October 18, 2024

Odia Express

Here, There and Everywhere

ଲକ୍ ଡାଉନ୍ ରେ ହୋଇକରି ଆସିଥିଲେ Bhagaban, ଜାଣନ୍ତୁ ଏବେ କେତେ ସଂମ୍ପତ୍ତିର୍ Owner ଅଟନ୍ତି ଅଭିନେତା ସୋନୁ ସୁଦ୍

1 min read

ଆଜି ନିଜ ଭଲ କାମ କାରଣରୁ ସୋନୁ ସୁଦ୍ ହିନ୍ଦୀ, ତାମିଲ୍,ତେଲେଗୁ, କନ୍ନଡ ଓ ପଞ୍ଜାବୀ ଫିଲ୍ମରେ ଲୋକପ୍ରିୟ ହୋଇଛନ୍ତି, ଆଜି ସେ ନିଜ କାମକୁ ନେଇ ଲୋକେ ତାଙ୍କୁ ମସିହା ବୋଲି ମାନୁଛନ୍ତି, କହିଦେବୁ କି ସ୍କୁଲ୍ ରୁ ଶିକ୍ଷା ପ୍ରାପ୍ତ କରିବାପରେ ସୋନୁ ୟଶବନ୍ତରାଓ ଚୌହାନ କଲେଜ ଅଫ୍ ଇଞ୍ଜିନିୟରିଙ୍ଗ୍ ରୁ ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଙ୍ଗ୍ କରିଥିଲେ । ତାଙ୍କୁ ଯାହା ବି ହେବାର ଥିଲା ତାଙ୍କ ଭାଗ୍ୟ ତାଙ୍କୁ ଏଠାକୁ ନେଇ ଆସିଲା, ଫିଲ୍ମରେ ବହୁତଥର ଭିଲେନ୍ ଅଭିନୟ କରୁଥିବା ସୋନୁ ସୁଦ୍ ଏକ ରିୟଲ୍ ଲାଇଫ୍ ର ହିରୋ ଅଟନ୍ତି । ଚାଲନ୍ତୁ ଜାଣିବା ତାଙ୍କ ସଂମ୍ପତ୍ତି ବିଷୟରେ । ସୋନୁ ସୁଦଙ୍କ ବାପା କପଡା ବେପାର କରୁଥିଲେ, ଓ ତାଙ୍କ ମା କଲେଜରେ ପ୍ରୋଫେସର୍ ଥିଲେ, ୧୯୯୬ ରେ ସୋନୁ ସୁଦ୍ ଏକ ସାଉଥ୍ ଇଣ୍ତିଆନ୍ ଝିଅକୁ ବିବାହ୍ କରିଥିଲେ, ଓ ତାଙ୍କର ସାକ୍ଷାତ ଇଞ୍ଜିନିୟରିଙ୍ଗ୍ ପାଠପଢା ସମୟରେ ହୋଇଥିଲା, ସୋନୁ ବିବାହ ପରେ ଅଭିନୟରେ ଜୀବନ ବନାଇବାପାଇଁ କେବଳ ୫୫୦୦ ଟଙ୍କା ନେଇକରି ମୁମ୍ବାଇ ଆସିଥିଲେ, ମୁମ୍ବାଇରେ ସଫଳ ନ ହେବା ପରେ ସେ ଏକ ବ୍ୟାକ୍ ଅଫ୍ ପ୍ଲାନ୍ କରିଥିଏ ସେ ଭାବିଲେ କି ଯଦି ମୁମ୍ବାଇରେ ସଫଳ ନହେଲି ତେବେ ବାପାଙ୍କ କପଡା ଦୋକାନ ସଂମ୍ଭାଳିନେବି ।

ସେମିତି ୩ ବର୍ଷର କଠିନ ପରିଶ୍ରମ ପରେ ଏକ ତାମିଲ୍ ଫିଲ୍ମରେ କାମ ମିଳିଲା, ଏହି ଫିଲ୍ମର୍ ନାଁ କଲ୍ଲାଜଗର ଥିଲା, ଏହାପରେ ସାଉଥ୍ ଇଣ୍ତିଆନ୍ ଫିଲ୍ମରେ ଜଣେ ଭିଲେନ୍ ରୁପରେ ଦେଖାଗଲେ, ବଲିଉଡ୍ ଫିଲ୍ମରେ ସବୁଠାରୁ ପ୍ରଥମେ ସହିଦ୍ ଏ ଆଜମ୍ ଫିଲ୍ମରେ ଭଗତ୍ ସିଂ ଅଭିନୟ କରିଥିଲେ, ପରେ କେଉଁ ବିବାଦକୁ ନେଇ ଫିଲ୍ମକୁ ବ୍ୟାନ୍ କରିଦିଆଗଲା । ଦକ୍ଷିଣ ଭାରତରେ ବହୁତ ଫିଲ୍ମରେ ଭିଲେନ୍ ଅଭିନୟ ବହୁତ ଭଲ ଭାବେ କରୁଥିଲେ ତେଣୁ ୨୦୦୯ ରେ ଆନ୍ଧ୍ରପ୍ରଦେଶରେ ବେଷ୍ଟ ଭିଲେନ୍ ର ସମ୍ମାନ ମିଳିଲା, ଆନ୍ଧ୍ରପ୍ରଦେଶରେ ଏହି ଆୱାର୍ଡ ପାଇଥିବା ପ୍ରଥମ ଅଣ ତେଲେଗୁ ଅଭିନେତା ଥିଲେ

ଏହାପରେ ସେ ତେଲେଗୁ ଫିଲ୍ମରେ ବେଷ୍ଟ ସପୋର୍ଟିଙ୍ଗ୍ ଅଭିନେତା ପାଇଁ ଫିଲ୍ମ ଫେୟାର୍ ସମ୍ମାନ୍ ବି ହାସିଲ୍ କରିଦେଲେ, ନକରାତ୍ମକ ରୋଲ୍ ରେ ବି ଭଲ ପ୍ରଦର୍ଶନ ପାଈଁ ୨୦୧୦ ରେ IIFA ଆୱାର୍ଡ ବି ଦିଆଯାଇଥିଲା । ଯଦି ଆମେ ଆଧିକାରିକ ସୁତ୍ରରକଥା ହେବା ତେବେ ୨୦୨୧ ରେ ସୋନୁ ସୁଦ୍ ଙ୍କ ସମୁଦାୟ ସଂମ୍ପତ୍ତିର ମୁଲ୍ୟ ୧୩୦ କୋଟି ପାଖାପାଖି ଅଟେ, ବାର୍ଷିକ ଇନକମ୍ ୧୨ କୋଟି ରୁ ଅଧିକା ଅଛି, ସେମିତି ସୋନୁ ସୁଦ୍ ପ୍ରାୟ ୧ କୋଟୀ ମାସିକ ଇନକମ୍ କରନ୍ତି, ଗୋଟେ ଫିଲ୍ମ ପାଇଁ ସେ ୧,୫ କୋଟି ଫିସ୍ ନିଅନ୍ତି, ସୋନୁ ସୁଦ୍ ନିଜ ଫ୍ୟାମିଲି ସହ ଅନ୍ଧେରୀ ଲୋଖଣ୍ତୱାଲା ରେ ୨୬୦୦ ବର୍ଗ ଫୁଟ୍ ବ୍ୟାପିଥିବା ୪ ଟି ବେଡରୁମ୍ ବାଲା ଫ୍ଲାଟ୍ ରେ ରହୁଛନ୍ତି ।

ସୁଚେଇଦେବୁ କି ଏହା ଛଡା ମୁମ୍ବାଇରେ ତାଙ୍କର ଆଉ ଦୁଇଟି ଫ୍ଲାଟ୍ ଅଛି, ତାଙ୍କ ଗାଁ ମୋଗାରେ ତାଙ୍କର ଏକ ବଙ୍ଗଳା ହୋଇଛି, ଯେଉଁଠି କେବେ କେବେ ସେ ଯାଇ ରୁହନ୍ତି, ତାହା ସହ ଜୁହୁରେ ଏକ ହୋଟେଲ୍ ବି ବନାଇଛନ୍ତି, ଯଦି ଗାଡିର କଥା ହେବା ତେବେ ତାଙ୍କ ପାଖରେ ତିନୋଟିଗାଡି ଅଛି, ଏଥିରେ ୬୬ ଲକ୍ଷର ମର୍ସଡିଜ୍ ବେଞ୍ଜ୍, ଏମ୍ ଏଲ୍ କ୍ଲାସ୍ ୩୫୦ ସିଡିଆଇ, ୮୦ ଲକ୍ଷର ଅଡି କ୍ୟୁ ୭ ଓ ଦୁଇ କୋଟିର ପର୍ସ ପନାମା ସାମିଲ୍ ଅଛି, ସମୁଦାୟ ମିଶାଇକରି ତାଙ୍କ ପ୍ରୋପଟି ୧୩୦ କୋଟି ଟଙ୍କା ପାଖାପାଖି ଅଟେ ।

Leave a Reply

Your email address will not be published. Required fields are marked *