ଅସୁବିଧା ହୋଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତାଙ୍କ ବିଷୟରେ କହିବୁ ଯିଏ ୭୧ ବର୍ଷର ଅଟନ୍ତି କିନ୍ତୁ ଦେଖିକରି ଆପଣ ତାଙ୍କ ବୟସର ଅନ୍ଦାଜା ଲଗାଇପାରିବେ, ଆମେ ଆପଣଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଊଛୁ ସିଏ ଆଉ କେହି ନୁହେଁ ବରଂ ବଲିଉଡ୍ ଇଣ୍ତଷ୍ଟ୍ରିରେ ଜଣାଶୁଣା ଅଭିନେତା ଶରତ ସକସେନା ଅଟନ୍ତି

ଯିଏ ନିଜ ଶାନଦାର୍ ଅଭିନୟ ପାଇଁ ଜଣାଯାଆନ୍ତି ।ଶରତ ସକସେନା ଏମିତି ଏକ ଅଭିନେତା ଅଟନ୍ତି, ଯିଏ ଫିଲ୍ମରେ ନିଜ ସବୁ ଭୁମିକା ବହୁତ ଭଲ ଭାବେ ନିଭାଇଥାନ୍ତି, ସେମିତି ଖଳନାୟକ ଭୁମିକା ହେଉ କିମ୍ବା କମେଡି କିମ୍ବା ଇମୋସନାଲ୍ ଶରତ ସକସେନା ସବୁ ଭୁମିକାରେ ଏକଦମ୍ ଫିଟ୍ ନଜର ଆସନ୍ତି, ଆପଣଙ୍କୁ କହିଦେବୁ କି ଶରତ ସକସେନାଙ୍କ ଜନ୍ମ ୧୭ ଅଗଷ୍ଟ ୧୯୫୦ କୁ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ହୋଇଥିଲା, ତାଙ୍କ ପ୍ରାରମ୍ଭିକ ଶିକ୍ଷା ଭୋପାଳରେ ହୋଇଥିଲା, କିନ୍ତୁ ପରେ ଇଞ୍ଜିନିୟରିଙ୍ଗ୍ କରିବାପାଇଁ ଜବଲପୁର ଆସିଗଲେ

ଜବଲପୁରରେ ଇଞ୍ଜିନିୟରିଙ୍ଗ୍ କରିବାପରେ ସେ ଆରମ୍ଭରୁ ଇଞ୍ଜିନିୟର ହେବାପାଇଁ ନୁହେଁ ବରଂ ବଲିଉଡ୍ ରେ ହିରୋ ହେବାର ସ୍ୱପ୍ନ ଦେଖିଥିଲେ ।ଯେବେ ସେ ଇଞ୍ଜିନିୟରିଙ୍ଗ୍ ପୁରା କଲେ ତେବେ ସେ ନିଜ ସ୍ୱପ୍ନକୁ ପୁରାକରିବାପାଇଁ ୧୯୭୨ ରେ ମୁମ୍ବାଇ ଆସିଥିଲେ, ଶରତ ସକସେନା ନିଜ ସ୍ୱପ୍ନକୁ କେଉଁ ବି ଅବସ୍ଥାରେ ପୁରା କରିବାକୁ ଚାହୁଁଥିଲେ ଏଥିପାଇଁ ସେ ନିଜ ସ୍ୱପ୍ନକୁ  କେବେ ପଛରେ ଛାଡିଲେ ନାହିଁ, ସେ ଫିଲ୍ମ ଜଗତରେ ନିଜ ସ୍ଥାନ ବନାଇବାପାଇଁ କଡା ପରିଶ୍ରମ କରିଥିଲେ, ଓ କେବେ ଶରତ ସକସେନା ହାର୍ ମାନିନାହାନ୍ତି

ପରିଶେଷରେ ତାଙ୍କ କଠିନ ପରିଶ୍ରମ ପରିଣାମ ତାଙ୍କୁ ମିଳିଲା ।ଶରତ ସକସେନା ନିଜ ଫିଲ୍ମ କ୍ୟାରିୟର ଆରମ୍ଭରୁ ୧୯୭୪ ର ଫିଲ୍ମ ବେନାମ୍ ରୁ କରିଥିଲେ, ଏହି ଫିଲ୍ମରେ ଅମିତାଭବଚ୍ଚନ, ମୌସୁମୀ ଚାଟାର୍ଜୀ, ପ୍ରେମ ଚୋପ୍ରା ସହ କାମ କରିବାର ଅବସରମିଳିଲା, ଯେବେ ସେ ଏହି ଫିଲ୍ମ କରିଲେ ତେବେ ଶରତ ସକସେନାଙ୍କୁ ନିଜ ସ୍ୱପ୍ନ ସତ ହେଲା ତେବେ ସେ ପ୍ରଥମ ଫିଲ୍ମ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା, ଓ ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପ୍ରଶଂସା ବି କରିଥିଲେ । ଶରତ ସକସେନା ନିଜ ପ୍ରଥମ ଫିଲ୍ମରୁ ହିଁ ଦର୍ଶକଙ୍କ ହୃଦୟରେ ଏକ ଅଲଗା ଜାଗା ବନାଇଦେଇଥିଲେ

ଏତିକି ନୁହେଁ ବରଂ ନିର୍ମାତା ଓ ନିର୍ଦ୍ଧେଶକଙ୍କ ଲିଷ୍ଟରେ ସେ ନିଜ ସ୍ଥାନ ବନାଇଦେଇଥିଲେ, ଏହି ଫିଲ୍ମ ପରେ ସେ ହିନ୍ଦୀ ,ତେଲେଗୁ, ମଲାୟଲମ୍, ତାମିଲ୍ ଓ ପଞ୍ଜାବୀ ସହ ବହୁତ ଫିଲ୍ମରେ ଅଭିନୟ କରିବାର ଅଫର୍ ମିଳିଲା, ୧୯୮୭ ରେ ରିଲିଜ୍ ହୋଇଥିବା ବୋନି କାପୁର ଫିଲ୍ମ ମିଷ୍ଟର ଇଣ୍ତିଆ ଶରତ ସକସେନାଙ୍କୁ ଅଭିନୟ ଦର୍ଶକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଥିଲା, ଏହି ଫିଲ୍ମରେ ସେ ନିଜ ଭଲ ଭୁମିକା ନିଭାଇଥିଲେ, ଅନିଲ୍ କାପୁର ଓ ଶ୍ରୀଦେବୀ ମୁଖ୍ୟ ଭୁମିକାରେ ନଜର ଆସିଥିଲେ । ଶରତ ସକସେନା ନିଜ କ୍ୟାରିୟରର ଆରମ୍ଭରୁ ଭିଲେନ୍ ରୋଲ୍ ନିଭାଇଥିଲେ

ସେ ଖଳନାୟକ ହୋଇକରି ଲୋକଙ୍କର୍ ହୃଦୟରେ ଜାଗାପାଇଲେ, କିନ୍ତୁ ଯେପରି ଶରତ ସକସେନା ନିଜ କ୍ୟାରିୟରରେ ଆଗକୁ ବଢିଲେ ତେବେ ସେ ସବୁ ପ୍ରକାର ଭୁମିକା କରିବାକୁ ରାଜି ହୋଇଯାଇଥିଲେ, ସେ ଫିଲ୍ମ ଇଣ୍ତଷ୍ଟ୍ରିରେ ଏକ ଭଲ ସଫଳତା ହାସିଲ୍ କରିଦେଇଥିଲେ, ଶରତ ସକସେନା କଳା ପଥର,ଶକ୍ତି, ଆଖିର୍ ଅଦାଲତ, ଥାନେଦାର୍, ଖିଲାଡି, ଘାୟଲ, ଗୁଲାମ, ବାଗବାନ୍, ବଜରଙ୍ଗୀ ଭାଇଜାନ୍, ଦବଙ୍ଗ ୩ ପରି ଫିଲ୍ମରେ ଅଭିନୟ କରିସାରିଛନ୍ତି ।

ଆପଣଙ୍କୁ କହିଦେବୁ କି ଶରତ ସକସେନା ନିଜ ଫିଲ୍ମ କ୍ୟାରିୟରରେ ୩୦୦ ରୁ ଅଧିକାଫିଲ୍ମରେ ଅଭିନୟ କରିସାରିଛନ୍ତି, ଓ ଦର୍ଶକଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସିଛି, ଅଧିକାଂଶଫିଲ୍ମରେ ସେ ସପୋର୍ଟିଙ୍ଗ୍ ରୋଲ୍ ନିଭାଇଛନ୍ତି, ଫିଲ୍ମର ସହ ସେ ଫିଟନେସ୍ ଫ୍ରେକ୍ ଅଟନ୍ତି , ଏବେ ସୋସିଆଲ୍ ମିଡିଆରେ ଶରତ ସକସେନାଙ୍କ ଫଟୋଗୁଡିକ  ବହୁତ ଭାଇରାଲ୍ ହୋଇଛି, ୭୧ ବର୍ଷ୍ ବୟସରେ ସେ ନିଜ ଟ୍ରାନ୍ସଫରମେସନ୍ ରୁ ସମସ୍ତଙ୍କୁ ଚକିତ କରିଦେଇଥିଲେ,  ଶରତ ସକସେନା ନିଜ କଡା ପରିଶ୍ରମରୁ ଜବରଦସ୍ତ ବଡି ବନାଇଥିଲେ ।

Leave a Reply

Your email address will not be published. Required fields are marked *