October 18, 2024

Odia Express

Here, There and Everywhere

ଆଇଏଏସ୍ ଇଣ୍ଟରଭ୍ୟୁରେ ପ୍ରଶ୍ନ – ଦୁନିଆଁର ସବୁଠାରୁ ବିଷାକ୍ତ Tree କେଉଁଟା ଅଟେ ? ଅଳ୍ପ ଲୋକ ଏହି ବିଷୟରେ ଜାଣିଥିବେ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ଇଂରାଜୀ ଓ ହିନ୍ଦୀ ସାହିତ୍ୟରେ କଣ ଅନ୍ତର ହୋଇଥାଏ ? ଉତ୍ତର- ହିନ୍ଦୀ ସାହିତ୍ୟରେ କ୍ଷେତ୍ରୀୟ ସମାବେଶ ହୋଇଥାଏ ଯେବେ କି ଇଂରାଜୀରେ ଏହାର୍ କମ୍ ହୋଇଥାଏ ।

୨) ମହୋବା କାହାପାଈଁ ଲୋକପ୍ରିୟ ? ଉତ୍ତର- ଏଠାର ପରମାର ବଂଶ ରାଜା ଥିଲେ , ଏହି ଜାଗା ଉଲ୍ହା ଓ ଉଦଲ ବିରତା ପାଇଁ ଜଣାଯାଏ ।

୩) ରାଜ୍ୟପାଳ ଓ ଉପରାଜ୍ୟପାଳରେ ଅଧିକା ଶକ୍ତି କାହା ପାଖରେ ହୋଇଥାଏ ? ଉତ୍ତର- ରାଜ୍ୟପାଳ ମୁଖ୍ୟମନ୍ତ୍ରୀର ଉପଦେଶରେ କାମ କରନ୍ତି, ଯେବେ କି ଉପରାଜ୍ୟପାଳ ରାଷ୍ଟ୍ରପତିଙ୍କ ଉପଦେଶରେ କାମ କରନ୍ତି, ଏମିତିରେ ଉପରାଜ୍ୟପାଳଙ୍କ ଶକ୍ତି ଅଧିକା ହୋଇଥାଏ, ରାଜ୍ୟପାଳ ପୁର୍ଣ୍ଣ ରାଜ୍ୟରେ ହୋଇଥାଏ, ଯେବେ କି ଉପରାଜ୍ୟପାଳ କେନ୍ଦ୍ରଶାସିତ ପ୍ରଦେଶରେ ନିଯୁକ୍ତ କରାଯାଏ ।

୪) ଆପଣ ଯେଉଁ ଜିଲ୍ଲାର ଜିଲ୍ଲାପାଳ ଅଛନ୍ତି ସେଠାରେ କେଉଁ ଅନ୍ତରଜାତୀୟ ବିବାହ ହେଲେ ୫ ଲୋକଙ୍କର ମୃତ୍ୟୁର ଭୟ ଅଛି ତେବେ ଆପଣ୍ କଣ କରିବେ ? ଉତ୍ତର- ମୁଁ ପ୍ରଥମେ ଦୁହେଁ ପରିବାରକୁ କଥାହେବି, କିନ୍ତୁ ଯଦି କଥାବାର୍ତ୍ତାରେ ମାମଲା ଶାନ୍ତ୍ ହୁଏ ନାହିଂ, ତେବେ ପାଞ୍ଚଜଣ ଲୋକଙ୍କ ଜୀବନ ବଞ୍ଚାଇବି ।

୫) ଯେବେ ଲେମ୍ବୁର ରସ ଖାଇବାରେ ସୋଢା ପକାଇଦିଆଯାଏ , ତେବେ ସେଥିରୁ ଅଧିକା ଫୋଟାକା ହୋଇଥାଏ କୁହନ୍ତୁ ଏହା କେଉଁ ଗ୍ୟାସର କାରଣ ପାଇଁ ହୋଇଥାଏ ? ଉତ୍ତର- କାର୍ବନ୍ ଡାଇଏକ୍ସସାଇଡ୍

୬) କଣ ମାଛ ଓ ପାଣିର ଜୀବ ଜନ୍ତୁ ଶୁଅନ୍ତି ନାହିଁ ? ଉତ୍ତର- ଅନ୍ୟ ଜୀବଙ୍କ ପରି ମାଛମାନେ ବି ଶୋଇଥାନ୍ତି, କିନ୍ତୁ ସେହି ପରି ନୁହେଁ ଯେପରି ଆମେ ଭାବୁ ତାଙ୍କ ଆଖିର ପତା କେବେ ବନ୍ଦ ହୋଇନଥାଏ ।

୭) ୧୮୫୬ ରେ ବିଧବା ପୁନଃବିବାହ ଆଇନ୍ କାହାର ପ୍ରୟାସରୁ ତିଆରି ହୋଇଥିଲା ? ଉତ୍ତର- ଇଶ୍ୱରଚନ୍ଦ ବିଦ୍ୟାସାଗର

୮) ଲଡ୍ କର୍ଣ୍ଣିଙ୍ଗ୍ ନଭେମ୍ବର ୧୮୫୮ ରେ କେଉଁଠି ଆୟୋଜିତ ଦରବାରରେ ଭାରତର କ୍ରାଉନ୍ ର ଶାସନ ଘୋଷଣା କାରିଥିଲେ ? ଉତ୍ତର ଇଲାହାବାଦ୍ ରେ ଆୟୋଜିତ ଦରବାରରେ

୯) ଲଡ୍ ବେଲେଜଲି ସହ ସବୁଠାରୁ ପ୍ରଥମ ସହାୟକ ସନ୍ଧି କେଉଁ ରାଜ୍ୟର ଶାସକ କରିଥିଲେ ? ଉତ୍ତର- ହାଇଦ୍ରାବାଦ୍ ନିଜାମ୍

୧୦) କେଉଁ ଯୋଜନାର ଫଳ ସ୍ୱରୁପ ଭାରତ୍ ବିଭାଜନ ହୋଇଥିଲା ? ଉତ୍ତର- ମାଉଣ୍ତବେଣ୍ଟେନ୍ ଯୋଜନା

୧୧) ଜେନେରାଲ୍ ଡାୟର୍ (ଜାଲିଆନାବାଗ୍ ହତ୍ୟାକାଣ୍ତ ସହ ଯୌଡି ହୋଇଥିବା) ହତ୍ୟା କିଏ କରିଥିଲେ ? ଉତ୍ତର- ଉଧମ ସିଂ

୧୨) ବଙ୍ଗାଳର ବିଭାଜନ କେବେ ଓ କାହାଦ୍ୱାରା କରାଯାଇଥିଲା ? ଉତ୍ତର୍ -୧୯୯୫ ଇ ରେ ଗର୍ଭର୍ଣ୍ଣର ଲର୍ଡ କର୍ଜନ୍ ଙ୍କ ଦ୍ୱାରା

୧୩) ଶ୍ରବ୍ୟ ପରିସରରେ ଧ୍ୱନୀ ତରଙ୍ଗର ଆବୃତି କେତେ ହୋଇଥାଏ ? ଉତ୍ତର- ୨୦ ଏଚ୍ ଜେଡ୍ ରୁ ୨୦ ହଜାର ଏଚ୍ ଜେଡ୍

୧୪) ନିର୍ବିରୋଧ ବଛା ଯିବା ବାଲା ରାଷ୍ଟ୍ରପତି କିଏ ଥିଲେ ? ଉତ୍ତର- ନିଲମ୍ ସଞ୍ଜିବା ରେଡି ।

୧୫) ସଂସାରର ସବୁଠାରୁ ବଡ ଡେଲଟା ସୁନ୍ଦରବନ କେଉଁ ନଦୀରେ ତିଆରି ହୋଇଛି ? ଉତ୍ତର- ଗଙ୍ଗା ବ୍ରହ୍ମପୁତ୍ର

୧୬) ଦୁନିଆଁର ସବୁଠାରୁ ବିଷାକ୍ତ ଗଛ କେଉଁଟା ? ଉତ୍ତର- ମେଂଶିନିଲ୍ ଦୁନିଆଁର୍ ସବୁଠାରୁ ବିଷାକ୍ତ ସାପ ହୋଇଥାଏ, ଫ୍ଲୋରିଡା ଓ କାରୋବିଆନ୍ ତଟରେ ମିଳିଥିବା ଏହି ଗଛର ଡାଲରେ ବାହାରୁଥିବା ରସ ଏତେ ବିଷାକ୍ତ ହୋଇଥାଏ କି ମଣିଷର ସ୍କିନ୍ ରେ ଲାଗିଲେ ସେଥିରେ ଛାଲ ପଡିଯାଏ , ଗଛର ସେଓ ପରି ଫଳ ଏକ ଭାଗ ଖାଇଲେ ମଣିଷର ମୃତ୍ୟୁ ହୋଇଯାଏ ।

Leave a Reply

Your email address will not be published. Required fields are marked *